ଇଗଲ କ୍ଲବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚାର୍ଜ ଇଲେଭେନ୍ ଚାମ୍ପିଅନ
ଖୋର୍ଦ୍ଧା: ୧୮ତମ ଇଗଲ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତକାଲି ରାତିରେ ଅନୁଷ୍ଠିତ ଅନ୍ତିମ ମ୍ୟାଚରେ କଟକର ମ୍ୟାଜିକ ଏକାଦଶ ଓ ଚାର୍ଜ ଇଲେଭେନ୍ ପରସ୍ପର ଭେଟିଥିଲେ । ଚାର୍ଜ ଇଲେଭେନ୍ ନିର୍ଦ୍ଧାରିତ ୬ ଓଭରରେ ୨ଟି ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...