ବିଭିନ୍ନ ଥାନା ପକ୍ଷରୁ ଚଢଉ, ୪୦୧ କିଲୋ ଗଞ୍ଜେଇ ଜବତ, ୩ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଗଞ୍ଜେଇ ଚାଲାଣ ରକିବାରେ ସଫଳତା ପାଇ ଚାଲିଛି। ଆଜି ବିଭିନ୍ନ ଥାନା ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଆସାମୀକୁ ଗିରଫ କରାଯାଇଥିବା ଜଣଆପଡିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...