Monthly Archives

April 2022

୧୫୧ ବିଏସଏଫ କ୍ୟାମ୍ପରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୧ ୟୁନିଟ ସଂଗ୍ରହ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡାସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କମାଣ୍ଡେଣ୍ଟ ଅଜୟ କୁମାର ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ବିଏସଏଫ ଯବାନ ରକ୍ତଦାନ କରିଥିଲେ। କୋରାପୁଟ ସ୍ଥିତ ସହିଦ୍…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଆଦି ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ ଉକ୍ତ ଗ୍ରାମର ଗୁରେଖ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାଇରଙ୍ଗପୁର: ଗମ୍ଭାରିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ ନିକଟସ୍ଥ ଗୋଲକାରୀ ଜଙ୍ଗଲରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗମ୍ଭାରିଆ କଲୋନୀ ସାହିର ବଂଶୀ ପାତ୍ର।…
ଅଧିକ ଖବର ଦେଖନ୍ତୁ...

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି, ଜୁନ ପହିଲାରୁ ଲାଗୁ ହେବ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲାରୁ ଲାଗୁ ହେବ । ଏଥିରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ । ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇର ପ୍ରଥମ ବିଜୟ, ରାଜସ୍ଥାନକୁ ୫ ଓ୍ବିକେଟରେ ହରାଇଲା

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୪ତମ ମ୍ୟାଚରେ ରାଜସ୍ଥାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ । ଏହା ଚଳିତ ଆଇପିଏଲରେ ମୁମ୍ବାଇର ପ୍ରଥମ ବିଜୟ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୫୯ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

୩୦ ବର୍ଷ ବୟସରେ ୫୭ ପିଲାଙ୍କ ବାପା ! ଜାଣନ୍ତୁ ଜଣେ ନିଆରା ‘ସ୍ପର୍ମ ଡୋନର୍’ଙ୍କ ପୂରା କାହାଣୀ

କାଲିଫର୍ଣ୍ଣିଆ: ଜଣେ ଯୁବକଙ୍କ ଦାବି କରନ୍ତି କି ସେ ୪୭ ଜଣ ସନ୍ତାନଙ୍କ ବାପା! ପୁଣି ଯୁବକଙ୍କ ବୟସ ମାତ୍ର ୩୦ ବର୍ଷ!!  ଖୁବ୍ ଶୀଘ୍ର ତାଙ୍କର ଆହୁରି ୧୦ ପିଲା ଜନ୍ମ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକୃତରେ ସେ ହେଉଛନ୍ତି ଜଣେ ସ୍ପର୍ମ ଡୋନର ବା ବୀର୍ଯ୍ୟଦାତା।  ଆପଣ ସ୍ପର୍ମ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ବିବାଦରୁ ଦେସାହିରେ ରକ୍ତାକ୍ତ ସଂଘର୍ଷ ୧ ମୃତ ୨ ଗୁରୁତର

ଆଳି:ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଆଳିଥାନା ଦେସାହି ଗ୍ରାମରେ ଶନିବାର ଅପରାହ୍ନରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଫଳରେ ଗୋଟିଏ ପରିବାରର ବିପିନ ମଲିକ(୪୩)ଙ୍କ ମୃତ୍ୟୁ ଘଟିଥିବା ବେଳେ ନାରାୟଣ ମଲିକ ଓ ସୁଧିର ମଲିକ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଲ ନୋଟ ଉଦ୍ଧାର ମାମଲା: ଅଭିଯୁକ୍ତ ଜେଲ୍‌ ଗଲା

ପାଟଣାଗଡ଼: ଜାଲ ନୋଟ ଉଦ୍ଧାର ମାମଲାରେ ଅଟକ ଥିବା ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ପଞ୍ଚାୟତ ଡୁମେରପଦର ଗାଁର ରୋହିତ ଦାସ (୧୯ବର୍ଷ) ଶନିବାର ଜେଲ୍‌ ଯାଇଥିବା ସୂଚନା ମିଳିଛି। ପୁଲିସର ସୂଚନା ଅନୁଯାୟୀ, ରୋହିତ ଶୁକବ୍ରାର ସଉଦା କିଣିବା ପାଇଁ ଦୀପକ ତେଜରାତି ଦୋକାନକୁ ଯାଇଥିଲା। ସେଠାରେ…
ଅଧିକ ଖବର ଦେଖନ୍ତୁ...

ଫୁଲର ପର୍ବ ‘ଫୁଲ ଭାଙ୍ଗୁଣି’ : ଗଛରେ ନୂଆ ପତ୍ର,ଫୁଲ କଁଅଳିଲେ ନାଚଗୀତରେ ମସଗୁଲ ହୁଅନ୍ତି ଯୁବକଯୁବତୀ

ସାନ୍ତାଳ ଜନଜାତି‌ର କିଛି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ସେମାନେ ନୂଆ ପତ୍ର ଫୁଲ କଁଅଳିଲେ ବାହା ପରବ ପାଳନ କରିଥାନ୍ତି। ଏହି ପର୍ବକୁ ସାନ୍ତାଳୀ ଓ ହୋ ସଂପ୍ରଦାୟ ସମେତ ଆଉ କିଛି ଜନଜାତି ମଧ୍ୟ ପାଳିଥାନ୍ତି। ପ୍ରତିବର୍ଷ ବାହା ପରବ ନ ହେବାଯାଏ କୌଣସି ନୂଆପତ୍ର ଓ ଫୁଲର ବ୍ୟବହାର ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ମାନହାନୀ ମକଦ୍ଦମା କରିଥିବା ବ୍ୟକ୍ତି ରାହୁଲ ଗାନ୍ଧିଙ୍କୁ ଦେଲେ ୧୫୦୦ଟଙ୍କା

ଥାନେ: ମାନହାନୀ ମକଦ୍ଦମା କରିଥିବା ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଲେ ୧୫୦୦ଟଙ୍କା ଜରିମାନା। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭୀୱାଣ୍ଡିରେ ଥିବା ଏକ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ବ୍ୟକ୍ତି ରାହୁଲଙ୍କୁ ଜରିମାନା ଦେଇଥିବା ଜଣାପଡ଼ିଛି। ଦୁଇ ଦୁଇ ଥର ଶୁଣାଣି ସ୍ଥଗିତ ରଖିବାକୁ…
ଅଧିକ ଖବର ଦେଖନ୍ତୁ...