Daily Archives

January 29, 2022

ଦକ୍ଷିଣ-ପୂର୍ବ ସମବାୟ ବ୍ୟାଙ୍କର ଦୁର୍ନୀତି ଅଭିଯୋଗ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ

ଜଟଣୀ: ଦକ୍ଷିଣ-ପୂର୍ବ ରେଳପଥ ସହ ସମ୍ପର୍କିତ ଅର୍ବାନ୍ ବ୍ୟାଙ୍କରେ ଆର୍ଥିକ ଦୁର୍ନୀତି ହୋଇଥିବା ନେଇ ରେଳ ଶ୍ରମିକ କଂଗ୍ରେସ ପକ୍ଷରୁ କେନ୍ଦ୍ରୀୟ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ ବୋଲି ଆଜି ରେଳ ଶ୍ରମିକ ସଂଗଠନର ସମ୍ପାଦକ ତଥା ଅର୍ବାନ୍ ବ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ପାଇଁ ବାପାଙ୍କୁ ମାରିଲା ପୁଅ, ପୁଅ ନାମରେ ମା’ ଦେଲେ ଏତଲା, ପୁଅ ଗିରଫ

ଗ୍ରେଟର୍ ନୋଏଡା: ଗୌତମବୁଦ୍ଧ ନଗର ଜିଲ୍ଲାର ଦାଦରି ଥାନାର ପୁଲିସ ଜଣେ ବୟସ୍କ ଲୋକଙ୍କ ହତ୍ୟା ଅଭିଯୋଗରେ ଶୁକ୍ରବାର ଦିନ ମୃତକଙ୍କ ପୁଅକୁ ଗିରଫ କରିଛି। ପୁଅ ହିଁ ସମ୍ପତ୍ତି ପାଇଁ ନିଜ ବାପାଙ୍କୁ ହତ୍ୟା କରିଛି ବୋଲି ଜଣାପଡିଛି। ପୁଲିସ ଅଭିଯୁକ୍ତ ଠାରୁ ହତ୍ୟାରେ ବ୍ୟବହାର କରାଯାଇ ଥିବା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଇତିହାସରେ ପ୍ରଥମ ଘଟଣା: କୋଟିଆ ପାଇଁ ତିନି ଦଳ ଏକାଠି; ଗୋଟିଏ ବ୍ୟାନରରେ ନବୀନ, ନିରଞ୍ଜନ, ସମୀର

ପଟାଙ୍ଗି : ଗୋଟିଏ ବ୍ୟାନରରେ ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ସମୀର ମହାନ୍ତିଙ୍କ ଫଟୋ। ରାଜ୍ୟ ରାଜନୀତିରେ ଏମିତି ଘଟଣା କେବେ ଦେଖିବାକୁ ମିଳି ନଥିଲା। ଆଗକୁ ବି ଦେଖିବା ସମ୍ଭାବନା କମ୍‌। ଦଳୀୟ ନୀତି ଓ ମତର ଉର୍ଦ୍ଧ୍ବକୁ ଯାଇ ଗୋଟିଏ ମଞ୍ଚରେ ବସିଲେ ବିଜେଡି, କଂଗ୍ରେସ ଓ…
ଅଧିକ ଖବର ଦେଖନ୍ତୁ...

ଭାରତ-ଇସ୍ରାଏଲ ସମ୍ପର୍କ ଆହୁରି ସୁଦୃଢ ହେବ

ନୂଆଦିଲ୍ଲୀ : ଭାରତ ଇସ୍ରାଏଲ ଦ୍ବିପାକ୍ଷିକ ସଂପର୍କ ଆଗକୁ ବଢିବା ପାଇଁ ଏବେ ସବୁଠାରୁ ଭଲ ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନା ହେବାର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରି…
ଅଧିକ ଖବର ଦେଖନ୍ତୁ...

ଶୀଘ୍ର ଟଙ୍କା ଆୟ କରିବାର ନିଶା ସଜାଇଲା ହତ୍ୟାକାରୀ, ସାଙ୍ଗକୁ ଡ଼ାକି ନେଇ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ଶୀଘ୍ର ଟଙ୍କା ଆୟ କରିବାର ନିଶା ସଜାଇଲା ହତ୍ୟାକାରୀ। ସାଙ୍ଗକୁ ଡ଼ାକି ନେଇ ହତ୍ୟା କଲା ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ଦିଲ୍ଲୀର ବୁରାରୀ ଅଞ୍ଚଳରେ। ଅଭିଯୁକ୍ତଜଣକ ବଲିଉଡ ଫିଲ୍ମ 'ଅପହରଣ' ଦେଖି ଏଭଳି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ପୁଲିସ ୨ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଇନଡୋର ଷ୍ଟାଡ଼ିୟମ ନିର୍ମାଣକୁ ନେଇ ତୁଟୁନି ଅଡ଼ୁଆ, ମାଟି ପରୀକ୍ଷାକୁ ଆମ୍ବାଗୁଡ଼ାବାସୀଙ୍କ ବିରୋଧ

ରାୟଗଡ଼ା: ରାୟଗଡ଼ା ବହୁମୂଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ଷ୍ଟାଡ଼ିୟମ ନିର୍ମାଣ ପାଇଁ ଆମ୍ବାଗୁଡ଼ା ହାଇସ୍କୁଲ ପଡ଼ିଆ ଚିହ୍ନଟ ହୋଇଥିବା ବେଳେ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ମୃର୍ତ୍ତିକା ପରୀକ୍ଷଣ ସମୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ।…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ : ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ ପୋଲ ନିଷିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଦେଶରେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର ଧରିଛି । ଏହା ମଧ୍ୟରେ ଆଜି ନିର୍ବାଚନ ଆୟୋଗ ଆସନ୍ତା ୭ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ପ୍ରକାରର ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲକୁ ନିଷିଦ୍ଧ କରିଛନ୍ତି । ନିର୍ବାଚନ ଆୟୋଗଙ୍କ…
ଅଧିକ ଖବର ଦେଖନ୍ତୁ...

ଏବେ ରାହୁଲ ଗାନ୍ଧିଙ୍କ ବିରୋଧରେ ଦାୟର ମାନହାନି ମୋକଦ୍ଦମାର ଶୁଣାଣି ହେବ ସବୁଦିନ

ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମାମଲାର ଶୁଣାଣି ଏଣିକି ସବୁଦିନ ହେବ। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଅଦାଲତ ଶନିବାର ଏହି ରାୟ ଦେଇଛନ୍ତି। ଅଦାଲତଙ୍କ ଅନୁସାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ(ଆରଏସଏସ୍)ର ଜଣେ…
ଅଧିକ ଖବର ଦେଖନ୍ତୁ...

ନିରୋଳାରେ ପାଖକୁ ଡାକି ଛାତ୍ରୀଙ୍କୁ ଚୁମ୍ବନ ଦେଉଥିବା ବେଳେ ଭିଡିଓ ରେକର୍ଡ କଲେ ଛାତ୍ର, ଗଲା ପ୍ରଧାନଶିକ୍ଷକଙ୍କ…

ବେଙ୍ଗାଲୁରୁ: ଛାତ୍ରୀଙ୍କୁ ଚୁମ୍ବନ ଦେବା ପଡ଼ିଲା ଭାରୀ। ବରଖାସ୍ତ କଲା ସ୍କୁଲ ପରିଚାଳନା କମିଟି। କର୍ଣ୍ଣାଟକର କୋଟେ ସହରରେ ଏହି ଘଟଣା ଘଟିଛି। ନିଜ ଚ୍ୟାମ୍ବରରେ ପ୍ରଧାନଶିକ୍ଷକ ଆର.ଏମ.ଅନୀଲକୁମାର ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେଉଥିବା ବେଳେ ଧରାପଡ଼ିଥିଲେ। ଏହି ଘଟଣା ପରେ ବେସରକାରୀ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ଭୋଟ ହାତେଇବା ପାଇଁ ୩୦୦୦ ଟଙ୍କିଆ ବ୍ୟାଙ୍କ ଚେକ୍‌ ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ !

ଗୋପ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଚାରର ଉଷ୍ଣତା ଜମିଗଲାଣି । ଭ‌ୋଟରମାନଙ୍କୁ ନିଜର କରିବା ପାଇଁ ନେତାମାନେ ଅଭି‌ନବ ଉପାୟ ଅବଲମ୍ବନ କରୁଛନ୍ତି। ଏବେ ମତଦାତାଙ୍କୁ ମିଠା ମିଠା କଥା କହି ନେତାମାନେ ନିଜର କରୁଛନ୍ତି। ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଟଙ୍କା…
ଅଧିକ ଖବର ଦେଖନ୍ତୁ...