Daily Archives

May 1, 2022

ସିପିଆଇ ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ ଓ ସଭା

ଭଦ୍ରକ: ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ବଂଦ କରିବା, ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟ ମିଳିବା, ଶ୍ରମିକମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଆଦି ଦାବି ନେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ସିପିଆଇ(ଏମ) ପକ୍ଷରୁ ପାର୍ଟି…
ଅଧିକ ଖବର ଦେଖନ୍ତୁ...

ମେ’ ୨ରେ ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ସୁନ୍ଦରଗଡ଼, ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନ ଠାରେ ସକାଳ ୯ ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆୟୋଜିତ ହେବ । ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଟ୍ରାଫିକ୍ ନିୟମ କଡ଼ାକଡ଼ି; ଗାଡ଼ି ଚାଳକଙ୍କୁ ନଜର ରଖିବ ସିସିଟିଭି କ୍ୟାମେରା

ସୁନ୍ଦରଗଡ଼, ଆଜି ଠାରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ୱୟଂଚାଳିତ ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ଯାଇଥିବା ରାଜ୍ୟ ରାଜପଥ, ଜାତୀୟ ରାଜପଥ ଓ…
ଅଧିକ ଖବର ଦେଖନ୍ତୁ...

ଏହି ୨ ଅଭିନେତ୍ରୀଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହାନ୍ତି ତାରେ ଜମିନ୍ ପରର ଅଭିନେତା ଦର୍ଶୀଲ

ମୁମ୍ବାଇ: ଅଭିନେତା ଦର୍ଶୀଲ ସଫାରି ଫିଲ୍ମ 'ତାରେ ଜମିନ୍ ପର' ଜରିଆରେ ବଲିଉଡରେ ପାଦ ଦେଇଥିଲେ। ଫିଲ୍ମଟି ରିଲିଜ୍ ପରେ ଦର୍ଶୀଲଙ୍କ ଇଶାନ ଅବସ୍ତି ଚରିତ୍ରଟି ଏକ ଅଲିଭା ଛାପ ଛାଡ଼ିଥିଲା। ଅଭିନେତା ଅମୀର ଖାନଙ୍କ ସହ ଦର୍ଶୀଲଙ୍କ ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା। ଏହି ଚଳଚ୍ଚିତ୍ର ୨୦୦୭…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଗିରଫ ମାମଲା: ମେ’ ୨ ତାରିଖରେ ବିଜେପିର ‌୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ବିଜେପି ମେ’ ୨ ତାରିଖ (ସୋମବାର) ଦେବଗଡ଼ ବନ୍ଦ ଡାକରା ଦେଇଛି। ବିଜେପିର ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ବନ୍ଦ ଡାକରା ନେଇ ସୂଚନା ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଲୁଟ୍‌: ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ସନ୍ଦେହ, ଡମ୍ପ ସିଡ଼ିଆର ଆଧାରାରେ ହେବ ତଦନ୍ତ

ବାଲିଅନ୍ତା: ସ୍ଥାନୀୟ ଅଞ୍ଚଳରେ ଘନଘନ ମନ୍ଦିର ଲୁଟ ଘଟଣା କମିସନରେଟ ପୁଲିସ ଆଖିରୁ ନଦ ହଜାଇ ଦେଇଛି। ଲୁଟେରା ଐତିହ୍ୟ  ମନ୍ଦିରକୁ ଟାର୍ଗେଟ କରି ଅଷ୍ଟଧାତୁ ମୂର୍ତ୍ତି କଳାକନା ବୁଲାଉଥିବାରୁ ଏହା କୌଣସି ସାଧାରଣ ଲୁଟେରା ଗ୍ୟାଙ୍ଗ ନୁହେଁ ଏଥିରେ ଆନ୍ତଃରାଜ୍ୟ ପେସାଦାର ଲୁଟେରା ଗ୍ୟାଙ୍ଗ…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ମିଳୁଛି ସୁଯୋଗ; ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିଥିଲେ ଧୋନି, ହେଲେ ୨ବର୍ଷ ପରେ ପୁଣି ମିଳିଥିଲା ଦାୟିତ୍ବ

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି। କ୍ରିକେଟର ରବୀନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରି ଯାଇଥିବା ବେଳେ ଧୋନିଙ୍କୁ ଅଧିନାୟକ ପଦକୁ ଫେରିବା ପାଇଁ ଅନୁରୋଧ କରିଥିଲେ। ସେ ଖେଳ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ବିଧାୟକଙ୍କୁ ଗିରଫ ଘଟଣା: ଦୃଢ଼ ନିନ୍ଦା କଲେ ଧର୍ମେନ୍ଦ୍ର-ଅପରାଜିତା

ଭୁବନେଶ୍ବର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୃଢ଼ ନିନ୍ଦା କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍‌ କରି କହିଛନ୍ତି, ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରକ୍ରିୟାକୁ ମୁଁ ଦୃଢ଼…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଗୁଳିକାଣ୍ଡ: ଅଭିଯୁକ୍ତଙ୍କୁ ଧରିବା ଦାବି, ଥାନା ଆଗରେ ମହିଳାଙ୍କ ଧାରଣା

ସୁନ୍ଦରଗଡ଼, ଏକ ଲୋମହର୍ଷକ ଘଟଣାକ୍ରମେ, ଗତ ଏପ୍ରିଲ ୨୯ ତାରିଖ ରାତିରେ ସୁନ୍ଦରଗଡ଼ ଟାଉନ ଥାନା ପିଏସଆର ସିନେମା ହଲ୍ ନିକଟରେ ମହନ୍ତିଆପଡାର ମୁରାରୀ ତନ୍ତୀ ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି। ଅଭିଯୁକ୍ତମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୨୦୩ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ନିଜର ଦମ ଦେଖାଇଛି । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ କରିବା ସହ ହାଇଦ୍ରାବାଦ ଆଗରେ ୨୦୩ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ମ୍ୟାଚରେ ହାଇଦ୍ରାବାଦ…
ଅଧିକ ଖବର ଦେଖନ୍ତୁ...