Daily Archives

May 7, 2022

ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୧ ବୋଲେରୋ, ୨ ବାଇକ ସହ ୪ ଗିରଫ

ବୈପାରିଗୁଡା: ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଚାରି ଜଣଙ୍କୁ ବୈପାରିଗୁଡା ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କ୍ବିଣ୍ଟାଲ ସାତ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ସିଜି ୦୪ ଏନ୍ଏମ୍ ୧୯୪୪ ନମ୍ବର ବିଶିଷ୍ଟ ଗୋଟିଏ ବୋଲେରୋ ଏବଂ ଓଡି ୧୦କେ ୫୮୭୮…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା: ଶନିବାର ମଧ୍ୟାହ୍ନରେ ରାୟଗଡ଼ା ଥାନା ତୁମ୍ବିଗୁଡ଼ା ଗ୍ରାମର ଜାମି ନାଚିକା (୬୦)ଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଜାମି ଶୌଚ ହେବାକୁ ଯାଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜାମି ସାମାନ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୧୫ ଯାତ୍ରୀ ଆହତ

ଚଣ୍ଡି‌ଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଠିଛକ ନିକଟରେ ଆଜି ବିଳମ୍ବିତ ରାତିରେ ଗୋଟିଏ ବସ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତାକୁ ୭୫ ରନରେ ପରାସ୍ତ କଲା ଲକ୍ଷ୍ନୌ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ ର ୫୩ତମ ମ୍ୟାଚରେ କୋଲକାତାକୁ ୭୫ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଲକ୍ଷ୍ନୌ । ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୭୭ ରନ ଲକ୍ଷ୍ୟ ଜବାବରେ କୋଲକାତା ୧୪. ୩ ଓଭରରେ ମାତ୍ର ୧୦୧ ରନ କରି…
ଅଧିକ ଖବର ଦେଖନ୍ତୁ...

ଏଣିକି ହ୍ଵାଟ୍ସଆପରେ ସାଙ୍ଗସାଥୀଙ୍କୁ ପଠାଇପାରିବେ ଫିଲ୍ମ!

ନୂଆଦିଲ୍ଲୀ: ହ୍ଵାଟ୍ସଆପ ନିଜର କୋଟି କୋଟି ଉପଭୋକ୍ତାଙ୍କର ଚାଟ୍ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବାକୁ ନୂତନ ବୈଶିଷ୍ଟ୍ୟ ଆଣିବାରେ ଲାଗିଛି | ଏହି ପର୍ଯ୍ୟାୟରେ, କମ୍ପାନି ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ନୂତନ ଫିଚର ଆଣିଛି |ହ୍ଵାଟ୍ସଆପର ଏହି ନୂତନ ବୈଶିଷ୍ଟ୍ୟଗୁଡିକ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ: ସପା ନେତାଙ୍କ ବିରୋଧରେ ମାମଲା

ବଦାୟୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବାରୁ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ଅଧୀକ୍ଷକ ପ୍ରବୀଣ ସିଂ ଚୌହାନ ଶନିବାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସୁରକ୍ଷା ନେଇ ଦାବିପତ୍ର 

ଖୋର୍ଦ୍ଧା: ଓଡ଼ିଶାର ଧାର୍ମିକ ସଂସ୍କୃତି ଓ ଇତିହାସର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଏବେ ଅସୁରକ୍ଷିତ। ବେଆଇନ ଖନନ ଓ ନିର୍ମାଣ ଦ୍ୱାରା ହଜାର ବର୍ଷର ପୁରାତନ ଦେବାଳୟ ବର୍ତ୍ତମାନ ବିପଦରେ। ଏନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ଏଭଳି ଦାବି କରି ଆଜି ଖୋର୍ଦ୍ଧା ସହରର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଗଭୀର ଅବପାତର ରୂପ ନେଲା ଲଘୁଚାପ, ଏବେ ପୁରୀଠାରୁ ୧୧୮୦ କିଲୋମିଟର ଦୂରରେ: ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଶନିବାର ସନ୍ଧ୍ୟାରେ ଗଭୀର ଅବପାତ ରୂପ ନେଇଛି।  ରବିବାର ସକାଳ ସୁଦ୍ଧା ଏହି ଅବପାତ ସାମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ; ରାଇଫଲରୁ ଫୁଟିଲା ଗୁଳି, ହାବିଲଦାର ଆହତ

ରାୟଗଡ଼ା: ରାୟଗଡ଼ା ଦ୍ୱିତୀୟ (ଓଡିଶା) ବାଳିକା ବାଟାଲିୟନ୍ ଏନସିସି କ୍ୟାଡେଟଙ୍କ ଫାୟାରିଂ ଟ୍ରେନିଂ ବେଳେ ରାଇଫଲରୁ ଗୁଳି ଫୁଟି ଆହତ ହୋଇଛନ୍ତି ହାବିଲଦାର ଜୟପ୍ରକାଶ । ତାଙ୍କ ଗୋଡରେ ଗୁଳି ଫୁଟି ଆଘାତ ହୋଇଥିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଆଜି…
ଅଧିକ ଖବର ଦେଖନ୍ତୁ...

ପ୍ରିଆକ୍ଟିଭ୍ ସିମ୍ ବିକ୍ରି ମାମଲା: ଆଉ ଜଣେ ଯୁବକ ଗିରଫ

କଟକ: ଗଲା ୫ ତାରିଖଠାରୁ ପ୍ରିଆକ୍ଟିଭ୍ ସିମ୍ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚରେ ଅଟକ ଥିବା ଜିଓର ସେଲର୍ କାମାକ୍ଷାନଗର ଆଳୁଆଝରଣାର ଦୋଳଗୋବିନ୍ଦ ପରିଡ଼ା(୨୧)କୁ ଶନିବାର ଗିରଫ କରିଛି। ଦୋଳଗୋବିନ୍ଦ ମୋଟ ୩ ହଜାର ୧୭ଟି  ଜିଓ ସିମ୍ ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ କୁମାର ସାହୁକୁ…
ଅଧିକ ଖବର ଦେଖନ୍ତୁ...