Monthly Archives

March 2022

ଦାଖଲ ହୋଇନାହିଁ କୋଭିଡ୍ ଭତ୍ତା ବିନିଯୋଗ ପ୍ରମାଣପତ୍ର

ଖୋର୍ଦ୍ଧା: କୋଭିଡ୍ ମହାମାରୀ ସମୟରେ ସରକାର କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ର ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ଭତ୍ତା ଦେଇଥିଲେ । ଏହି ଭତ୍ତା ବଂଟନର ପ୍ରାୟ ୫ ମାସ ବିତିଯାଇଛି କିନ୍ତୁ ଏଯାଏଁ ଏହାର ବିନିଯୋଗ…
ଅଧିକ ଖବର ଦେଖନ୍ତୁ...

ପ୍ରମାଣ ବଣ୍ଟନ କାର୍ଯ୍ୟକ୍ରମରେ ବିଜେପି କାଉନ୍ସିଲରଙ୍କୁ ଧମକ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ ଶେଷ ହେଲା। ଆଜି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଥିଲା। ପୌର ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମକର୍ତା ଉପସ୍ଥିତ ରହିବା ସହ ଭାଜପା ଓ ଅନ୍ୟ ସ୍ୱାଧୀନ କାଉନ୍ସିଲରଙ୍କୁ ଧମକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କଲା ଲକ୍ଷ୍ନୌ

ମୁମ୍ବାଇ : ଆଇପିଏଲ ୨୦୨୨ର ୭ମ ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଚଳିତ ଆଇପିଏଲରେ ଏହା ହେଉଛି ଚେନ୍ନାଇର ଲଗାତାର ୨ୟ ପରାଜୟ । ଚେନ୍ନାଇ ଦ୍ବାରା ରଖାଯାଇଥିବା ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ୨୦ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ପରେ ସମସ୍ତ କରୋନା କଟକଣା ହଟାଇଲା ପଶ୍ଚିମବଙ୍ଗ

କୋଲକାତା: ଦେଶରେ କମିଛି କରୋନା ସଂକ୍ରମଣ। କିଛି ଦିନ ହେଲାଣି ସଂକ୍ରମଣ କମ ହେଉଥିବା ଦେଖି ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨ରୁ ମହାରାଷ୍ଟ୍ରରୁ ସମସ୍ତଙ୍କ କରୋନା କଟକଣା ହଟିବ ବୋଲି ଘୋଷଣା କରାଯାଇଥିବା ବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଆଉ ଏକ ସନ୍ତାନ ପାଇଁ ମନ ନକରିବାକୁ ସୈଫ୍‌ଙ୍କୁ ସୂଚାଇ ଦେଲେ କରୀନା

ମୁମ୍ବାଇ:  ଛୋଟା ନବାବ ସୈଫ୍‌ ଅଲ୍ଲୀ ଖାନ୍‌ ଓ ପତ୍ନୀ କରୀନା କପୁର ୨ଟି ପୁତ୍ର ସନ୍ତାନର ବାପାମାଆ ବନି ସାରିଛନ୍ତି। ସେ ଯେପରି ତାଙ୍କର ସିକ୍ସଟିଜ୍‌(୬୦ରୁ ୭୦ ବର୍ଷ ମଧ୍ୟରେ)ରେ ପୁଣି ଥରେ ବାପା ନବନନ୍ତି ସେଥିପାଇଁ ସତର୍କ କରାଇଛନ୍ତି କରୀନା। ନିକଟରେ ପତ୍ନୀ କରୀନା ଏକ ସାକ୍ଷାତ୍‌କାରରେ…
ଅଧିକ ଖବର ଦେଖନ୍ତୁ...

ଚୀନରେ କାମ ସାରିବା ପରେ ଏହି କାରଣ ପାଇଁ ଅଫିସରେ ଶୋଉଛନ୍ତି କର୍ମଚାରୀ, ମିଳୁଛି ୨୩ହଜାର ଟଙ୍କା

ନୂଆଦିଲ୍ଲୀ: ଚୀନରେ କାମ ସାରିବା ପରେ ଅଫିସରେ ଶୋଉଛନ୍ତି କର୍ମଚାରୀ। ସବୁଠାରୁ ବଡ଼ କଥା ହେଲା ଶୋଇବା ପାଇଁ କର୍ମଚାରୀଙ୍କୁ ମିଳୁଛି ଟଙ୍କା। ହଜାର କି ୨ହଜାର ନୁହେଁ, ପ୍ରତି କର୍ମଚାରୀଙ୍କୁ ୨୩ହଜାର ଟଙ୍କା ଲେଖାଏଁ ମିଳୁଥିବା ଜଣାପଡ଼ିଛି। ତେବେ ଏହା ପଛରେ ରହିଛି ବଡ଼ କାରଣ। ଚୀନରେ ଏବେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା ମାମଲା: ଜେଲ ଗଲେ ଆଉ ୪, ଗୁଳି ମାରିଥିବା ଆସାମୀ ଫେରାର୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳି କରି ହତ୍ୟା ମାମଲାରେ ଗୁରୁବାର ଆଉ ୪ ଜଣକୁ ବେଲପଡା ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଲୋକନାଥଙ୍କୁ ହତ୍ୟା କରିବା ପାଇଁ ୨ ମାସ ପୂର୍ବରୁ ଯୋଜନା…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର‌ ପୌରପାଳିକା କନିଷ୍ଠ ସହାୟକ ନିଲମ୍ବିତ

ଆନନ୍ଦପୁର: ଭିଜିଲାନ୍ସ ତଦନ୍ତ ପରେ କେନ୍ଦୁଝର ଜିଲ୍ଳା ଆନନ୍ଦପୁର ପୌରପାଳିକାର କନିଷ୍ଠ ସହାୟକ କମଳାକାନ୍ତ ଦୀକ୍ଷିତଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଏକ କାମ ପାଇଁ ମୁନିସିପାଲିଟି କାର୍ଯ୍ୟାଳୟକୁ ବାରମ୍ଵାର ଦୌଡ଼ି…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜୀ ସରକାର ଆମକୁ ଧୋକା ଦେଇଛନ୍ତି: ମୌଲାନା

କୋଲକାତା: ବୀରଭୂମି ହିଂସା ପରେ ପଶ୍ଚିମବଙ୍ଗର ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଆଡୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବୀରଭୂମି ହିଂସା ନେଇ ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳ ତ ମମତା ବାନାର୍ଜୀଙ୍କ ବିରୋଧରେ ଥିଲେ ଏବେ ମୁସଲମାନମାନଙ୍କ ଏକ ଅଂଶ ବି ମମତାଙ୍କ ବିରୋଧୀ ହୋଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେବିନି, ଶେଷ ବଲ ପର୍ଯ୍ୟନ୍ତ ଖେଳିବି : ଇମ୍ରାନ

ଇସଲାମାବାଦ : ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ପାକିସ୍ତାନବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଇସ୍ତଫା ଦେବାକୁ ତାଙ୍କ ଉପରେ ଦେଶ ମଧ୍ୟରୁ ଓ ଦେଶ ବାହାରୁ ପ୍ରବଳ ଚାପ ପଡ଼ୁଛି । କିନ୍ତୁ ସେ ମୁଣ୍ଡ…
ଅଧିକ ଖବର ଦେଖନ୍ତୁ...