Daily Archives

May 10, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ସୁଖଦ ମୁହୂର୍ତ୍ତ କାଟିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିବେ। ବ୍ୟବସାୟରେ ସବୁ ଭଲ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବନ୍ଧୁ ସହିତ ସିନେମା…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟମାନଙ୍କ ପାଇଁ ଲାଗୁ ହେବ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ ନିୟମ!

ନୂଆଦିଲ୍ଲୀ: ଆସନ୍ତା ମେ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ଉଦୟପୁରରେ ହେବାକୁ ଥିବା କଂଗ୍ରେସ ଚିନ୍ତନ ଶିବିର ଦ୍ୱାରା କଂଗ୍ରେସକୁ କେତେ ଲାଭ ମିଳିବ ତାହା ତ ଭବିଷ୍ୟତ କହିବ, କିନ୍ତୁ ଦଳରେ କିଛି ବଡ ପରିବର୍ତ୍ତନ ଘଟିବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ 'ଗୋଟିଏ ପରିବାର…
ଅଧିକ ଖବର ଦେଖନ୍ତୁ...

ଜେଲରଙ୍କୁ ପ୍ରେମ ଜାଲରେ ଫସାଇ ଚମ୍ପଟ ମାରିଲା କଏଦୀ, ନିଜକୁ ଗୁଳି ମାରିଦେଲେ ଜେଲର

ନ୍ୟୁୟର୍କ: ଆପଣ ଅନେକ ସମୟରେ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କ କାରନାମା ବାବଦରେ ଶୁଣିଥିବେ | କଏଦୀମାନେ ବେଳେବେଳେ ଜେଲରେ ସୁଡ଼ଙ୍ଗ ଖୋଲିବା ହେଉ କିମ୍ବା ଚୋରା ନିଶା ସେବନ କରୁଥିବା ବାବଦରେ ଅନେକ ଖବର ଦେଖିଥିବେ | କିନ୍ତୁ କେବେ ଶୁଣିଛନ୍ତି କି ମହିଳା ଜେଲରଙ୍କୁ ପ୍ରେମ ଜାଲରେ ଫସାଇ କଏଦୀ…
ଅଧିକ ଖବର ଦେଖନ୍ତୁ...

କାଉନ୍‌ସିଲରଙ୍କ ସ୍ବାମୀଙ୍କୁ ହତ୍ୟା: ଅଭିଯୁକ୍ତ କାକାପୁଅ ଭାଇ ଗିରଫ, ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ସୋନପୁର/ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସି କାଉନସିଲର ନଳିନୀ ନାୟକଙ୍କ ସ୍ବାମୀ ସଞ୍ଜୀବ ଗୁରୁ ଓରଫ୍‌ ରାଜା(୩୩) ହତ୍ୟାକଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୁଲିସ। ବଚସାରୁ ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ମୃତ ସଞ୍ଜୀବର କକା ପୁଅ ଭାଇ ତରଭା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଲକ୍ଷ୍ନୌ ଆଗରେ ୧୪୫ରନର ବିଜୟ ଲକ୍ଷ୍ୟ ରଖିଲା ଗୁଜୁରାଟ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୫୭ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜୁରାଟ । ଏହି ମ୍ୟାଚରେ ଗୁଜୁରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ…
ଅଧିକ ଖବର ଦେଖନ୍ତୁ...

୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରର ଭାଲିଆବାଡ଼ି ହାତିଆଶୁଣି ସାହିରେ ଜଣଙ୍କ ଘରେ ଚଢ଼ଉ କରି ସେଠାରୁ ୨୦ ଗ୍ରାମ ବ୍ରାଉନସୁଗାର ଓ  ୩ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ଜଣେ ୨୧ବର୍ଷୀୟ ଯୁବକକୁ ଗିରଫ କରିଛନ୍ତି। ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍‌ପି…
ଅଧିକ ଖବର ଦେଖନ୍ତୁ...

ଡିଗ୍ରି ନଥାଇ ବି ପ୍ରତି ମାସରେ ୩୦,୦୦୦ ଟଙ୍କା ଆୟ କରିବାର ସୁଯୋଗ ମିଳିବ: ‌ସିନ୍ଧିଆ

ନୂଆଦିଲ୍ଲୀ: ଯଦି ଆପଣ ଚାକିରି ଖୋଜୁଛନ୍ତି ଏବଂ ଆପଣଙ୍କ ପାଖରେ କଲେଜ୍ ଡିଗ୍ରି ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଡିଗ୍ରି ନଥାଇ ବି ଆପଣ ମାସକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଧକ୍କାରେ ବୋଲେରୋ ଚୁରମାର୍, ୭ ଗୁରୁତର 

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଆଜି ଅପରାହଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବୋଲେରୋ ଚୁରମାର୍ ହୋଇଯାଇଥିବା ବେଳେ ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ପ୍ରାୟ ୩୦୦ ନିୟୁତ ଲୋକ ଏତେ ଦରିଦ୍ର ଯେ କିଣି ପାରନ୍ତି ନାହିଁ ହଳେ ଜୋତା

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ଆମେ ହୁଏତ କେବେ ଜୋତାର ଗୁରୁତ୍ବ କଥା ଚିନ୍ତା କରୁନା। ଜୋତା ହେଉଛି ଆମ ପାଦ ପାଇଁ, ଆମ ଶରୀର ପାଇଁ ସୁରକ୍ଷାକବଚ ପରି। ତେବେ ଜୋତା ବିଷୟରେ ଚର୍ଚ୍ଚା କରିବାକୁ ଆଜି ହେଉଛି ଉପଯୁକ୍ତ ଦିନ। କାରଣ ମଙ୍ଗଳବାର ସାରା ବିଶ୍ବରେ ପାଳନ ହୋଇଛି ‘ଗୋଟିଏ ଦିନ,…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ମୃତ୍ୟୁସଂଖ୍ୟା ଜାତିସଂଘ ଅଟକଳଠାରୁ ହଜାର ହଜାର ଅଧିକ ହେବା ଆଶଙ୍କା

ଜେନିଭା : ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଂକଟ ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଯୋଗୁଁ ଯେତିକି ମରିଛନ୍ତି ବୋଲି ଜାତିସଂଘ ଅଟକଳ କରିଛି ପ୍ରକୃତ ସଂଖ୍ୟା ତାଠାରୁ ଆହୁରି ଅଧିକ ହେବ ବୋଲି ଜାତିସଂଘ ମାନବ ଅଧିକାର ମନିଟରିଂ ମିଶନର ମୁଖ୍ୟ ମାଟିଲଡା ବୋଗନର କହିଛନ୍ତି । ସେ…
ଅଧିକ ଖବର ଦେଖନ୍ତୁ...