କମିସନରେଟ ପୁଲିସର ଚେତା ପଶିଲା: ଟାୱାର ଡମ୍ଫିଂ ସହାୟତାରେ ଅଷ୍ଟଧାତୁ ମୂର୍ତ୍ତି ଚୋର ରାକେଟକୁ ଠାବ କରିବ ପୁଲିସ
ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଗତ ୬ ମାସ ମଧ୍ୟରେ ୫ଟି ପ୍ରାଚୀନ ମନ୍ଦିରରୁ ୩୯ଟି ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି କଳାକନା ବୁଲାଇବା ପରେ କମିସନରେଟ ପୁଲିସର ଚେତା ପଶିଛି। ମୂର୍ତ୍ତି ଚୋରି ରୋକିବା ଲାଗି ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଏକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...