Daily Archives

May 2, 2022

କେବେ ଦୂର ହେବ ଜିଲ୍ଲାରେ ଜଳ କଷ୍ଟ ? ଘୁଞ୍ଚି ଘୁଞ୍ଚି ଯାଉଛି ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

କୋରାପୁଟ : ଆର୍ଥିକ ବର୍ଷ ପରେ ଆର୍ଥିକ ବର୍ଷ ଯାଉଛି। ହେଲେ କୋରାପୁଟ ଜିଲ୍ଲାରେ ଜାରି ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ  କାମ ଶେଷ ହେଉନି। ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକକୁ ପାନୀୟ ଜଳ ଯୋଗାଇବାକୁ ଆରମ୍ଭ ହୋଇଥିବା ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସିରେ ବୈଠକ

କଟକ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କଟକ ମହାନଗର ନିଗମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଜଳମଗ୍ନ ହୋଇପାରେ ସହର । ତେଣୁ ଜଳ ନିଷ୍କାସନ ପାଇଁ ୨୦୦ ମୋଟର ପମ୍ପ ମୁତୟନ ରହିବା ନିହାତି ଆବଶ୍ୟକ । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୨୦…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଟାଟା-ବାଦାମପାହାଡ଼ ରେଳପଥର ରାଇରଙ୍ଗପୁର ଫାଟକ ନିକଟରେ ଥିବା ରେଳ ଲାଇନ ଉପରୁ ଅଜଣା ମୃତ ଦେହ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକ ଦଳ ପହଞ୍ଚି ମୃତ ଦେହକୁ ଚି଼ହ୍ନଟ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେବେ କି ହାର୍ଦ୍ଦିକ ପଟେଲ? ଟ୍ଵିଟର ବାୟୋରୁ ହଟାଇଲେ କଂଗ୍ରେସକୁ

ଗାନ୍ଧୀନଗର: ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଛନ୍ତି ବୋଲି ଚର୍ଚ୍ଚା ଆଲୋଚନା ଚାଲିଛି। ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲ ସୋମବାର ତାଙ୍କ ଟ୍ଵିିଟର ବାୟୋରୁ କଂଗ୍ରେସ ଦଳର ନାମ ହଟାଇ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ବିମାନବନ୍ଦରରୁ ଜବତ ହେଲା ୮୦ କୋଟି ଟଙ୍କାର କୋକେନ

ହାଇଦ୍ରାବାଦ: ହାଇଦ୍ରାବାଦ ବିମାନବନ୍ଦରରେ ଡିଆରଆଇ(ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ)କୁ ଆଜି ଏକ ବଡ଼ ସଫଳତା ମିଳିଛି | ଡିଆରଆଇ, ସୀମାଶୁଳ୍କ (କଷ୍ଟମ୍ସ) ବିଭାଗ ସହାୟତାରେ କୋକେନ ଚୋରା ଚାଲାଣ କରୁଥିବା ଦୁଇଜଣ ଯାତ୍ରୀଙ୍କୁ ଧରିଛି। ଏହି ଦୁଇ ଯାତ୍ରୀଙ୍କଠାରୁ ଉଦ୍ଧାର ହୋଇଥିବା କୋକେନର ବଜାର…
ଅଧିକ ଖବର ଦେଖନ୍ତୁ...

ପରାଗଙ୍କ ବଦଳରେ ଏହି ବ୍ୟକ୍ତି ହୋଇପାରନ୍ତି ଟ୍ୱିଟରର ସିଇଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ ଏଲୋନ୍ ମସ୍କ। ଏଲୋନ୍ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ଟ୍ୱିଟର ବୋର୍ଡ ଗ୍ରହଣ କରିଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କଥା ନେଇ ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହେବ। ସମସ୍ୟାର ସମାଧାନ ଲାଗି ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ବୃଷ: ଆପଣଙ୍କର କଳାତ୍ମକ ଓ ରଚନାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ  ରଖିଛି ରାଜସ୍ଥାନ । ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଇଚ୍ଛା ପୂରଣ କର, ଦୁଷ୍କର୍ମର ଶିକାର ହେଉଥିବା ପତ୍ନୀଙ୍କୁ କିଛି ଏମିତି କହିଲେ ସ୍ୱାମୀ

ରାୟପୁର: ଛତିଶଗଡର ବିଲାସପୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଶ୍ୱଶୁର ତାଙ୍କ ବୋହୂ ସହିତ ଲଗାତାର ଶାରୀରିକ ସମ୍ପର୍କ ରଖୁଥିଲେ ଓ ଯେତେବେଳେ ମହିଳା ଜଣକ ଏବାବଦରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ, ସେତେବେଳେ ସେ ପିତାଙ୍କ ପକ୍ଷ ନେଇ କହିଥିଲେ ଯେ ଯଦି ତାଙ୍କର ଇଚ୍ଛା…
ଅଧିକ ଖବର ଦେଖନ୍ତୁ...

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ମେ ୨ରୁ ମେ ୪ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ, ଫ୍ରାନ୍ସ ଏବଂ ଡେନମାର୍କ ଗସ୍ତ କରିବେ। ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ…
ଅଧିକ ଖବର ଦେଖନ୍ତୁ...