Daily Archives

May 1, 2022

ପାକିସ୍ତାନର ଆର୍ଥିକ ସଙ୍କଟ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଙ୍କଟ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରାୟ ଆଠ ବିଲିୟନ ଡଲାରର ଏକ ବଡ ପ୍ୟାକେଜ୍ ଦେବାକୁ ସାଉଦି ଆରବ ରାଜି ହୋଇଥିବା ଜଣାପଡ଼ିଛି। ଏହି ପ୍ୟାକେଜ୍ ପାକିସ୍ତାନର ହ୍ରାସ ପାଉଥିବା ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ୍‌ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ଼: ଗୋବିନ୍ଦପୁର ସିଆରପିଏଫ୍‌ କ୍ୟାମ୍ପରୁ ଆଜି ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ସୁବେଶ କୁମାର ସିଂ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ସୁବେଶ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଫିଲ୍ମ ‘୧୯୨୦: ଦ ହରର୍ସ ଅଫ୍ ଦ ହାର୍ଟ’ର ନାୟିକା ସାଜି‌ବେ ଅଭିନେତ୍ରୀ ଅବିକା ଗୋର୍

ମୁମ୍ବାଇ: ବିକ୍ରମ ଭଟ୍ଟଙ୍କ ନୂଆ ସିନେମା ‘୧୯୨୦ : ଦ ହରର୍ସ ଅଫ୍ ଦ ହାର୍ଟ’ର ନାୟିକା ସାଜି‌ବେ ଅବିକା ଗୋର। ବଲିଉଡ୍‌ରେ ହରର୍ ଫିଲ୍ମର ଚାହିଦା ଅଧିକ। ୨୦୦୮ରେ ତିଆରି ହେଇଥିବା ହରର୍‌ ଫିଲ୍ମ ‘୧୯୨୦’ ଆଶାଜନକ ବ୍ୟବସାୟିକ ସଫଳତା ପାଇଥିଲା। ଏଥିରେ ରଜନୀଶ ଦୁଗଲ୍ ଓ ଅଦା ଶର୍ମା ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଲାଉଡସ୍ପିକର ଆବିଷ୍କୃତ ହେବା ପୂର୍ବରୁ କ’ଣ ଦେଶରେ ଭଗବାନ ନଥିଲେ? ଟ୍ବିଟ କରି ଏଭଳି ପ୍ରଶ୍ନ କଲେ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ ବିଭିନ୍ନ ମନ୍ଦିର ବା ମସଜିଦ ବାହାରେ ଲାଉଡସ୍ପିକର ଲଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏହା ଉପରେ ନିଜର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀକୁ ୬ ରନରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୬ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୯୬ ରନର ପିଛା କରିବାକୁ ଯାଇ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ ରନ କରିପାରିଥିଲା…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ଘଟଣା: ଦଳୀୟ କର୍ମୀଙ୍କ ଥାନା ଘେରାଉ

ଦେବଗଡ଼: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଛନ୍ତି। ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ କାରଣରୁ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି: ତାରା

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ନିଜେ ତାରାବାହିନୀ ପତି ଏହା  କହିଛନ୍ତି। ତାରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି। ପିସିସି ସଭାପତି ପଦ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ପ୍ରେମଭରା ଟ୍ବିଟ୍: ଲେଖିଲେ; ଭଗବାନକୁ ଧନ୍ୟବାଦ…

ମୁମ୍ବାଇ: ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ପ୍ରେମଭରା ଟ୍ବିଟ୍। ନିଆରା ଢ଼ଙ୍ଗରେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ଅନୁଷ୍କା ଶର୍ମାଙ୍କ ଜନ୍ମଦିନରେ କିଛି ଫଟୋ ସେୟାର କରି ବିରାଟ ଲେଖିଥିବା କିଛି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ହେଲେ ସିଆଇଏର ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ

ଓ୍ବାସିଂଟନ :  ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସି ସିଆଇଏର  ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ନିଯୁକ୍ତ ହୋଇଛନ୍ତି । ସେ ହେଉଛନ୍ତି ନନ୍ଦ ମୁଲଚନ୍ଦାନି । ଏ ସମ୍ପର୍କରେ ସିଆଇଏର ନିର୍ଦ୍ଦେଶକ ଓ୍ବିଲିୟମ ବର୍ନସ ଘୋଷଣା କରିଛନ୍ତି । ଏ…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ କୋର୍ଟକୁ ସ୍ଥାନାନ୍ତର ସମୟରେ ଅସୁସ୍ଥ ହୋଇପଡ଼ିଲେ ଦେବଗଡ଼ ବିଧାୟକ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଭୁବନେଶ୍ବରରେ ଗିରଫ ହେବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ସେ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...