Daily Archives

January 26, 2022

ଜାଣନ୍ତୁ କେବେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଦୁଇଟି ସୂର୍ଯ୍ୟପରାଗ ପଡ଼ିବ। ପ୍ରଥମଟି ୨୦୨୨ ଏପ୍ରିଲ ୩୦ରେ ଏବଂ ଦ୍ୱିତୀୟଟି ଅକ୍ଟୋବର ୨୫ରେ ପଡ଼ିବ। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଂଶିକ ହେବ । ଯାହା ପ୍ରଶାନ୍ତ ମହାସାଗରରେ, ଦକ୍ଷିଣ ଆମେରିକାର ଦକ୍ଷିଣ ଏବଂ ପଶ୍ଚିମ ଭାଗରେ, ଆଣ୍ଟାର୍କଟିକା ଏବଂ…
ଅଧିକ ଖବର ଦେଖନ୍ତୁ...

ଏବର୍ଷ ଢ଼ିଙ୍କିଆରେ ହେବନି ନିର୍ବାଚନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ରାଜ୍ୟରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥି ପାଇଁ ପ୍ରକ୍ରିୟା ଜାରି ରହିଛି। ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ବେଳେ ଖସିପଡ଼ିଲା ଡ୍ରୋନ୍‌; ୨ ଆହତ

ଭୋପାଳ: ମଧ୍ୟପ୍ରଦେଶ ଜବଲପୁରର ଏକ ଷ୍ଟାଡିୟମରେ ବୁଧବାର ଦିନ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ପରେଡ ଚାଲୁଥିବା ବେଳେ ମଧ୍ୟପ୍ରଦେଶ କୃଷି ବିଭାଗର ପ୍ରଜ୍ଞାପନ ମେଢ଼ରେ ଅଂଶଗ୍ରହଣ କରିଥିବା ଏକ ଡ୍ରୋନ୍‌ ହଠାତ୍‌ ଅଚଳ ହୋଇ ଅଂଶଗ୍ରହଣକାରୀଙ୍କ ଉପରେ ପଡ଼ିଯିବା ଫଳରେ ଦୁଇ ଜଣ ପରେଡ…
ଅଧିକ ଖବର ଦେଖନ୍ତୁ...

ବିଜେପିର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆରଏଲଡି ନେତା ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ : ବିଜେପି ହାତ ମିଳାଇବା ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ । ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି କୃଷକ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ୭୦୦ କୃଷକଙ୍କ ମୃତ୍ୟୁ ପାଇଁ ବିଜେପି ଦାୟୀ । ଏଣୁ ବିଜେପି ତାଙ୍କ ନିକଟକୁ କୌଣସି…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କୁ ସୋ’ରୁମରେ ସେଲସମ୍ୟାନ ଅପମାନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆନନ୍ଦ ମହିନ୍ଦ୍ରା

ବେଙ୍ଗାଲୁରୁ: ବୋଲେରୋ ପିକ୍‌-ଅପ୍‌ ଟ୍ରକ୍ କିଣିବାକୁ ଆସିଥିବା କର୍ଣ୍ଣାଟକର ଜଣେ କୃଷକଙ୍କୁ ଅପମାନିତ କରି ଫେରାଇ ଦେବା ସେଲ୍‌ସ୍‌ମ୍ୟାନ୍‌ଙ୍କୁ ମହଙ୍ଗା ପଡ଼ିଥିଲା। ଏହି ଘଟଣାକୁ ନେଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପୋଷ୍ଟ କରି ପ୍ରତିକ୍ରିୟା ଦେଇ କହିଛନ୍ତି, ଆମର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

କନିକା ହତ୍ୟା ଘଟଣା: ମାତୃହନ୍ତା ଗିରଫ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି। ସୂଚନାଯୋଗ୍ୟ, ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା।…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ସରକାର ପ୍ରତିଷ୍ଠା କରିବେ ଆଉ ୧୩ଟି ନୂତନ ଜିଲ୍ଲା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ଆଉ ୧୩ଟି ନୂତନ ଜିଲ୍ଲା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ରାଜ୍ୟରେ ୧୩ଟି ଜିଲ୍ଲା ରହିଥିବା ବେଳେ ଏହାକୁ ବିଭାଜନ କରି ଆଉ ୧୩ଟି ନୂତନ ଜିଲ୍ଲା ପ୍ରତିଷ୍ଠା ପୂର୍ବକ ରାଜ୍ୟର ମୋଟ ଜିଲ୍ଲା ସଂଖ୍ୟ ୨୬ କରିବାକୁ ବୁଧବାର ଦିନ ଏକ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ଆପଣଙ୍କ ନିକଟସ୍ଥ ଔଷଧ ଦୋକାନରେ ଉପଲବ୍ଧ ହେବ କୋଭିସିଲ୍ଡ, କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା କୋଭାକ୍ସିନ ଓ କୋଭିସିଲଡ । ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଖୁବଶୀଘ୍ର ଏହି ଦୁଇଟି ଟିକାକୁ ନିୟମିତ ବଜାର ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି । ବଜାରରେ ଅର୍ଥାତ୍ ଔଷଧ ଦୋକାନରେ ଉଭୟ କୋଭାକ୍ସିନ ଓ କୋଭିସିଲଡ…
ଅଧିକ ଖବର ଦେଖନ୍ତୁ...

କୁହୁଡି ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେ‌ବେ ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ‌ଗୋଟିଏ ଦୁଇଟି ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେଲେ ୩୬ ହଜାର ୯୭୬ ଜଣ ପ୍ରାର୍ଥୀ

ଭୁବନେଶ୍ବର: ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...