Daily Archives

May 11, 2022

ନାବାଳିକା ଅପହରଣ ମାମଲାରେ ଫେରାର ଯୁବକ ଗିରଫ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜୈନିକା ନାବାଳିକାକୁ ଅପହରଣ ମାମଲାରେ ଫେରାର ଥିବା ଯୁବକକୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ ଯେ ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜୈନିକା ନାବାଳିକାକୁ ଚନ୍ଦାହାଣ୍ଡି ଥାନା ସାଲେବିଡି…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ମୁଖ୍ୟରାସ୍ତାର ଗଞ୍ଜାପାରା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଯୁବକ ଜଣକ ଭବାନିପାଟଣା ଅଞ୍ଚଳର ଗୋପାଳ ମହାରଣା (୨୫) ବୋଲି ଜଣାପଡିଛି l ସୂଚନା ଅନୁଯାୟୀ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଜମିରେ ପଥର ଖାଦାନ ଓ କ୍ରସର ଘଟଣା: ପୁଲିସ୍ ତଦନ୍ତକୁ ସହଯୋଗ କରୁନି ଜିଲ୍ଲା ପ୍ରଶାସନ

ରାୟଗଡ଼ା: ବର୍ଷ ବର୍ଷ ଧରି ଜଙ୍ଗଲ ଜମିରୁ ଲୁଟ୍ ହେଉଥିଲା ପଥର। ଜିଲ୍ଲା ପ୍ରଶାସନ-ରାଜସ୍ବ ବିଭାଗ-ପୁଲିସ୍ କାହାରି ଅନୁମତି ନଥିବା ସତ୍ତ୍ବେ ଖୁଲମଖୁଲା ଭାବେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପାହାଡ଼ରେ ଫୁଟୁଥିଲା ପଥର। ଆଖପାଖ ଲୋକଙ୍କ ବିରୋଧକୁ ନାଲିଆଖି ଦେଖାଇ ମାଫିଆ ଚାପି ଦେଉଥିବା…
ଅଧିକ ଖବର ଦେଖନ୍ତୁ...

ଛତ୍ରଦଣ୍ଡିରୁ ମାଓବାଦୀଙ୍କ ଛତ୍ରଭଙ୍ଗ: ପୁଲିସ-ମାଓବାଦୀ ମୁହାଁମୁହିଁ, ମାଓ ସାମଗ୍ରୀ ଜବତ

ବଲାଙ୍ଗୀର: ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ମାଓବାଦୀ। ତୁରେକେଲା ଥାନା ଛତ୍ରଦଣ୍ଡି ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ପୁଲିସର ଡିଭିଏଫ୍ ଓ ଏସ୍‌ଓଜି ଟିମ୍‌ ସହ ମାଓବାଦୀମାନେ ମୁହାଁମୁହିଁ ହୋଇଥିବା ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନବନ୍ଧୁଙ୍କୁ ସିଡିଏମଓ ଦେଲେ ଫୋଲଡିଂ ଷ୍ଟ୍ରେଚର୍

ସୁନ୍ଦରଗଡ଼: ମହାପ୍ରୟାଣ ଗାଡ଼ିରୁ ମୃତଦେହକୁ ଜୁଇ ପର୍ଯ୍ୟନ୍ତ ନେବାକୁ ହେଉଥିବା ଅସୁବିଧାକୁ ହୃଦୟଙ୍ଗମ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଟିମ୍ ଶ୍ମଶାନବନ୍ଧୁଙ୍କୁ ଏକ ଫୋଲଡିଂ ଷ୍ଟ୍ରେଚର୍ ପ୍ରଦାନ କରିଛନ୍ତି। ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳଙ୍କ ପାଇଁ ଆଇପିଏଲରେ କୌଣସି ସ୍ଥାନ ନାହିଁ’ : ଲକ୍ଷ୍ନୌ  ଖେଳାଳିଙ୍କ ଉପରେ ରାଗ ଝାଡ଼ିଲେ ଗୌତମ ଗମ୍ଭୀର

ମୁମ୍ବାଇ : ମଙ୍ଗଳବାରଦିନ ଆଇପିଏଲର ଏକ ମ୍ୟାଚରେ  ଲକ୍ଷ୍ନୌ ସୁପରଜାୟାଣ୍ଟସ ଗୁଜୁରାଟ ଟାଇଟନଠାରୁ ଶୋଚନୀୟ ଭାବେ ୬୨ରନ ରେ ପରାସ୍ତ ହେବା ପରେ ଟିମ ମେଣ୍ଟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ଗୌତମ ଗମ୍ଭୀର ନିଜ ଦଳର ଖେଳାଳିମାନଙ୍କ ଉପରେ ରାଗ ଝାଡ଼ିଛନ୍ତି । ଡ୍ରେସିଂ ରୁମରେ…
ଅଧିକ ଖବର ଦେଖନ୍ତୁ...

ଜୟପୁର ପ୍ରିମିୟର ଲିଗ୍ : ଧଳ ୱାରିୟରସ୍ ୧ମ୍ ଲିଗ୍ ବିଜେତା

ଜୟପୁର: ଓରିୟନ କ୍ରିକେଟ କ୍ଲବ, ଉପଖଣ୍ଡ ଆଥଲେଟିକ୍ ଆସୋସିଏସନ୍, ବରିଷ୍ଠ କ୍ରିକେଟର ଓ କ୍ରୀଡାପ୍ରେମୀଙ୍କ ଦ୍ବାରା ଆଜି ଠାରୁ ଦଶହରାପଡ଼ିଆ (ବିକ୍ରମ ଦେବ ଷ୍ଟାଡିୟମ) ପରିସରରେ ଆରମ୍ଭ ହୋଇଛି ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)। ୧ମ୍ ଲିଗ୍ ମ୍ୟାଚରେ ୧୦ୱିକେଟରେ ଧଳ ୱାରିୟର ବିଜେତା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କଲା ଦିଲ୍ଲୀ

ମୁମ୍ବାଇ: ମୁମ୍ବାଇର ଡ.ଡିଓ୍ବାଇ ପାଟିଲ ସ୍ପୋର୍ଟ ଏକାଡେମୀଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନକୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୬୧ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୨ ୱିକେଟ ହରାଇ ୧୬୧ ରନ୍‌ କରି ବିଜୟ ହାସଲ କରିଛି ।…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ କେନ୍ଦ୍ର

ଜୟପୁର: ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ବହୁ ଶୀଘ୍ର ଜୟପୁରରେ ଖୋଲିବ। ଜୟପୁରରେ ଏହି କେନ୍ଦ୍ର ଖୋଲାଯିବାକୁ ନେଇ ଜିଲ୍ଲାପାଳ, ପିଡି ଡିଆରଡିଏ, ସିଡିଭିଓ, ପୌରନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା। ଏଥି…
ଅଧିକ ଖବର ଦେଖନ୍ତୁ...

ସାତକାଣିଆ ଛକରୁ ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ୬ ଦୋକାନ

ବାଲିଅନ୍ତା: ବାଲିଅନ୍ତା ତହସିଲ ପ୍ରତାପଶାସନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ସାତକାଣିଆ ଛକ ନିକଟରେ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ…
ଅଧିକ ଖବର ଦେଖନ୍ତୁ...