Daily Archives

May 5, 2022

ବନ୍ଧୁଗାଁ ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ଅବକାରୀ ବିଭାଗର ମିଳିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ମଦ ନଷ୍ଟ

ନାରାୟଣପାଟଣା: ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ପାଇଁ ପ୍ରସ୍ତୁତ ପୋଚ ଜବତକରି ନଷ୍ଟ କରିଛନ୍ତି। କୋରାପୁଟ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କ ଜୀବନ ବଞ୍ଚାଇଲା ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେବା 

ମାଲକାନଗିରି: ଉପାନ୍ତ ଅଂଚଳ ପାଇଁ ରାଜ୍ୟ ସରକାର କାହିଁ କେତେ ଯୋଜନା ପ୍ରଣୟନ କରୁଛନ୍ତି। ମାଲକାନଗିରିି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଆଜି ଜିଲ୍ଲାର ବିକାଶଧାରା ଆଗେଇବାରେ ଲାଗିଛି। ଏହି ବିକାଶ ଧାରାରେ ଆଉ ଏକ ଫରଦ ଯୋଡି ହୋଇଛି। ତାହା ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ବିନା ପ୍ରଶିକ୍ଷଣରେ ନିଆରା କଳାକୃତି; ସାମାଜିକ ଗଣମାଧ୍ୟମରେ ପ୍ରଶଂସା ସାଉଁଟୁଛନ୍ତି ପ୍ରତ୍ୟୁସିନୀ

ବାଲେଶ୍ବର: ବିନା ପ୍ରଶିକ୍ଷଣରେ ଚିତ୍ରକଳାରେ ସେ ଲୋକଙ୍କ ମନ ଜିଣୁଛନ୍ତି। ସୁନ୍ଦର ସୁନ୍ଦର ଚିତ୍ର କରି ସେ ଆଜି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛନ୍ତି। ତାଙ୍କ ଚିତ୍ରକଳା ପାଇଁ କିଛିଦିନ ଭିତରେ ଟ୍ୟୁଟରରେ ୩୦ ହଜାରରୁ ଅଧିକ ଫଲୋଅର୍ସ ହୋଇଛନ୍ତି। ମଣ୍ଡଳ ଓ ମଧୁବାଣୀ ଚିତ୍ରକଳାରେ ସେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦକୁ ୨୧ରନରେ ପରାସ୍ତ କଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ହାଇଦ୍ରାବାଦକୁ ୨୧ ରନରେ ପରାସ୍ତ କରିଛି ଦିଲ୍ଲୀ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୨୦୮ରନର ବିଜୟ ଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୮ ଓ୍ବିକେଟ ହରାଇ ୧୮୬ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୨୦୨୦ରେ ୧୭୦ଟି ଦେଶରେ ଜନ୍ମ ନେଇଛନ୍ତି ୫୧,୦୦୦ରୁ ଅଧିକ ଭାରତୀୟ ଶିଶୁ; ବିଦେଶରେ ମୃତ୍ୟୁ ଘଟିଛି ୧୦,୮୧୭ ଜଣଙ୍କର

ନୂଆଦିଲ୍ଲୀ: ୨୦୨୦ରେ ୧୭୦ଟି ବିଦେଶୀ ଦେଶରେ ୫୧,୦୦୦ରୁ ଅଧିକ ଭାରତୀୟ ଶିଶୁ ଜନ୍ମ ନେଇଛନ୍ତି। ନବ ଜାତକଙ୍କ ମଧ୍ୟରୁ ସର୍ବାଧିକ ସଂଯୁକ୍ତ ଆରବ ଏମିରେଟ୍‌ସରେ ସର୍ବାଧିକ ହୋଇଥିବା ବେଳେ ସେହି ବର୍ଷ ବିଦେଶରେ ପ୍ରାୟ ୧୦,୮୧୭ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ବୋଲି ରେଜିଷ୍ଟ୍ରାର ଜେନେରାଲ ଅଫ୍‌…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀରେ ଭାରତରେ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି : ହୁ ; ଭାରତ ସରକାରଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତରେ ପ୍ରାୟ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଅଟକଳକୁ ଖାରଜ କରିଦେଇଛି ଭାରତ । ଏହି ଅଟକଳ ପାଇଁ ହୁ ପକ୍ଷରୁ ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି । ଗୁରୁବାରଦିନ ହୁ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଲୋକେ ଭୟଭୀତ

ଭୁବନେଶ୍ବର: ୫୭  ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ୟାସ ଗାଡିର ଟାଙ୍କିରୁ co3 ଗ୍ୟାସ୍‌ ଲିକ୍‌ ହେଉଛି। ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ରାଜ୍‌ସୁନାଖଳା ନିକଟସ୍ଥ ବିନୋଦପଡା ଛକରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ କପୁରଙ୍କୁ ବିବାହ କରିବା ପାଇଁ ଯୋଜନା କଲେଣି ମଲାଇକା !

ମୁମ୍ବାଇ: ଗତ କିଛି ବର୍ଷ ହେଲାଣି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଛି, ହେଲେ ପ୍ରତ୍ୟେକ ଥର ଉଭୟ ବିବାହ କରିବାକୁ ଯୋଜନା କରିନଥିବା କହିଆସିଛନ୍ତି। ଏହା ସହ ଉଭୟ ମଲାଇକା…
ଅଧିକ ଖବର ଦେଖନ୍ତୁ...

ମା’ର ମୃତ୍ୟୁ ପରେ ସାପ କାମୁଡାରେ ବାପାର ମୃତ୍ୟୁ, ପ୍ରଶାସନ ହାତରେ ୩ ଶିଶୁଙ୍କ ଭାଗ୍ୟ

ମାଲକାନଗିରି: ମାଲକାନଗିରି ବ୍ଲକ ଚାଲାଣଗୁଡା ପଞ୍ଚାୟତର ଟିଟିବିରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅଚାନକ ମା’ ଓ ବାପାଙ୍କର ମୃତ୍ୟୁ ପରେ ତିନି ଶିଶୁ ଅନାଥ ହୋଇଯାଇଥିଲେ। ଏମାନଙ୍କୁ ନେଇ ଚିନ୍ତାରେ ସମ୍ପର୍କୀୟ ଓ ଗ୍ରାମବାସୀ। ଗତ ୨୭ ତାରିଖରେ ବାପା ସାମ ଖୁରାମୀ (୩୭) ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା-ବିଜୟନଗରମ୍ ରୁଟ‌ରେ ରେଳ ଚଳାଚଳ ଠପ୍; ୬ ଟ୍ରେନ୍ ବାତିଲ୍

ରାୟଗଡ଼ା: ରାୟଗଡ଼ା-ବିଜୟନଗରମ ରୁଟର ଗୁମଡା ନିକଟ‌ରେ ରେଳ ଲାଇନ୍ ଉପରେ ଗଛ ଉପୁଡ଼ି ପଡିବା କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ବିଭାଗ ପକ୍ଷରୁ ୬ଟି ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଛି। ଦୁଇଟି ଟ୍ରେନର ଗତି ପରିବର୍ତ୍ତନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...