Daily Archives

May 3, 2022

ଗଛରେ ପିଟି ହେଲା ଟାଟା ମ୍ୟାଜିକ, ୭ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ବୈପାରିଗୁଡା: ରାସନ ଚାଉଳ ନେଇ ଫେରୁଥିବା ଲୋକଙ୍କ ଏକ ଟାଟା ମ୍ୟାଜିକ ଗାଡ଼ି ଗଛରେ ପିଟି ହେବା ଫଳରେ ସାତଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କୋରାପୁଟ ଏବଂ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ଅନୁଯାୟୀ, ବୈପାରିଗୁଡା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ଗୁଜୁରାଟକୁ ୮ ୱିକେଟରେ ପରାସ୍ତ କଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୮ତମ ମ୍ୟାଚରେ ଗୁଜୁରାଟକୁ ୮ ୱିକେଟରେ ପରାସ୍ତ କରିଛି ପଂଜାବ । ଦ୍ବିତୀୟ ପାଳିରେ ପଂଜାବ ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୬ ଓଭରରେ ୨ ୱିକେଟ ହରାଇ ୧୪୫ ରନ୍‌ କରି ବିଜୟ ହାସଲ କରିଛି । ଶିଖର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ର ଜଣେ ମହିଳା ଗତକାଲି ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିଜ ସ୍ୱାମୀକୁ ଆଉ କାହା ସହ ବାଣ୍ଟିପାରିବ ନାହିଁ ଭାରତୀୟ ମହିଳା: ହାଇକୋର୍ଟ

ଆହ୍ଲାବାଦ: ଜଣେ ଭାରତୀୟ ମହିଳା ନିଜ ସ୍ୱାମୀଙ୍କୁ ଆଉ କାହା ସହ ବାଣ୍ଟିପାରିବ ନାହିଁ | ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ତାଙ୍କୁ ଅନ୍ୟ କାହା ସହ ବାଣ୍ଟିବାକୁ ସହି ପାରିବେ ନାହିଁ। ଜଷ୍ଟିସ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଛିଡ଼ା କରି ମଦ ପିଇବାକୁ ଚାଲିଗଲେ ଚାଳକ, ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ ଯାତ୍ରୀ

ପାଟନା: ମଦ ପିଇବା ପାଇଁ ଟ୍ରେନ ଛିଡ଼ା କରି ଚାଲିଗଲେ ଚାଳକ। ଗ୍ରୀନ ସିଗନାଲ ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବିହାରର ସମସ୍ତିପୁର ରେଳ ବିଭାଗର ହସନପୁର ଷ୍ଟେସନରେ। ଏହି ଘଟଣା ପାଇଁ ଏବେ ଚାଳକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ପୁଲିସକୁ ଆକ୍ରମଣ ମାମଲା: ଦୁଇ ଗାଁ ପୁରୁଷଶୂନ୍ୟ, ୬ ଜଣଙ୍କୁ ଉଠାଇଛି ପୁଲିସ

କୋରାପୁଟ: ଲମତାପୁଟ ବ୍ଲକ ହାଟଶୁକୁରେ ପୁଲିସକୁ ଆକ୍ରମଣ ଘଟଣାକୁ ଦୁଇଦିନ ବିତିଛି। ଆଜି ଏହିଠାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରାଯାଇଛି। ଏହାସହ ଜଣେ ଅତିରିକ୍ତ ଏସପି ଓ ୩ ଡ଼ିଏସପି ସହ ପbଲିସ ଟିମର ତନାଘନା ଜାରି ରହିଥିବାବେଳେ ପ୍ଲାଗମାର୍ଚ୍ଚ କରାଯାଇଛି। ପୁଲିସ ଘଟଣାରେ ବହୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଣିରେ ଭାସିବ ସହର: ୧ଲକ୍ଷ ଲୋକ ରହିବା ସହ ଖର୍ଚ୍ଚ ହେବ ୧୫୩୦ କୋଟି ଟଙ୍କା

ନୂଆଦିଲ୍ଲୀ: ପାଣି ଉପରେ ସହର। ରହିବେ ୧ଲକ୍ଷ ଲୋକ। ୧୫୩୦ କୋଟି ଟଙ୍କା ଖର୍ଚ୍ଚ କରି ଫ୍ଲୋଟିଂ ସିଟି ତିଆରି କରିବ ଦକ୍ଷିଣ କୋରିଆ। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ପାଣିରେ ଭାସୁଥିବା ସହର ବିଷୟରେ ଆପଣ ଫିଲ୍ମରେ ଦେଖିଥିବେ, କିନ୍ତୁ ଦକ୍ଷିଣ କୋରିଆରେ ଏହା ବାସ୍ତବତାରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ-ସାମ୍ବାଦିକ ପିଟାପିଟି: ବଦଳିଲେ ଥାନା ଅଧିକାରୀ, ୨ କନେଷ୍ଟବଳ ସସ୍‌ପେଣ୍ଡ

ରାୟଗଡ଼ା: ଅମ୍ବାଦଳା ବଜାରରେ ସାମ୍ବାଦିକ-ପୁଲିସ ମଧ୍ୟରେ ହୋଇଥିବା ପିଟାପିଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ସାମ୍ବାଦିକ କୁଶ ପାଢ଼ୀଙ୍କୁ ପୁଲିସ କର୍ମଚାରୀ ନିର୍ମମ ପିଟିବା ଘଟଣାରେ ଅମ୍ବାଦଳା ଥାନା ଅଧିକାରୀ ଦେବଦତ୍ତ…
ଅଧିକ ଖବର ଦେଖନ୍ତୁ...

ବାଲକୋନୀକୁ ଆସି ନିଜ ପ୍ରଶଂସକଙ୍କୁ ଇଦ ମୁବାରକ ଜଣାଇଲେ ଶାହାରୁଖ ଓ ସଲମାନ

ମୁମ୍ବାଇ: ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ଏକ ବିରାଟ ଜନସମାଗମ ହୋଇଥାଏ। କରୋନା ଯୋଗୁଁ, ଗତ ଦୁଇ ବର୍ଷ ଧରି ଏହା ହୋଇପାରି ନଥିଲା | ଏଥର ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହୋଇଛି, ଆଜି ସକାଳେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ପ୍ରଶଂସକମାନେ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଅଟୋରେ ସବୁଜ ବଗିଚା, ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ନୂଆଦିଲ୍ଲୀ: ଆପଣ ଅନେକ ଥର ଅଟୋରେ ବସିଥିବେ | ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ପ୍ରାୟତଃ ଅଟୋ କିମ୍ବା କ୍ୟାବ ସାହାଯ୍ୟରେ କଲେଜ କିମ୍ବା ଅଫିସ୍ ଯାଆନ୍ତି | ଏପରି ପରିସ୍ଥିତିରେ, ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଏବେ ଜଣେ ଅଟୋ ଡ୍ରାଇଭର ଏଭଳି କିଛି କରିଛନ୍ତି…
ଅଧିକ ଖବର ଦେଖନ୍ତୁ...