Monthly Archives

May 2022

କ୍ଲିନିକରୁ ନବଜାତ ଶିଶୁ ପୁତ୍ର ନିଖୋଜ ଘଟଣା: ଥାନାରେ ରୁଜୁ ହେବ ମାମଲା, ସିଡିଏମଓଙ୍କୁ ତଦନ୍ତ ନିର୍ଦେଶ

ରାୟଗଡ଼ା: କ୍ଲିନିକ‌ରୁ ନବଜାତ ଶିଶୁପୁତ୍ର ନିଖୋଜ ଘଟଣା ପଦାକୁ ଆସିବାର ଦୁଇଦିନ ପରେ ବି କୌଣସି ସଠିକ୍ ତଥ୍ୟ ପାଇପାରୁନି ତଦନ୍ତକାରୀ ଟିମ୍। ଏଏନ୍ଏମ୍-କ୍ଲିନିକ୍ କର୍ତ୍ତୃପକ୍ଷଙ୍କୁ ମୁହାଁମୁହିଁ ଜେରା ପରେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଶିଶୁ ପୁତ୍ର ଜୀବିତ ନା ମୃତ ସେ ନେଇ…
ଅଧିକ ଖବର ଦେଖନ୍ତୁ...

ଚନ୍ଦକା ବିସ୍ଥାପିତଙ୍କୁ ନେଇ ଧାରଣାରେ ବସିଲେ ଜଟଣୀ ବିଧାୟକ

ଖୋର୍ଦ୍ଧା: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଘୋଷିତ ହେବା ବେଳେ ଏହା ମଧ୍ୟରେ ବେହେଣ୍ଟା ସାହିରେ ଥିବା ଶତାଧିକ ପରିବାରକୁ ୧୯୯୪ରେ ବିସ୍ଥାପିତ କରାଯାଇ ଜଟଣୀ ନିକଟ ଦାରୁଠେଙ୍ଗ ପଞ୍ଚାୟତର କୃଷ୍ଣନଗର ଠାରେ ଥଇଥାନା କରାଯାଇଥିଲା। କିନ୍ତୁ ଦୀର୍ଘ ୨୮ ବର୍ଷ ପରେ ମଧ୍ୟ ସେମାନଙ୍କୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମଙ୍କିପକ୍ସକୁ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ମଙ୍କିପକ୍ସ ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି । ଭାରତରେ ଏପର୍ଯ୍ୟନ୍ତ (ମେ ୩୧ ସୁଦ୍ଧା)  ମଙ୍କିପକ୍ସର କୌଣସି ମାମଲା ଚିହ୍ନଟ ହୋଇନଥିଲେ ବି ତାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହି ରୋଗ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଏଣିକି ବିଧାୟକ ପାଣ୍ଠି ଭାବରେ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ଉତ୍ତରପ୍ରଦେଶର ବିଧାୟକ

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭାରେ ଆଲୋଚନା ପରେ ବଜେଟ୍ ଅନୁମୋଦନ କରାଯାଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ବିଧାୟକମାନେ ବର୍ତ୍ତମାନ ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହେବେ। ପୂର୍ବରୁ ଏହା ମାତ୍ର…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ଅମାବାସ୍ୟା ଦିନେ ପରେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ

ହରଭଙ୍ଗା: ସୋମବାର ଦିନ ସ୍ୱାମୀଙ୍କ ଆୟୁ କାମାନା କରି ଉପାସରେ ସାବିତ୍ରୀ ବ୍ରତ ପାଳନ କରିଥିବା ପତ୍ନୀ ତହିଁ ପରଦିନ ସେହି ମଦ୍ୟପ ସ୍ୱାମୀ ହାତରେ ଗୁଳିଖାଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଇଭେଣ୍ଟ ପାଇଁ ବିବେକ ଅଗ୍ନିହୋତ୍ରୀଙ୍କୁ ଅତିଥି ଭାବେ ଡାକି ତାରିଖ ବଦଳାଇଲା ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ବ୍ରିଟେନରେ ହଟହଟା ହେଲେ 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ଇଭେଣ୍ଟକୁ ତାଙ୍କୁ ଅତିଥି ଭାବେ ଡକାଯାଇଥିଲା। ହେଲେ ଇଭେଣ୍ଟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ବିବେକ ଅଗ୍ନିହୋତ୍ରୀ ଅତିଥି ହୋଇପାରିବେ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସଂପନ୍ନ, ଇଭିଏମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରଜରାଜନଗର/ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ସଂପନ୍ନ ହୋଇଛି। ସକାଳ ୭ ଟାରେ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ସିଲ ହୋଇ ଯାଇଛି। ଶେଷ ର‌ିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଖିୁବ ଶୀଘ୍ର ଆସିବ ଜନସଂଖ୍ୟା ନିୟନ୍ତ୍ରଣ ଆଇନ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବେ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏକଥା କହିଛନ୍ତି । ଏ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଉପନିର୍ବାଚନ ଦାୟିତ୍ଵରେ ଥିବା ଆଉ ଜଣେ କର୍ମଚାରୀ ତ୍ରିଲୋଚନ ମହାନ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ଚିକିତ୍ସାଧୀନ ଗୁଳିବିଦ୍ଧ ଭାଲୁ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଗୁଳିବିଦ୍ଧ ଅଣ୍ଡିରା ଦେଶୀ ଭାଲୁର ଅପରାହ୍ନରେ ମୃତ୍ୟୁ ହୋଇଛି। ପ୍ରାୟ ୫ ବର୍ଷ ବୟସର ଭାଲୁଟିକୁ ଚଳତ ମାସ ୪ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ଆହାତ ଅବସ୍ଥାରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...