Monthly Archives

March 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ବୃଷ: ରାଜନେତାଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଜିନିଷ କିଣିବା ବେଳେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପରୁ ଉଠାଇ ନେଲା ପୁଲିସ୍‌, ଜେଲ୍‌ରେ କଟିଲା ଦମ୍ପତିଙ୍କ ଚଉଠି

ନୂଆଦିଲ୍ଲୀ: ଏକ ଦମ୍ପତିଙ୍କ ବିବାହ ଦିନରେ କିଛି ଏପରି ଘଟିଲା ଯାହା ଫଳରେ  ବର-କନ୍ୟାଙ୍କୁ ଚଉଠି ଜେଲ୍‌ରେ କାଟିବାକୁ ପଡ଼ିଲା। ଜେଲ୍‌ରେ ସେମାନଙ୍କ ସହ ବରର ଜଣେ ବନ୍ଧୁ ମଧ୍ୟ ଥିଲେ। ଜାଣିବାକୁ ମିଳିଛି ବିବାହ ଦିନରେ କନ୍ୟା ଜଣକ ନିଜ ମାଆ ଉପରେ ଆକ୍ରମଣ କରିବାରୁ ତାଙ୍କ ବିରୋଧରେ ଏକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଲକ୍ଷ୍ନୌ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ :  ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୭ମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୨୧୦ ରନ…
ଅଧିକ ଖବର ଦେଖନ୍ତୁ...

ରମଜାନରେ ଇଫ୍‌ତାର ଦାଓ୍ଵତ ଦେବ ଆରଏସଏସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ (ଆରଏସଏସ) ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ରମଜାନର ପୂରା ମାସରେ ଇଫ୍‌ତାର ଦାଓ୍ଵତ ଦେବାକୁ ଘୋଷଣା କରିଛି। ଆରଏସଏସ ସହିତ ଜଡିତ ସଙ୍ଗଠନ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମଆରଏମ) ଏହି ଇଫ୍‌ତାର ଦାଓ୍ଵତ ଦେବ। ଏମଆରଏମ ରମଜାନର ପ୍ରାରମ୍ଭିକ ୨୦ ଦିନରେ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ଯା କରି ପୋତି ଦେଇଥିବା ସନ୍ଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ତମିଆଁ ଗ୍ରାମର ଜଣେ ବ୍ୟକ୍ତି ସୋମବାର ଦିନ ଠାରୁ ନିଖୋଜ ଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ବ୍ୟକ୍ତିର ମୃତଦେହ ଗୁରୁବାର ତମିଆଁ ଏକ ନାଳରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କଲା ଓସିପିଏଲ୍

ଭୁବନେଶ୍ବର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ :  ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ । ଆସନ୍ତା କାଲିଠାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ଲୋକମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ । ସେଗୁଡ଼ିକ ମଧ୍ୟରେ ରହିଛି ଔଷଧ, ସିଏନଜି, ପାଇପ ଏଲପିଜି ଗ୍ୟାସ, ସିମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ସମୁଦ୍ର ଢେଉରେ ଭାସି ଆସିଲା ଏଲିୟନ ପରି ଜୀବ

କାନବେରା: ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ଏଲିୟନ ପରି ଏକ ଜୀବ ମିଳିଛି। ବଡ ପଞ୍ଝା,ଖପୁରୀ, ନମନୀୟ ଶରୀର ଓ ବଡ ଲାଙ୍ଗୁଳ ଥିବା ଏହି ଜୀବ ଏଲିୟନ ପରି ଦେଖାଯାଉଛି। ପ୍ରଥମରୁ ଏହି ଜୀବ ରହସ୍ୟଜନକ ଜଣା ପଡୁଥିଲା। ତେବେ ଏବେ ବୈଜ୍ଞାନିକମାନେ ଏହାର ନାମ ବ୍ରଶ୍ଟେଲ୍ ପାସମ୍ ବୋଲି କହୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାତିରେ ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା ଯୁବକଙ୍କୁ ରିଟେଲ୍‌ ବ୍ୟବସାୟୀ ଦେଲେ ଅଢ଼େଇ ଲକ୍ଷ ଟଙ୍କାର ଚେକ୍‌

ନୋଇଡ଼ା: ଜଣେ ୧୯ ବର୍ଷିୟ ତରୁଣ ରାତି ଅଧରେ ନୋଇଡ଼ାର ଗୋଟାଏ ରାସ୍ତାରେ ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ପ୍ରଦୀପ ମେହରା ନାମକ ଏହି ଯୁବକଙ୍କ ଭିଡିଓ ଭାଇରାଲ୍‌ ହେବା ପରେ କେହି କେହି ତାଙ୍କୁ ଆର୍ଥିକ ସମର୍ଥନର…
ଅଧିକ ଖବର ଦେଖନ୍ତୁ...

୨୦୨୧-୨୨ ଆର୍ଥିକ ବର୍ଷରେ ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥିମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି…
ଅଧିକ ଖବର ଦେଖନ୍ତୁ...