ଲାଞ୍ଚ କାରବାର: ବିବାଦରେ ରାୟଗଡ଼ା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ୭ ମାସରେ ଧରା ପଡ଼ିଲେଣି ୨ ଅଧୀକ୍ଷକ
ରାୟଗଡ଼ା: ମଦ ଦୋକାନ, ବାର୍, ଦେଶୀ ଭାଟିରୁ ଆଦାୟ ହେଉଛି ମାସିକିଆ ଚାନ୍ଦା। ଆଦାୟ ଲକ୍ଷାଧିକ ଟଙ୍କାକୁ ପର୍ଯ୍ୟାୟକ୍ରମେ ବାଣ୍ଟି ନେଉଛନ୍ତି ବିଭାଗୀୟ ଅଧିକାରୀ। ଭେଣ୍ଡରଙ୍କ ନିକଟରୁ ମଦ ଉଠାଇ ଗାଁରେ ବିକ୍ରି କରୁଥିବା ଦୋକାନୀ ବି ଦେଉଛନ୍ତି ମାସିକିଆ ହାତଗୁଞ୍ଜା। ଏଥିସହ ମଦ ଚୋରା ଚାଲାଣ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...