Daily Archives

January 28, 2022

ଭଞ୍ଜନଗର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଳାଗମାର୍ଚ୍ଚ

ଭଞ୍ଜନଗର: ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭଞ୍ଜନଗର ଉପଖଣ୍ଡ ପୁଲିସ ପକ୍ଷରୁ ସହର ସମେତ କିଛି ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଜି ସଂନ୍ଧ୍ୟାରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

୫୦ଲକ୍ଷ ହଡ଼ପ କରି ଘରୋଇ ପରିବହନ କମ୍ପାନିର ହିସାବ ରକ୍ଷକ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ପରିବହନ କମ୍ପାନିର ୫୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ସେହି କମ୍ପାନିର ହିସାବ ରକ୍ଷକଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶିଳ୍ପାଞ୍ଚଳରେ ମୟୂର ଟ୍ରାନ୍ସପୋର୍ଟ କର୍ପୋରେସନ ନାମକ ଏକ ଘରୋଇ ପରିବହନ…
ଅଧିକ ଖବର ଦେଖନ୍ତୁ...

ପାକ୍ ସ୍ମଗଲରଙ୍କ ସହ ବିଏସଏଫର ଗୁଳି ବିନିମୟ; ଜଣେ ଯବାନ ଆହତ, ବିପୁଳ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ

ଅମୃତସର: ଶୁକ୍ରବାର  ହେରୋଇନ୍ ଓ ଅସ୍ତ୍ରଶସ୍ତ୍ର ଚାଲାଣ କରିବାକୁ ଆସିଥିବା ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ସହ ବିଏସଏଫ୍(ବର୍ଡର ସିକ୍ୟୁରିଟି ଫୋର୍ସ୍)ର ଗୁଳି ବିନିମୟ ହୋଇଥିଲା । ଏହି ଲଢେଇରେ ବିଏସଏଫର ଜଣେ ସୈନିକ ଆହତ ହୋଇଛନ୍ତି। ପାକିସ୍ତାନୀ ଚୋରା ଚାଲାଣକାରୀମାନେ ଅସ୍ତ୍ରଶସ୍ତ୍ର ଓ…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପିଡିଏସ୍‌ ଚାଉଳ ଟ୍ରକ, ଗାଁରେ ଉତ୍ତେଜନା, ଅଡ଼ୁଆରେ ଯୋଗାଣ ବିଭାଗ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ସମୟରେ ୨୦୦ ବସ୍ତା ପିଡିଏସ୍‌ ଚାଉଳ ପହଞ୍ଚିଛି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘରେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସରପଞ୍ଚ ପ୍ରାର୍ଥୀଙ୍କ ଘରେ ଚାଉଳ ଟ୍ରକ୍‌କୁ ଦେଖି ଲୋକେ ଖାଲି ପ୍ରତିକ୍ରିୟାଶୀଳ ହୋଇନାହାଁନ୍ତି, ଚାଉଳ ବୋଝେଇ ଟ୍ରକ୍‌କୁ ଅଟକ…
ଅଧିକ ଖବର ଦେଖନ୍ତୁ...

ସେବାରୁ ଅବ୍ୟାହତି ନେଲା ନୌସେନାର ଆଇଏନଏସ ଖୁକ୍ରି; ଏବେ ହେବ ଏକ ସଂଗ୍ରହାଳୟ

ନୂଆଦିଲ୍ଲୀ: ଦୀର୍ଘ ୩୨ ବର୍ଷ କାଳ ଧରି ସେବା ପ୍ରଦାନ କରିବା ପରେ ଶୁକ୍ରବାର ଦିନ ଭାରତୀୟ ନୌସେନାରେ ନିୟୋଜିତ ଜାହାଜ ଖୁକ୍ରିକୁ ଆନୁଷ୍ଠାନିକ ଭାବେ ସେବାରୁ ଅବ୍ୟାହତି ଦିଆଯାଇଛି। ସେବାରୁ ଅବ୍ୟାହତି ନେବାପରେ ଏହାକୁ ଡିୟୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହାକୁ ଏକ ପୂର୍ଣ୍ଣ ସଂଗ୍ରହାଳୟ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ କରୋନା ବାଣ୍ଟୁଛି ବିଜେପି : ଅଖିଳେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେପି ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢିଚାଲିଛି । ଆଜି ସପା ମୁଖ୍ୟ ଅଖିଳେଶ ଯାଦବ ବିଜେପି ଉପରେ କେତେକ ନୂଆ ଆରୋପ ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଯତ୍ନ ନେଇ ପରିବାରରେ ମହାଭାରତ; ସାନଭାଇର ମାଡରେ ବଡଭାଇଙ୍କ ମୃତ୍ୟୁ, ୩ ଆହତ

ଉମରକୋଟ: ଜନ୍ମଦାତ୍ରୀ ମା’ଙ୍କ ଯତ୍ନ ନେଇ ଗୋଟିଏ ପରିବାରରେ ମହାଭାରତ ସୃଷ୍ଟି ହୋଇଛି। ସାନଭାଇର ମାଡ଼ରେ ଭଡ଼ଭାଇଙ୍କ ମୃତ୍ୟୁ। ଏହି ଆକ୍ରମଣ ଘଟଣାରେ ‌ପରିବାରର ୩ ଜଣ ଆହତ ହୋଇଥିବା ଜଣାଯାଇଛି। ନବରଂଗପୁର ଜିଲ୍ଲା ଉମରକୋଟ ସହରର କୁସୁମଗୁଡ଼ସାହିର ଝୋରି ଗାରୋଡ଼ରେ ଏହି ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ସିମ୍ପାଞ୍ଜି ପ୍ରେମରେ ପଡ଼ିଥିବା ମହିଳାଙ୍କୁ ପ୍ରାଣୀ ଉଦ୍ୟାନ ଆସିବାକୁ ବାରଣ କରାଗଲା

ନୂଆଦିଲ୍ଲୀ: ବେଲଜିୟମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଏକ ସିମ୍ପାଞ୍ଜି ପ୍ରେମରେ ପଡ଼ି ଯାଇଥିଲେ। ଶେଷରେ ଦୁଇଜଣଙ୍କୁ ଅଲଗା କରିବା ପାଇଁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମହିଳାଙ୍କୁ ପ୍ରାଣୀ ଉଦ୍ୟାନ ଆସିବାକୁ ବାରଣ କରିଥିଲେ। ପ୍ରକାଶିତ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଝଗଡ଼ାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ; ଫୁଟିଲା ଗୁଳି, ୧୮ ଗିରଫ

ସୁନ୍ଦରଗଡ଼: ୨୭ ତାରିଖରେ ସୁନ୍ଦରଗଡ଼ ଟାଉନଥାନାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଫାଙ୍କା ଗୁଳିଚାଳନା, ହକି ଷ୍ଟିକ ଓ ଲୁହା ଛଡ଼ରେ ଆକ୍ରମଣ ହୋଇଥିଲା, ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

୧୨-୧୮ ବୟସ ଗୋଷ୍ଠୀ ପାଇଁ ରୁଷର ସ୍ପୁଟନିକ୍‌-ଏମ୍‌ ଟିକାକୁ ଭାରତ ଆଣିବାକୁ ଚେଷ୍ଟା କରୁଛି ଡକ୍ଟର ରେଡ୍ଡୀ ଲାବୋରେଟୋରି

ହାଇଦ୍ରାବାଦ: ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରି ଶୁକ୍ରବାର ଦିନ କହିଛି ଯେ ଦେଶର ୧୨-୧୮ ବର୍ଷ ବର୍ଗ ପାଇଁ ରୁଷର କୋଭିଡ୍‌-୧୯ ଟିକା ସ୍ପୁଟନିକ୍‌-ଏମ୍‌କୁ ଭାରତ ଆଣିବା ପାଇଁ ଭାରତୀୟ ଔଷଧ ନିୟାମକଙ୍କ ସହ ଆଲୋଚନା ଚଳାଇଛି। କମ୍ପାନି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...