Daily Archives

May 4, 2022

ବଣ୍ଡାଘାଟିରେ ଉତ୍କଟ ଜଳ ସମସ୍ୟା; ଘାଟିର ଅର୍ଦ୍ଧାଧିକ ଗ୍ରାମରେ ନାହିଁ ପାଣିର ଉତ୍ସ

ମାଲକାନଗିରି: ଟାଣ ଖରା ସାଂଗକୁ ମାଲକାନଗିରି ବଣ୍ଡାଘାଟିରେ ଉତ୍କଟ ହୋଇପଡିଛି ପାଣି ସମସ୍ୟା। ଚୁଆ ପାଣି ଟିକକ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ। ତାହା ପୁଣି ଜଂଗଲ ପାହାଡିଆ ରାସ୍ତାରେ। ବଣ୍ଡାଘାଟିର ଗାଁଗୁଡିକରେ ନଳକୂପଗୁଡିକ ଭଙ୍ଗା ଦଦରା ଭାବେ ପଡି ରହିଥିବା ବେଳେ ସୋଲାର ଜଳଯୋଗାଣ…
ଅଧିକ ଖବର ଦେଖନ୍ତୁ...

ଦୁଇ ମହିଳା ଗୋଷ୍ଠୀ ଠେଙ୍ଗାରେ ମାରପିଟ, ବାଲି ଓ ଲୁଣ ଫିଙ୍ଗିଲେ

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ମୌଜାରେ ଆଜି ପୂର୍ବାହ୍ନରେ ଜବି ଦଖଲକୁ କେନ୍ଦ୍ର କରି ତୁମୂଳକାଣ୍ଡ ଘଟିଛି। ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ଏନେଇ ଠେଙ୍ଗାରେ ଭୀଷଣ ମାରପିଟ ହୋଇଛି। ଉଭୟ ଗୋଷ୍ଠୀ ଠେଙ୍ଗାବାଡ଼ିରେ ପରସ୍ପରକୁ ବାଡ଼ାପିଟା କରିବାରୁ ଘଟଣସ୍ଥଳରେ ଉଭୟ ପକ୍ଷରୁ ୫ ଜଣ…
ଅଧିକ ଖବର ଦେଖନ୍ତୁ...

୫୨୦ ଲିଟର ଦେଶୀ ମଦ, ୨୨ ହଜାର କେଜି ମହୁଲ ପୋଚ ଜବତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି। ବେନିୟମଭାବେ ଚାଲିଥିବା ଦେଶୀ ମଦ ରନ୍ଧାଶାଳରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣରର ଦେଶୀ ମଦ ଓ ମହୁଲ ପୋଚ ଜବତ କରିଛି। ଆଜି ପୂର୍ବାହ୍ନରେ ଅବକାରୀ ପୁଲିସ ସଦଳବଳ ବିଶ୍ରା ଥାନା ଅନ୍ତର୍ଗତ କେମାଙ୍ଗଠାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋର

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚେନ୍ନାଇକୁ ୧୩ ରନରେ ପରାସ୍ତ କରିଛି ବାଙ୍ଗାଲୋର । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୦ ରନ ହିଁ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ବାଚସ୍ପତିଙ୍କ ନାମରେ ଚାଲିଛି ବଡଧରଣର ସାଇବର ଠକେଇ, ସଚେତନ ରହିବାକୁ ସାଂସଦମାନଙ୍କୁ ଅପିଲ କଲେ ଓମ ବିର୍ଲା 

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତିଙ୍କ ନାମରେ ଲୋକଙ୍କୁ ମେସେଜ ପଠାଇ ଠକିବାରେ ଲାଗିଛନ୍ତି ସାଇବର ଠକ | ତେବେ କେବଳ ଲୋକ ନୁହଁନ୍ତି ବରଂ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି | ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଖୋଦ ଲୋକସଭା ବାଚସ୍ପତି ଓମ ବିର୍ଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ‌ ବୃଷ: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବଡ଼ କଂପାନି ସହିତ ବ୍ୟବସାୟ କରିବାର ସୁଯୋଗ ଆସିବ। ପିଲାଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

କୋକସରା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କେନ୍ଦୁଡ଼ଙ୍ଗରୀ ଗ୍ରାମ ନିକଟରେ ଥିବା ଏକ ସାଗୁଆନ ଗଛରୁ ବୁଧବାର ପୁଲିସ୍ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଗ୍ରାମର ଦ୍ବାରିକା ଦାସ (୨୨ବର୍ଷ)। ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗ ସହ ଏହି ସବୁ ଶାରୀରିକ ସମସ୍ୟା ଦୂର କରିଥାଏ ଟମାଟୋ ଜୁସ୍

ଟମାଟୋ ଏକ ଏମିତି ଜିନିଷ ଯାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ

ଭୁବନେଶ୍ୱର: ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି ତୈଳଚିତ୍ରଗୁଡ଼ିକର ସ୍ଥାୟୀ ସଂରକ୍ଷଣ ଏବଂ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା-କନ୍ଧମାଳ ସୀମାରେ ପ୍ରତିଷ୍ଠା ହେବ ସିଆରପିଏଫ୍ କ୍ୟାମ୍ପ, ମୁତୟନ ହେବେ ଶହେରୁ ଊର୍ଦ୍ଧ୍ବ ଯବାନ୍‌

ରାୟଗଡ଼ା: ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିବାକୁ ହୋଇଛି ବ୍ଲୁ ପ୍ରିଣ୍ଟ୍। ୩ ଜିଲ୍ଲାର ଦୁର୍ଗମ ଇଲାକାରେ ମାଓବାଦୀ ମେଳି ବାନ୍ଧି ଅଘଟଣ ଘଟାଇବାକୁ ଯୋଜନା କରୁଥିବାରୁ ପୁଲିସ୍ ରଘୁବାରି (ଡିମିରିଗୁଡା) ରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିବାକୁ…
ଅଧିକ ଖବର ଦେଖନ୍ତୁ...