Daily Archives

May 12, 2022

ଗୋଟିଏ ସାହିର ଲୋକ ଅନ୍ୟ ସାହିକୁ ଯିବାକୁ ୪ କିମି ଚାଲୁଛନ୍ତି, ବାଟ ଓଗାଳୁଛି ଦାମଲଦେଇ ନଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପାହାଡିଆ ଓ ଦୁର୍ଗମ ଅଂଚଳ ହୋଇଥିବା ବେଳେ ଏଠାରେ ରହିଥିବା ନଦୀଗୁଡିକ ବହୁ ସମୟରେ ଲୋକଙ୍କୁ ଦୁଃଖ ଦୁର୍ଦଶାରେ ପକାଉଛନ୍ତି। ବର୍ଷ ଦିନ ହେଲେ ଏହି ପାହାଡିଆ ନଦୀରେ କ୍ଷୀପ୍ର ଗତିରେ ପାଣି ବହୁଥିବାରୁ ଲୋକେ ଦିନ ଦିନ ଧରି ବାହ୍ୟ ଜଗତରୁ ବିଛନ୍ନ ହୋଇଯାନ୍ତି,…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ମାମଲା: ହତ୍ୟାକାରୀ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା: ସବିତା ଜେନା ହତ୍ୟା ମାମଲାରେ ଦୀର୍ଘ ୮ ବର୍ଷ ପରେ ନ୍ୟାୟ ମିଳିଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାମଲାର ବିଚାର କରି ଅଭିଯୁକ୍ତ ସନ୍ତୋଷ ପଲେଇକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାନୁସାରେ, ୨୦୧୪ ସେପ୍ଟମ୍ବର ୧୪ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜେଲ ଗଲେ ଯୁବକ

ବାଲିଅନ୍ତା: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଏବଂ ପରେ ତାଙ୍କୁ ପ୍ରତାରଣା କରିବା ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲେ ପ୍ରତାପଶାସନ ମାଳଭୋଇ ସାହିର ଦୀପକ ଦଳେଇ(୨୫)। ତେବେ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକ୍ଷମ ହେଲା ଜେଏସଡବ୍ଲୁ ନିର୍ମିତ ପାରାଦୀପ ଇଷ୍ଟ କ୍ବେଏ ଟର୍ମିନାଲ

ଭୁବନେଶ୍ବର : ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଦ୍ବାରା ନିର୍ମିତ ପାରାଦୀପ ଇଷ୍ଟ କ୍ବେଏ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଏହା ହେଉଛି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଏକ ସମ୍ପୂର୍ଣ୍ଣ ଯାନ୍ତ୍ରିକ ଟର୍ମିନାଲ୍ ଯାହାର ବାର୍ଷିକ ୩୦ ମିଲିୟନ ଟନର କୋଇଲା ପରିଚାଳନା କ୍ଷମତା ରହିଛି । ଏହି କୋଇଲା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ-୨୦୨୨ର ୫୯ତମ ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୪.୫ ଓଭରରେ ୫ ୱିକେଟ ହରାଇ ୧୦୩ ରନ୍‌ କରିଛି ମୁମ୍ବାଇ। ରୋହିତ ଶର୍ମାଙ୍କ…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନିୟରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା; ୧୪ ଦିନ ପାଇଁ ଜେଲଗଲେ କଂଗ୍ରେସ ବିଧାୟକ

ଜୟପୁର: ଇଞ୍ଜିନିୟରମାନଙ୍କୁ ମାଡ଼ ମାରିବା ଘଟଣା ରାଜସ୍ଥାନର ଜଣେ କଂଗ୍ରେସ ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇଞ୍ଜିନିୟରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ବିଧାୟକଙ୍କୁ ଆଜି ଅପରାହ୍ନରେ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି। ଗୁରୁବାର ରାଜସ୍ଥାନର ଢୋଲପୁରର ଏକ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ମାମଲାରେ ଜେଲ ଗଲେ ଗଜପତି ଜିଲ୍ଲା ପୂର୍ବତନ ସିଡିଭିଓ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପୂର୍ବତନ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼ଃ. ଜଳନ୍ଧର ମଲ୍ଲିକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଅଦାଲତ ଦୁଇଟି କେସରେ ଚାରିବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ଘୋଷଣା କରିଛନ୍ତି। ୨୦୨୧ମସିହାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପଶୁ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

‘ସୁଶିକ୍ଷିତ ଏବଂ ଉଚ୍ଚତାଲିମପ୍ରାପ୍ତ ନର୍ସିଂ ମାନବସମ୍ବଳ ସମୟର ବଡ଼ ଆହ୍ୱାନ’

ଭୁବନେଶ୍ୱର: କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ ଏକ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ବୈଠକ ପାଇଁ ଉଦୟପୁର ଆସିପାରିବେନି ବିଜେପି ନେତା! ରାଜସ୍ଥାନ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସବୁଠି ନିନ୍ଦା

ଜୟପୁର: ରାଜସ୍ଥାନର ଉଦୟପୁରରେ କଂଗ୍ରେସ ଦଳର ଚିନ୍ତନ ଶିବିର ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କଂଗ୍ରେସ ଦଳର ଏହି ଚିନ୍ତନ ଶିବିରକୁ ନେଇ ଜୋରଦାର ଆଲୋଚନା ଚାଲିଛି | ତେବେ ଶିବିର ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ଉଦୟପୁରରେ ଏକ ବଡ଼ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ରାୟପୁରରେ ହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି।  ତେବେ ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...