Daily Archives

January 27, 2022

ନାବାଳିକା ଅପହରଣ ଦୁଷ୍କର୍ମ ମାମଲା: ସାଢ଼େ ୨ମାସ ପରେ ଧରା ପଡ଼ିଲା ଫେରାର ଅଭିଯୁକ୍ତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅଞ୍ଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲାରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଫାଲଗୁନୀ ତୁରକକୁ ଲକ୍ଷ୍ମୀପୁର ଅଂଚଳରୁ ପୁଲିସ ଗିରଫ କରିଥିବା କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ଗତ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ମାମଲା: ସ୍ଥାୟୀ ଲୋକ ଅଦାଲତରେ ପକ୍ଷ ରଖିଲେ ସିଡିଏମଓ 

ରାୟଗଡ଼ା: ରୋଗୀ ସେବା କ୍ଷେତ୍ରରେ ରାୟଗଡ଼ା ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ନେଇ ସ୍ଥାୟୀ ଲୋକ ଅଦାଲତରେ ରୁଜୁ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା ମାମଲାର ଶୁଣାଣି କରି ଆଗାମୀ ଦିନରେ ଉତ୍ତମ ରୋଗୀ ସେବା ସହ…
ଅଧିକ ଖବର ଦେଖନ୍ତୁ...

ଜୋତାରେ ଲୁଚେଇ ରଖିଥିଲା ୫୦ ଲକ୍ଷର ସୁନା, ବିମାନବନ୍ଦରରେ ଧରାପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ବହିର୍ଶୁଳ୍କ ବିଭାଗ ୫୦ ଲକ୍ଷ ୭୮ ହଜାର ଟଙ୍କାର ସୁନା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜୋତା ଭିତରେ ଏକ ଥଳିରେ ଏହି ସୁନା ଲୁଚାଇ ରଖିଥିଲା। ବହିର୍ଶୁଳ୍କ ବିଭାଗ ଅନୁସାରେ, ଘଟଣାଟି ଜାନୁଆରି ୨୫ ତାରିଖର। ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ଝାଡ଼ଖଣ୍ଡ ରାସ୍ତାରେ ମାଓ ପୋଷ୍ଟର, ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଖଲାସ ଦାବି

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିଛି ମାଓ ସଙ୍ଗଠନ। ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସକୁ ଚକ୍‌ମା ଦେଇ ରାଉରକେଲା-ଝାଡ଼ଖଣ୍ଡର ରାସ୍ତା ଭାଲୁଲତା ଓ ବମ୍ବୁଆ ରାସ୍ତାରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ଦୁଇ ସିପିଆଇ ମାଓନେତାଙ୍କୁ ମୁକ୍ତ ଦାବିରେ…
ଅଧିକ ଖବର ଦେଖନ୍ତୁ...

‘ଏୟାର ଇଣ୍ଡିଆର ଭବିଷ୍ୟତକୁ ସ୍ବାଗତ’, ଏୟାର ଇଣ୍ଡିଆ ବିମାନରେ ଶୁଭିବ ନୂଆ ସ୍ବାଗତ ବାଣୀ

ମୁମ୍ବାଇ : ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଫେରିବା ପରେ ଆଗାମୀ ଦିନରେ ଗ୍ରାହକ ସେବା କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛି । ବିମାନରେ ପ୍ରବେଶ କରିବା ପରେ ଗ୍ରାହକମାନଙ୍କୁ କମ୍ପାନି ପକ୍ଷରୁ ଏକ ନୂଆ ସ୍ବାଗତ ଭାଷଣ ପ୍ରଦାନ କରାଯିବ । ଏହି ସ୍ବାଗତ ଭାଷଣରେ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ୍‌ ସଂକ୍ରମଣ: ଫେବ୍ରୁଆରି ୨୮ ପର୍ଯ୍ୟନ୍ତ କଟକଣା ବଢ଼ାଇବା ସହ କୋଭିଡ୍‌ ନିୟମ କୋହଳ ନ କରିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଗୁରୁବାର ଦେଶରେ ପୂର୍ବରୁ ଜାରିଥିବା କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଫେବ୍ରୁଆରି ୨ ୮ପର୍ଯ୍ୟନ୍ତ ବୃଦ୍ଧି କରିଛି।  ଏହାର କଡ଼ାକଡ଼ି ପାଳନ ପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କେ-୯ ବଜ୍ରର ମୁକାବିଲା ପାଇଁ ପାକିସ୍ତାନକୁ ଚୀନ ଦେଲା ଶକ୍ତିଶାଳୀ ଟ୍ୟାଙ୍କ୍

ନୂଆଦିଲ୍ଲୀ: ଚୀନ ପାକିସ୍ତାନକୁ ନୂଆ ଅସ୍ତ୍ରଶସ୍ତ୍ର ଦେବା ପ୍ରକ୍ରିୟା ଜାରି ରଖିଛି । ଏକ ରିପୋର୍ଟ ଅନୁସାରେ ଚୀନ ଅଳ୍ପ ଦିନ ଆଗରୁ ପାକିସ୍ତାନକୁ ମାଉଂଟେଡ୍ ହୋଇଜର୍ ଟ୍ୟାଙ୍କ୍ ଦେଇଛି। ଭାରତୀୟ ଟ୍ୟାଙ୍କ କେ-୯ ବଜ୍ରର ମୁକାବିଲା ପାଇଁ ପାକିସ୍ତାନକୁ ଚୀନ ଏହା ଯୋଗାଇଛି। ଏହାଛଡା  ଏଆର୍-୧…
ଅଧିକ ଖବର ଦେଖନ୍ତୁ...

ନବୀକରଣ ଲାଗି ରାସ୍ତାକଡ଼ରୁ ଠିକାସଂସ୍ଥା କାଟିଦେଲା ୨୦୦ରୁ ଅଧିକ ଗଛ, ଲୋକେ ତାତିଲେ

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ- ପାରଚଅଁର ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରୁ  ଲକ୍ଷାଧିକ ଟଙ୍କାର ଗଛ କଟାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଉପରୋକ୍ତ ରାସ୍ତା ନବୀକରଣ ଏବଂ ଉଭୟ ପାର୍ଶ୍ବ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେଣୁ ଟେଣ୍ଡର ନେଇଥିବା ଠିକା…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନରେ ସୈନିକଙ୍କ ଉନ୍ମତ୍ତ କାଣ୍ଡ : ମିସାଇଲ୍ ଫାକ୍ଟ୍ରି ଭିତରେ ଗୁଳି ବର୍ଷଣ କରି ୫ ଜଣଙ୍କୁ ହତ୍ୟା କଲେ

କ୍ଵିଭ୍: ଗୁରୁବାର ସକାଳେ ୟୁକ୍ରେନରେ ଜଣେ ସୈନିକ ମିଲିଟାରି ସରଞ୍ଜାମ ତିଆରି କରୁଥିବା କମ୍ପାନି ଉପରେ ଆଖିବୁଜା ଗୁଳି ବର୍ଷଣ କରିଛନ୍ତି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ  ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। କେଉଁ କାରଣରୁ ଏହି ଗୁଳି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗାଧୋଇବା ବେଳେ ଲୁଚି ଦେଖୁଥିବା ଯୁବକ ଗିରଫ

ରାଉରକେଲା: ଘରପାଖ ନଳକୂଅରେ ଗାଧୋଉଥିବା ୧୪ ବର୍ଷୀୟ ନାବାଳିକାକୁ ଲୁଚିରହି ଦେଖିବା ଜଣେ ଯୁବକକୁ ବେଶ୍‌ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲା ଦୀପକ ଲେଙ୍କା (୩୦)। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...