Daily Archives

May 14, 2022

ଲୋକ ଅଦାଲତ: ରାଜ୍ୟରେ ୧୧ ହଜାର ୮୩୫ଟି ମାମଲା ଫୈସଲା

କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ…
ଅଧିକ ଖବର ଦେଖନ୍ତୁ...

ଦାଦନ ଯାଇ ଶବ ହୋଇ ଫେରିଲେ 

ଚନ୍ଦ୍ରଗିରି: ଗାଁକୁ ଶବ ହୋଇ ଫେରିଲେ ଦାଦନ ଶ୍ରମିକ। ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ଗ୍ରାମର ସନ୍ତୋଷ ସଭାନାୟକ(୩୭)ଙ୍କ ଶବ ଗ୍ରାମକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ କେରଳରର…
ଅଧିକ ଖବର ଦେଖନ୍ତୁ...

ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ;

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କରଠାରେ ଶୁକ୍ରବାର ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏଥିପାଇଁ ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା ଓ ମନ୍ଦିର ପରିସରରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ପୂଜା ତଥା ଯଜ୍ଞରେ ଖପ୍ରାଖୋଲ ବିଡିଓ…
ଅଧିକ ଖବର ଦେଖନ୍ତୁ...

ପୋଖରୀ ଖନନ ବେଳେ ମିଳିଲା ରତ୍ନ ପଥର; ପୁଲିସ ମୁତୟନ, ୧୪୪ ଧାରା ଜାରି

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତ ଶରଧାପାଲି ଗ୍ରାମରେ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଖରୀ ଖନନରେ ବାହାରୁଥିବା ମାଟିରେ ବିଭିନ୍ନ ରଙ୍ଗର କେତେକ ରତ୍ନ ପଥର ସ୍ଥାନୀୟ ଲୋକେ ପାଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ…
ଅଧିକ ଖବର ଦେଖନ୍ତୁ...

ବର୍ଷ ଶେଷ ସୁଦ୍ଧା ଯୁଦ୍ଧ ହାରିବ ରୁଷ: ୟୁକ୍ରେନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୭୯ ଦିନ ବିତିଗଲାଣି। ହେଲେ ଏବେ ବି ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିଛି ରୁଷ। କିଛି ଦିନ ତଳେ ରୁଷ ବିଜୟ ଦିବସ ପାଳନ କରିଥିବା ବେଳେ ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଏବେ ଏକ ବଡ଼ ଦାବି କରିଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସମାନ ହସ୍ପିଟାଲ୍‌ରେ ଗୋଟାଏ ଦିନରେ ୨ ଶିଶୁପୁତ୍ରଙ୍କୁ ଜନ୍ମଦେଲେ ଯାଆଁଳା ଭଉଣୀ

ୱାଶିଂଟନ୍‌: ଯମଜ ଭଉଣୀ ଏକା ସାଥୀରେ ଗୋଟାଏ ହସ୍ପିଟାଲ୍‌ରେ ମାଆ ବନିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ଏକ ଚମତ୍କାର ବୋଲି କହୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି। ସେ ଦୁଇ ଜଣ ପିଲାଙ୍କ ବି ସମାନ ଓଜନ ଓ ସମାନ ଦେଖିବାକୁ। ଆମେରିକାର ଏହି ଯାଆଁଳା ଭଉଣୀ ୨ ଜଣ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦ ଆଗରେ ୧୭୮ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୬୨ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା । ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇନିଂସ ଆରମ୍ଭରୁ ଭେଙ୍କଟେଶ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ: ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ର (୮୯)ଙ୍କ ପରଲୋକ ଘଟିଛି। ସିଡିଏ ସେକ୍ଟର-୬ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଶେଷଶଯ୍ୟା ନିକଟରେ ପୁତ୍ର ବିଶିଷ୍ଟ ଆଇନଜୀବୀ ଅରୁଣ କୁମାର ମିଶ୍ର, ଜ୍ବାଇଁ ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ଅଟକିଗଲା ଚଳନ୍ତା ଟ୍ରେନ୍; ଖୋଲିଲାନି ଦ୍ବାର, ଘଣ୍ଟାଘଣ୍ଟା ଧରି ହନ୍ତସନ୍ତ ହେଲେ ଯାତ୍ରୀ, ନକରିବା କାମ ବି…

ନୂଆଦିଲ୍ଲୀ: ବିଦୁତ୍ କାଟ ହେବାରୁ ଟ୍ରାକ ମଝିରେ ଅଟକି ଗଲା ଟ୍ରେନ୍ । ଯାହାଦ୍ବାରା ଟ୍ରେନରେ ପୂରା ଅନ୍ଧାର ହୋଇଗଲା । ଘଣ୍ଟାଘଣ୍ଟା ଧରି ଗୋଟିଏ ସ୍ଥାନରେ ଟ୍ରେନଟି ଛିଡ଼ାହୋଇ ରହିଲା । ଏପରିକି ଶୌଚାଳୟର କବାଟ ମଧ୍ୟ ଖୋଲି ନ ଥିଲା, ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ମୁତ୍ରତ୍ୟାଗ କରିବାକୁ…
ଅଧିକ ଖବର ଦେଖନ୍ତୁ...

ନାଟୋ ନ୍ୟୁକ୍ଲିୟର ଫୋର୍ସ ମୁତୟନ କଲେ ଆମେ ବି କରିବୁ : ରୁଷ

ମସ୍କୋ : ରୁଷ ଓ ନାଟୋ ମଧ୍ୟରେ ଥିବା ଅହି-ନକୁଳ ସଂପର୍କ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଫିନଲାଣ୍ଡ୍ ଓ ଆଉ କେତେକ ୟୁରୋପୀୟ ଦେଶ ନାଟୋରେ ମିଶିବାକୁ ନିଷ୍ପତ୍ତି ନେବା ପରେ ରୁଷ ଚିନ୍ତିତ ହୋଇପଡ଼ିଛି । ଏହା ସହିତ ରୁଷ ପକ୍ଷରୁ ପରୋକ୍ଷରେ ନାଟୋକୁ ଚେତାବନୀ ଦିଆଯାଇଛି । ରୁଷର…
ଅଧିକ ଖବର ଦେଖନ୍ତୁ...