Daily Archives

May 8, 2022

୨ ଲକ୍ଷରୁ ଅଧିକ ଟଙ୍କାର ଠକେଇ, ପୋଷ୍ଟମାଷ୍ଟର ଗିରଫ

ଯୁଯୁମୁରା: ସରକାରୀ ସଂପତ୍ତି ଆତ୍ମସାତ କରିବା, ଗ୍ରାହକଙ୍କ ଜମା ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପୁଲିସ ଶନିବାର ହାତୀବାରି ଗ୍ରାମୀଣ ଡାକ ସେବକ ଶାଖା ମୁ୍‌ଖ୍ୟ ରଂଜନ ବଗର୍ତ୍ତୀ (୨୬)ଙ୍କୁ ଗିରଫ କରିଛି। ରବିବାର ତାଙ୍କୁ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଦୁଇ ବୋତଲ ମଦ ପିଇବା ପରେ ନିଶା ନହେବାରୁ ଅପମିଶ୍ରଣର ଅଭିଯୋଗ ଆଣିଲେ ଯୁବକ

ଉଜ୍ଜୈନ: ମଦରେ ଅପମିଶ୍ରଣ ହୋଇଥିବା ନେଇ ଅଭିଯୋଗ ଆଣିଲେ ଯୁବକ। ଦୁଇ ବୋତଲ ମଦ ପିଇବା ପରେ ବି ତାଙ୍କୁ ନିଶା ହୋଇନଥିବା କହି ମଧ୍ୟପ୍ରଦେଶର ଉଜ୍ଜୈନରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ଅପମିଶ୍ରିତ ମଦ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଅବକାରୀ କମିଶନର ଏହି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିଲା ଶକ୍ତି: ଦଳରେ ଯୋଗ ଦେଲେ ୫୦୦ ଡାକ୍ତର

ଅହମ୍ମଦାବାଦ: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ୫୦୦ ଜଣ ଡାକ୍ତର ରବିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଗୁଜରାଟର ବିଜେପି ରାଜ୍ୟ ସଭାପତି ସିଆର ପାଟିଲ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଗୁଜୁରାଟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବୃଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ଚାକିରିରେ ଉନ୍ନତି ହେବ। ସନ୍ତାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍‌ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୫ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଦିଲ୍ଲୀର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡକ୍ଟର ରଜତ କୁମାର କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି। ରଜତ କରଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଟ୍ବିଟରୁ ଆରମ୍ଭ ହୋଇଥିଲା ସମ୍ପର୍କ, ମାତୃ ଦିବସର ଇଡଲି ଅମ୍ମାଙ୍କୁ ଉପହାରରେ ଘର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅନ୍ୟକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆ ଏବେ ଏକ ବଡ଼ ମାଧ୍ୟମ ପାଲଟିଛି। ବିଶେଷ କରି ଟ୍ବିଟ ସାହାଯ୍ୟରେ ଅନେକ ହୃଦୟବାନ ଲୋକ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖାଯାଉଛି। କରୋନା କାଳରେ ଟ୍ବିଟର ମାଧ୍ୟମରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

୧୦୪୭ କିଲୋ ଗଞ୍ଜେଇ ଆନ୍ଧ୍ର-ଛତିଶଗଡ଼କୁ ଚାଲାଣ ପୂର୍ବରୁ ଜବତ, ୭ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ୭ ଜଣ ଆସାମୀକୁ ଗିରଫ କରିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା, ଓର୍କେଲ, ଖଇରପୁଟ, କୁଡୁମୁଲୁଗୁମ୍ମା ଅଞ୍ଚଳରେ ଗଞ୍ଜେଇ…
ଅଧିକ ଖବର ଦେଖନ୍ତୁ...

ବାହାରକୁ ଆସିବା ପ‌ରେ ସର୍ତ୍ତ ଭୁଲିଗଲେ ରାଣା ଦମ୍ପତି, ଜାମିନ ବାତିଲ ପାଇଁ ଆବେଦନ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ରାଣା ଦମ୍ପତିଙ୍କ ପାଇଁ ବଢ଼ିପାରେ ସମସ୍ୟା। କିଛି ସର୍ତ୍ତାବଳି ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିବା ବେଳେ ବାହାରକୁ ଆସିବା ପରେ ନବନୀତ୍ ନିୟମ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ର ସରକାର ଦୁହିଁଙ୍କ ଜାମିନ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନର ମନ୍ତ୍ରୀଙ୍କ ପୁଅ ବାରମ୍ବାର ଦୁଷ୍କର୍ମ କରିଥିଲେ, ଅଭିଯୋଗ ଆଣିଲେ ଯୁବତୀ

ଜୟପୁର: ରାଜସ୍ଥାନରେ ପୁଣି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ରାଜସ୍ଥାନର ଗେହଲୋଟ ସରକାରରେ ମନ୍ତ୍ରୀ ଥିବା ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ନାମରେ ପୀଡିତା ଜଣକ ଦିଲ୍ଲୀରେ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...