Daily Archives

January 26, 2022

ଭାରତର ‘ବାତ୍ୟା ରାଜଧାନୀ’ ପଶ୍ଚିମବଙ୍ଗର ସୁନ୍ଦରବନ; ଓଡ଼ିଶାର କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବାତ୍ୟା ବ୍ୟବଧାନ କମ୍

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳକୁ ଦେଶର ‘ବାତ୍ୟା ରାଜଧାନୀ’ ଭାବେ ଅଭିହିତ କରିଛି ଭାରତୀୟ ପାଣିପାଗ ବିଭାଗ। କାରଣ ଏହି ଅଞ୍ଚଳ ସବୁଠାରୁ ବାତ୍ୟାପ୍ରବଣ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉଲ୍ଲେଖନୀୟ,  ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବାରମ୍ବାର ସାମୁଦ୍ରିକ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର: ଜମ୍ମୁ- କଶ୍ମୀର ଉପତ୍ୟକାରେ ସାଧାରଣତନ୍ତ୍ର ଦିବସ ପାଳନକୁ ସୁରୁଖୁରୁରେ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୁଧବାର କଶ୍ମୀରରେ ମୋବାଇଲ୍‌ ଉପକରଣରେ ଇଣ୍ଟରନେଟ୍‌ ସେବାକୁ ସ୍ଥଗିତ ରଖାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ, ଫିକସ୍ଡ ବା ଲ୍ୟାଣ୍ଡ ଲାଇନରେ ମୋବାଇଲ୍‌…
ଅଧିକ ଖବର ଦେଖନ୍ତୁ...

ପୃଥୁଳା ଏୟାର ହୋଷ୍ଟେସଙ୍କୁ ଏୟାର ଇଣ୍ଡିଆ ବିମାନ ମନା, ନୂଆ ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ :  ଆସନ୍ତା କାଲି ଅର୍ଥାତ ଗୁରୁବାରଦିନ କେନ୍ଦ୍ର ସରକାର ଟାଟା ଗ୍ରୁପକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିବ । ତେବେ ଏହା ପୂର୍ବରୁ ଏୟାର ଇଣ୍ଡିଆର ଏକ ନିର୍ଦ୍ଦେଶକୁ ନେଇ ଏୟାର ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡ଼ିଲା ତିରଙ୍ଗା

ନୂଆଦିଲ୍ଲୀ: ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଲେଖିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ସିଏମ୍‌ସିର ଠିକାସଂସ୍ଥା ପ୍ରୀତି, ୫ବର୍ଷରେ ୩୮ ହଜାର, ୨ ମାସରେ କେମିତି ଲାଗିବ ୩.୫ ହଜାର?

କଟକ: ମହାନଗର ନିଗମର ୫୯ଟି ୱାର୍ଡର ସମସ୍ତ ଅଞ୍ଚଳକୁ ଆଲୋକୀକରଣ କରିବା ପାଇଁ ସିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥା ନିଭ୍‌କୁ ୫ ବର୍ଷ ପାଇଁ ଦାୟିତ୍ବ ଦିଆଗଲା। ଗତବର୍ଷ ଡିସେମ୍ବରରେ ଏହି ସମୟ ସୀମା ଶେଷ ହୋଇଥିବା ବେଳେ ନିଗମ ପକ୍ଷରୁ ସାନି ଟେଣ୍ଡର୍‌ କରିବା ବଦଳରେ ନିଭ୍‌ର ସମୟସୀମା ବଢାଇବା…
ଅଧିକ ଖବର ଦେଖନ୍ତୁ...

ରେଳ ଚାକିରି ଆଶାୟୀମାନେ ନିଆଁ ଲଗାଇଦେଲେ ଟ୍ରେନରେ

ପାଟନା: ଏନଟିପିସି ବର୍ଗ ପାଇଁ ରେଳ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷାରେ ଅସଙ୍ଗତି ଅଭିଯୋଗରେ ବିହାରରେ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଶାନ୍ତି ତୀବ୍ର ହୋଇଛି। ଅଶାନ୍ତିର ତୃତୀୟ ଦିନ ପାଳନ କରି ବୁଧବାର ଦୁଇଟି ଷ୍ଟେସନରେ ଟ୍ରେନରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଟୋପି ଓ ଉତ୍ତରୀୟକୁ ନେଇ ଚର୍ଚ୍ଚା କାହିଁକି ?

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧିଥିବା ଟୋପି ଓ ଉତ୍ତରୀୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ପିନ୍ଧିଥିବାବେଳେ ମଣିପୁରର ପାରମ୍ପରିକ ଲେରିଅମ ଫି (ଉତ୍ତରୀୟ) ପିନ୍ଧିଥିଲେ । ବିଗତ ବର୍ଷଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

୨୨ଜଣ ଶିଶୁଙ୍କ ମା’ ହୋଇଥିବା ମହିଳାଙ୍କ ଲକ୍ଷ୍ୟ ୧୦୫ଶିଶୁକୁ ଜନ୍ମ ଦେବା !

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏକ ବର୍ଷ ମଧ୍ୟରେ ୨୨ ଟି ସନ୍ତାନ ଜନ୍ମ ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ୧୦୫ ଟି ସନ୍ତାନର ମା’ ହେବାକୁ ଇଚ୍ଛା ରଖିଛନ୍ତି। ଏହି ମହିଳାଙ୍କ ନାମ ହେଉଛି କ୍ରିଷ୍ଟିନା ଓଜତୁର୍କ।…
ଅଧିକ ଖବର ଦେଖନ୍ତୁ...

ଦେଶାତ୍ମବୋଧ ପରିବେଶ ମଧ୍ୟରେ ଆରଏସ୍‌ପିରେ ସାଧାରଣତନ୍ତ୍ର ଦିବସ

ରାଉରକେଲା: ଭାରତର ୭୩ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ରାଉରକେଲା ଇସ୍ପାତ କାରଖାନା ଆନୁକୁଲ୍ୟରେ ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ ଠାରେ ଦେଶାତ୍ମବୋଧ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏଚ୍‌ବି ରାଉରକେଲା ଇସ୍ପାତ କାରଖାନାର ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର କୁଣ୍ଡୁ,…
ଅଧିକ ଖବର ଦେଖନ୍ତୁ...

ଅବସର ନେଲା ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଘୋଡ଼ା ବିରାଟ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବଡିଗାର୍ଡ କମାଣ୍ଡାଣ୍ଟଙ୍କ କଳା ଘୋଡା ବିରାଟ ବୁଧବାର ୭୩ ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ ପରେ ନିଜର ବର୍ଷ ବର୍ଷ ଧରି ସେବାରୁ ଅବସର ନେଇଛି। ବିରାଟ ରାଷ୍ଟ୍ରପତିଙ୍କ ବଡିଗାର୍ଡ କମାଣ୍ଡାଣ୍ଟ କର୍ଣ୍ଣେଲ ଅନୁପ ତିୱାରୀଙ୍କ ସହ ଜଡ଼ିତ ଥିଲା ଏବଂ ସାଧାରଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...