Daily Archives

May 11, 2022

ଦେଶୀ ମଦ ଚୋରାଚାଲାଣ: ୫ ଗିରଫ

ରାଉରକେଲା: ଦେଶୀ ମଦ କାରବାର ଉପରେ ରାଉରକେଲା ଅବକାରୀ ପୁଲିସ ଧରପଗଡ଼ ଜାରି ରଖିଛି। ଏହି କ୍ରମରେ ଆଜି ସେକ୍ଟର-୬ ଓ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଦେଶୀ ମଦ ଚୋରାଚାଲାଣ ଓ ଖୋଲାରେ ବିକ୍ରି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ମାସିକ ଋତୁସ୍ରାବ କାଳରେ ୧୫-୨୪ ବର୍ଷ ମଧ୍ୟରେ ୫୦% ମହିଳା ଏବେବି କପଡା ବ୍ୟବହାର କରନ୍ତି

ନୂଆଦିଲ୍ଲୀ: ସର୍ବଶେଷ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ଅନୁଯାୟୀ ୧୫-୨୪ ବର୍ଷ ବୟସର ପ୍ରାୟ ୫୦ ପ୍ରତିଶତ ମହିଳା ଏପର୍ଯ୍ୟନ୍ତ ଋତୁସ୍ରାବ କାଳରେ ସୁରକ୍ଷା ପାଇଁ କପଡା ବ୍ୟବହାର କରନ୍ତି ବୋଲି ଜାଣିବାକୁ ମିଳିଛି। ବିଶେଷଜ୍ଞମାନେ ଏହାକୁ ସଚେତନତାର ଅଭାବ ଏବଂ…
ଅଧିକ ଖବର ଦେଖନ୍ତୁ...

ପରିମଳ ନିୟମ ନମାନିଲେ ଦୋକାନ ବନ୍ଦ କରିବାକୁ ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ୱର ମେୟର ସୁଲୋଚନା ଦାସ ବିଏମସି କର୍ମଚାରୀଙ୍କ ସହ ବୁଧବାର ରାତିରେ କନଭେଣ୍ଟ ସ୍କୁଲ ପାଖ ଖାଓ ଗଳି ପରିଦର୍ଶନ କରିଛନ୍ତି। ସେଠାରେ ଥିବା ଦୋକାନଗୁଡିକ ଯେଉଁମାନଙ୍କ ନାମରେ ଆଲଟ ହୋଇଥିଲା ସେମାନେ ନଥିଲେ। ସେଥିରୁ ‌ଅନେକ ଦୋକାନ ଭଡାରେ ଚାଲିଥିବା ଜାଣିବାକୁ ପାଇ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରୁ ୧୫୦୦ ପରୀକ୍ଷାର୍ଥୀ ଗାଏବ: ଅଧିକାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି

ଖୋର୍ଦ୍ଧା: ରାଜ୍ୟରେ ଚଳିତ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୪୩ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେଇନାହାନ୍ତି, ଏହାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରେ ଚାଂଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ୧୪୬୬…
ଅଧିକ ଖବର ଦେଖନ୍ତୁ...

ଜମି ମାଫିଆଙ୍କ କବଳରେ ସରକାରୀ ବିଦ୍ୟାଳୟ ଜମି, ଉଦ୍ଧାର କରିବାକୁ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଜମି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଆଜି ଆଉ ଏକ ଘଟଣା ସମ୍ନାକୁ ଆସିଛି । ଖୋର୍ଦ୍ଧା ଓ କଟକ ସୀମାନ୍ତରେ ଥିବା ଧଳାପଥର-କଳାପଥର ସରକାରୀ ଉଚ୍ଚବିଦ୍ୟାଳୟର ଜମିକୁ କେତେକ ଜମି ମାଫିଆ ଜବରଦଖଲ କରିରଖିଥିବା ଏପରିକି ପୁଲିସ ଓ ରାଜସ୍ୱ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ଚୋର ଗ୍ୟାଙ୍ଗର ୪ ଗିରଫ: ବହୁ ଚୋରି ସାମଗ୍ରୀ ଉଦ୍ଧାର

ରାଉରକେଲା: ସେକ୍ଟର-୩ ଥାନା ପୁଲିସକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ସେକ୍ଟର ଅଞ୍ଚଳରେ ଚୋରିରେ ମାତିଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧, ଜି’ ବ୍ଲକର ରାଜେଶ ସିନ୍ଦିରିଆ(୨୫), ସେକ୍ଟର-୧ ଶନି ମନ୍ଦିର ପାଖରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଖୋର୍ଦ୍ଧା: ଆଜି ସକାଳେ ବେଗୁନିଆ ବ୍ଲକ ଅଧୀନ କୁଶପଲ୍ଲା ଠାରେ ବିଦ୍ୟୁତ୍ ଖୁଂଟ ଉପରେ ଚଢ଼ି ମରାମତି କରୁଥିବା ସହକାରୀ ଟେକ୍ନିସିଆନ୍ ସଂଜୟ କୁମାର ବେହେରାଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତେବେ ଉପଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୋତେ ଡରୁଥିବାରୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ: ବିଜେପି ନେତା ତଜିନ୍ଦର ବଗ୍ଗା

ନୂଆଦିଲ୍ଲୀ: ବିଜେପିର ଦିଲ୍ଲୀ ୟୁନିଟ୍ ମୁଖପାତ୍ର ତଜିନ୍ଦର ପାଲ ସିଂ ବଗ୍ଗା ଓ ଆମ ଆଦମୀ ପାର୍ଟି ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ତଜିନ୍ଦରଙ୍କୁ ତାଙ୍କ ଘରୁ ପଞ୍ଜାବ ପୁଲିସ ଉଠାଇ ନେବା ଏବଂ ମଝି ରାସ୍ତାରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିବା ଭଳି ନାଟକୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ଇମାମୀ ଜଗନ୍ନାଥ ମନ୍ଦିରରେ ଚନ୍ଦନଯାତ୍ରା: ଚାପଖେଳ ମୁଖ୍ୟ ଆକର୍ଷଣ

ବାଲେଶ୍ବର: ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଇମାମୀନଗର ବାଲଗୋପାଲପୁରରେ ଚନ୍ଦନଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି। ଅକ୍ଷୟତୃତୀୟାରେ ରଥ ଅନୁକୁଳ ପରେ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ସୋମବାର ଦିନ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା-ବିଜୟନଗରମ ରେଳ ରୁଟରେ ଅଘଟଣ: ଯାତ୍ରୀବାହୀ ବଗି ଛାଡ଼ି ୨ କିମି ଗଡ଼ିଲା ସମତା ଏକ୍ସପ୍ରେସ୍

ରାୟଗଡ଼ା: ରାୟଗଡ଼ା-ବିଜୟନଗରମ ରେଳ ରୁଟରେ ଆଜି ଅଘଟଣ ଘଟିଛି। ବିଶାଖାପାଟଣାରୁ ନିଜାମୁଦ୍ଦିନ (ନ୍ୟୁ ଦିଲ୍ଲୀ) ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସର ଇଞ୍ଜିନ୍ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିମି ପର୍ଯ୍ୟନ୍ତ ଗଡ଼ିଛି। କିଛି ସମୟ ପରେ ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ ସୂଚନା ପାଇ…
ଅଧିକ ଖବର ଦେଖନ୍ତୁ...