Daily Archives

May 2, 2022

ସଡ଼କ ଦୁର୍ଘଟଣାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ନଳାଙ୍ଗ : କଲେଇ ପଂଚାୟତର କଲେଇ ଗ୍ରାମରର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ୍ ପ୍ରଧାନ ସୋନୁଙ୍କର ୨୪ ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର। ଏଥି ସହ ସେ ସମାଜସେବାରେ ଜଡ଼ିତ ଥିଲେ।ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ଦେଖି ଭୟ କାହିଁକି ?

ଜୟପୁର : ଦୀର୍ଘ ୪ବର୍ଷ ପରେ ଆଜି ଜୟପୁର ପୌରପରିଷଦର ପ୍ରଥମ ଉନ୍ନୟନ ବୈଠକ ହୋଇଥିଲା। ତେବେ ବୈଠକରେ ଯୋଗ ଦେବା ପାଇଁ ନିଜେ ପୌରନିର୍ବାହୀ ଅଧିକାରୀ ୱାଟସଅଫ୍ ଗ୍ରୁପ ମାଧ୍ୟମରେ ଅନୁରୋଧ କରିଥିଲେ। ତେବେ ପୌରଅଧ୍ୟକ୍ଷ ବୈଠକ ଆରମ୍ଭ ପର ଠାରୁ ଗଣମାଧ୍ୟମକୁ ବୈଠକରୁ ଦୁରେଇ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ଧକ୍କା ହେବା ପରେ ଜଳିଗଲା ଟ୍ରକ

ଆନନ୍ଦପୁର : ଘସିପୁରା ଥାନା ‌୨୦ ନମ୍ବର ଜାତୀୟ ରାଜପଥ ତାଳଗାଁ ନିକଟରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ନିୟମିତ ଭାବେ ଜିତି ଆସୁଥିବା ବିଧାୟକଙ୍କୁ ପିସିସି ସଭାପତି ଦିଆଯାଉ : ତାରା 

ଜୟପୁର :  ୪ରୁ ୫ଥର ହାରୁଥିବା ବିଧାୟକ ପ୍ରାର୍ଥୀଙ୍କୁ ପିସିସି ସଭାପତି ପଦବୀ ଦେବା ବଦଳରେ କଂଗ୍ରେସର ସମ୍ମାନକୁ ରକ୍ଷା କରି ନିୟମିତ ଭାବେ ଜିତି ଆସୁଥିବା ବିଧାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସଭାପତି ପଦବୀ ଦିଆଯାଉ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଲା କୋଲକାତା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ ରାଜସ୍ଥାନକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୫୩ରନର ଲକ୍ଷ୍ୟକୁ କୋଲକାତା ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । କୋଲକାତା ପକ୍ଷରୁ ନିତିଶ…
ଅଧିକ ଖବର ଦେଖନ୍ତୁ...

ଲାକ୍ଷାଦ୍ୱୀପରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ମାଂସକୁ ବାଦ; କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମ…

ନୂଆଦିଲ୍ଲୀ: ଦୁଗ୍ଧ ଫାର୍ମ ବନ୍ଦ କରିବା ଏବଂ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରୁ ଚିକେନ୍‌ ସମେତ ମାଂସ ଉତ୍ପାଦ ହଟାଇବା ପାଇଁ ଲାକ୍ଷାଦ୍ୱୀପ ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ ସୁପ୍ରିମ କୋର୍ଟ ସୋମବାର କେନ୍ଦ୍ର ଏବଂ ଅନ୍ୟ ପ୍ରତିପକ୍ଷମାନଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକର ପାଲଟିଗଲେ କୁଖ୍ୟାତ କଏଦୀ

ମେରଠ: ୧୧ ବର୍ଷ ଧରି ଜେଲରେ ରହିବା ପରେ ପ୍ରାୟଶ୍ଚିତ ପାଇଁ ହୋଇଗଲେ ଚିତ୍ରକର | ଉତ୍ତରପ୍ରଦେଶ ମେରଠର ଚୌଧୁରୀ ଚରଣ ସିଂ ଜିଲ୍ଲା ଜେଲରେ ରହୁଥିବା ଜଣେ କଏଦୀଙ୍କ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଯିଏ କି ଏବେ ନିଜ ତୁଳିରେ ଜେଲ କାନ୍ଥକୁ ଭଳିକି ଭଳି ଚିତ୍ରରେ ଆଙ୍କିଦେଇଛନ୍ତି | ୧୧ ବର୍ଷ…
ଅଧିକ ଖବର ଦେଖନ୍ତୁ...

‘ମୂଷା କାମୁଡ଼ିବା’ ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୟୁପି ମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କୁ ସୋମବାର ସକାଳେ ଏକ ମୂଷା କାମୁଡ଼ି ଦେବାପରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ମନ୍ତ୍ରୀ ଯାଦବ ଏବେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

୯୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏମଭି-୧୮ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ମଟର ସାଇକେଲରେ ତିନି ଜଣ ଅତି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜୁବିନଙ୍କ ଗୀତରେ ଝୁମିଲା ଏନ୍‌ଆଇଟି

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି)ରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ନୃତ୍ୟ-ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ସେଲିବ୍ରିଟି ନାଇଟ୍‌’। ପ୍ରଖ୍ୟାତ ବଲିଉଡ୍‌ ଗାୟକ ଜୁବିନ ନୌଟିଆଲଙ୍କ ଗୀତର ଯାଦୁରେ ମତୁଆଲା ହୋଇଥିଲେ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...