Daily Archives

May 6, 2022

ବଞ୍ଚିଛି ପୁରୁଣା ବ୍ୟବସ୍ଥା: ମହୁଲ ବଦଳରେ ପରିବା, ଶାଳମଞ୍ଜି ଦେଇ ଆଣୁଛନ୍ତି ଲୁଣ

ମାଲକାନଗିରି: ମୁଦ୍ରା ବିନିମୟ ପୂର୍ବରୁ ବ୍ୟବସାୟର ପ୍ରମୁଖ ମାଧ୍ୟମ ଥିଲା ସାମଗ୍ରୀ ଅଦଳ ବଦଳ। କିନ୍ତୁ ସମୟ ସହ ବଦଳି ଗଲା ବାଣିଜ୍ୟର ମାଧ୍ୟମ।ଧାତୁ ମୁଦ୍ରା ଯୋଗୁଁ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରିତ ହେଲା। ବର୍ତ୍ତମାନ ଆଧୁନିକତା ସବୁ ବିନିମୟର ପରିଭାଷାକୁ ସଂପୂର୍ଣ୍ଣ ବଦଳାଇ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ବର୍ଷ ବ୍ୟବଧାନ ପରେ ପୁଣି ବାତ୍ୟା ଆଶଙ୍କା, ପ୍ରସ୍ତୁତ ରହିବାକୁ ପ୍ରଶାସନର ନିର୍ଦେଶ

ଖୋର୍ଦ୍ଧା: ରାଜ୍ୟରେ ଖୋର୍ଦ୍ଧା ଅନ୍ୟତମ ବାତ୍ୟା ପ୍ରଭାବିତ ଜିଲ୍ଲା। ୨୦୧୮ ତିତିଲି, ୨୦୧୯ ଫନି ଓ ୨୦୨୦ ଅମ୍ଫାନ୍‌ରେ ଖୋର୍ଦ୍ଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୧ରେ ଖୋର୍ଦ୍ଧା ଜିଲ୍ଲା ବାତ୍ୟା ପ୍ରଭାବରୁ ଆପାତତଃ ମୁକ୍ତ ଥିବା ବେଳେ ଚଳିତବର୍ଷ ପୁଣିଥରେ ଆଉ ଏକ ବାତ୍ୟାର ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜୁରାଟକୁ ୫ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୧ତମ ମ୍ୟାଚରେ ଗୁଜୁରାଟକୁ ୫ ରନରେ ପରାସ୍ତ କରିଛି ମୁମ୍ବାଇ । ୧୭୮ ରନ ଲକ୍ଷ୍ୟର ପିଛା କରୁଥିବା ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିପାରିଥିଲା । ଗୁଜୁରାଟ ପକ୍ଷରୁ ରିଦ୍ଧିମାନ ଶାହା ୫୫ ରନ, ଶୁଭମନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ୭ଜଣ ଓକିଲଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କଲେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପ୍ରଦାନ କରିବାକୁ ସାତ ଜଣ ଓକିଲଙ୍କ ନାମ ସୁପାରିଶ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବା…
ଅଧିକ ଖବର ଦେଖନ୍ତୁ...

କହୁ କହୁ ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ

ଲାହୋର: କ୍ଷମତା ଯିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଥୟ ହୋଇଯାଇଥିବାର ଜଣାପଡୁଛି । ଏକ ସାକ୍ଷାତକାରରେ ସେ ନିଜକୁ ଗଧ ସହ ତୁଳନା କରିଛନ୍ତି, ଯାହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି | ସୋସିଆଲ ମିଡିଆରେ ଇମ୍ରାନ ଖାନଙ୍କ ସାକ୍ଷାତକାରର ଏକ ଅଂଶ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

କପା କିଆରିରୁ ଜେଇଙ୍କ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବନକାବିଅର ଗ୍ରାମର ଏକ କପା ଆଟରେ ବ୍ଲକରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ପଡିଥିବା ଜଣାପଡିଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ବେଳେ ଜେଇ ସୁରେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଖରାପ ବନ୍ଧୁକ ଦେଇଥିବାରୁ ଆମେରିକା ସହ ଚୁକ୍ତି ବାତିଲ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ସିଗ୍ ସୋର୍ ଆସଲଟ୍ ରାଇଫଲ୍ ଚୁକ୍ତିକୁ ଝଟକା ଲାଗିଛି | ଆମେରିକା ସହିତ ହୋଇଥିବା ଏହି ଡିଲକୁ ଭାରତ ବାତିଲ କରିଛି। ଏହି ଡ଼ିଲ ଯୋଗୁଁ ଭାରତୀୟ ସେନା ପ୍ରାୟ ୭୨ ହଜାର ଆମେରିକୀୟ ରାଇଫଲ ପାଇବାକୁ ଥିଲା, କିନ୍ତୁ ଏହି ରାଇଫଲର ପ୍ରଥମ ବ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

କାଞ୍ଚନଜଙ୍ଗା ଆରୋହଣ ବେଳେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳର ମାଉଣ୍ଟ କାଞ୍ଚନଜଙ୍ଗାର ଶିଖରକୁ ଆରୋହଣ କରୁଥିବା ବେଳେ ଜଣେ ୫୨ ବର୍ଷୀୟ ଭାରତୀୟ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି। ଏହି ପର୍ବତାରୋହଣ ଅଭିଯାନର ଆୟୋଜକ ଥିବା ପାୟୋନିୟର ଆଡଭେଞ୍ଚରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିବେଶ କାର୍କି ଗଣମାଧ୍ୟମକୁ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଅବସର ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀ ସହ ଥିବା ମନୋମାଳିନ୍ୟ ଦୂର ହେବ।‌ ବୃଷ: ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ। ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ…
ଅଧିକ ଖବର ଦେଖନ୍ତୁ...

ପାର୍ଥୀବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଦୋଳପାଦି ଗ୍ରାମର ୩୪ ବର୍ଷୀୟ ବେଣୁଧର ନାୟକ ମହରାଷ୍ଟ୍ରର ପୁଣେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପରିବାର ଲୋକେ ତାଙ୍କର ପାର୍ଥୀବ ଶରୀରକୁ ପୁଣେରୁ ଭୁବନେଶ୍ୱର ଆଣିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅନୁରୋଧ କରିଥିଲେ। ପରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...