Daily Archives

May 8, 2022

ଆନ୍ଧ୍ର ଦଲାଲଙ୍କ ଲୋଲୁପ ଦୃଷ୍ଟିରେ ଆଉ ଏକ କୋଟିଆ  

କୋରାପୁଟ: ଆନ୍ଧ୍ର ଦଲାଲଙ୍କ ଲୁଲୁପ ଦୃଷ୍ଟିରେ ଆଉ ଏକ କୋଟିଆ। କୋଟିଆ ବିବାଦକୁ ନେଇ ରାଜ୍ୟ ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ନାକେ ଦମ୍ ହେଉଥିବା କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ତଳ ଗୋଲ୍ଲୁର ପଞ୍ଚା‌ୟତ ଅନ୍ତର୍ଗତର ଆଉ ଏକ ଗାଁ ଆଜି ଆନ୍ଧ୍ରରେ ମିଶିବାକୁ ଧମକ ଦେଇଛନ୍ତି। ମୌଳିକ…
ଅଧିକ ଖବର ଦେଖନ୍ତୁ...

ହଷ୍ଟେଲ୍ ଅନ୍ତେବାସୀଙ୍କ କରୋନା ପଜିଟିଭକୁ ନେଇ ଚିନ୍ତା ବଢ଼ିଲା, ରାୟଗଡ଼ାରେ ୨ ଜଣିଆ ବିଶେଷଜ୍ଞ କମିଟି

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ସ୍କୁଲ୍ ଅନ୍ତେବାସୀ କରୋନା ଆକ୍ରାନ୍ତ ହେବା ପରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ହାର ଚିନ୍ତାଜନକ ସ୍ଥିତିରେ ନଥିବା ସତ୍ତ୍ବେ କିପରି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ୬୪ ହଷ୍ଟେଲ୍ ଅନ୍ତେବାସୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୫ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ  ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ାକୁ ମାରିଦେଲେ ପୁଲିସ ଅଧିକାରିଣୀ, ଲୁହରେ ବୁଡ଼ିଲା ସାରା ସହର

ନ୍ୟୁୟର୍କ: ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହତ୍ୟା କରାଯିବା ପରେ ସାରା ସହରବାସୀ ଏବେ ଦୁଃଖରେ ବୁଡ଼ିଯାଇଛନ୍ତି |୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସମଗ୍ର ସହରରେ ଏବେ ସମସ୍ତେ ଦୁଃଖରେ ଥିବାବେଳେ ଏହାକୁ ମାରିବାରେ ଜଣେ ପୁଲିସ କର୍ମଚାରୀ ଥିବାର ସହରବାସୀ ଅଭିଯୋଗ କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଡ.ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ/ଭୁବନେଶ୍ବର: ରଜତ କୁମାର କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ରଥ ଯାତ୍ରା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅସଲି ଆସୁଛନ୍ତି, ନକଲିଙ୍କଠାରୁ ସାବଧାନ ରୁହନ୍ତୁ: ଅଯୋଧ୍ୟାରେ ଏମିତି ଚାଲିଛି ପୋଷ୍ଟର ଯୁଦ୍ଧ

ଅଯୋଧ୍ୟା: ଲାଉଡସ୍ପିକର ବିବାଦ ପରେ ଅଯୋଧ୍ୟା ଯିବା ନେଇ ଶିବସେନା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜୁନ୍ ୫ରେ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଅଯୋଧ୍ୟା ଗସ୍ତ କରିବେ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ର ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଆଦିତ୍ୟ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ‘ୱାଶରୁମ୍‌’ରୁ ମିଳିଲା ମହିଳା ଯାତ୍ରୀଙ୍କ ମୃତଦେହ; ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ରବିବାର ଅପରାହ୍ନରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଡାହାନୁ ରୋଡ୍‌ ରେଳ ଷ୍ଟେସନରେ ସ୍ୱରାଜ ଏକ୍ସପ୍ରେସ୍‌ ଟ୍ରେନ୍‌ର ‘ୱାଶରୁମ୍‌’ ଭିତରୁ ଜଣେ ୨୦ ବର୍ଷୀୟା ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ଆତ୍ମହତ୍ୟା ଘଟଣା…
ଅଧିକ ଖବର ଦେଖନ୍ତୁ...

ପ୍ରେମକୁ ମିଳିଲାନି ସ୍ମୀକୃତି, ଗଛରେ ରଶି ଲଗାଇ ଝୁଲି ପଡ଼ିଲେ ପ୍ରେମୀଯୁଗଳ 

ହିଞ୍ଜିଳିକାଟୁ: ସମାଜ ଓ ପରିବାରରେ ପ୍ରେମ ସଂପର୍କକୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖଣ୍ଡରା ଗ୍ରାମ ଆମ୍ବତୋଟାରୁ ଆଜି ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର ହୋଇଛି। ଉଭୟ…
ଅଧିକ ଖବର ଦେଖନ୍ତୁ...

ରୋହିଗାଁରେ ଗୋଷ୍ଠୀ ସଂଘର୍ଷ; ବୁଲିଲା ଖଣ୍ଡା, ୫ ଗୁରୁତର

କୁକୁଡ଼ାଖଣ୍ଡି: ପଞ୍ଚାୟତ ନିର୍ବାଚନର କିଛି ମାସ ପରେ ପୁଣି ଅଶାନ୍ତ ହୋଇ ପଡ଼ିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ ରୋହିଗାଁ। ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିବା ସହ ଖଣ୍ଡାକାତି ବୁଲିଛି। ଏଥିରେ ଉଭୟ ଗୋଷ୍ଠୀର ୫ରୁ ଊର୍ଦ୍ଧ୍ବ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ! ଉଦଳାରେ ଉତ୍ତେଜନା, ଥାନା ଘେରାଉ

ଉଦଳା: ଏକ ଲୁଟ୍ ମାମଲାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ ଗତକାଲି ସନ୍ଧ୍ୟାରେ ଗିରଫ କରିଥିବା ବେଳେ ଆଜି ତାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପ୍ରଦୀପ କୁମାର ଦାସ (୩୮)। ତେବେ…
ଅଧିକ ଖବର ଦେଖନ୍ତୁ...