Daily Archives

May 15, 2022

ତାତିରେ ଜନଜୀବନ ଅସ୍ତବ୍ୟସ୍ତ, ଶୁଖିଲା ପୋଖରୀରେ ଗାଁ ପିଲାଙ୍କ ମଉଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ଣର ପ୍ରକୋପ ବଢିବାରେ ଲାଗିଛି। ରବିବାର ମାଲକାନଗିରିରେ ପାରଦ ୪୩ ଡିଗ୍ରୀ ଟପିଛି। ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରତବର୍ଷ ମେ’ ମାସରେ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୁଏ। ପାରଦ ୪୦ ଡିଗ୍ରୀରୁ କମି ନଥାଏ। ଗରମ ଯୋଗୁଁ ଦିନ ଦଶଟା…
ଅଧିକ ଖବର ଦେଖନ୍ତୁ...

ଜିଆରଏସଙ୍କ ଆକ୍ରମଣ ପରେ ଗ୍ରାମବାସୀଙ୍କ ସହ ଏସପିଙ୍କୁ ଭେଟିଲେ ସରପଞ୍ଚ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ବନିତିଆ ପଞ୍ଚାୟତର ସରପଞ୍ଚଙ୍କୁ ସ୍ଥାନୀୟ ଜିଆରଏସ ମାଡ଼ ମାରିବା ନେଇ ଏସପିଙ୍କୁ ଭେଟିଲେ ସରପଞ୍ଚ ଓ ଗ୍ରାମବାସୀ। ନବ ନିର୍ବାଚିତ ସରପଞ୍ଚ ଙ୍କୁ ସହଯୋଗ ନକରିବା ସହ ଦୁର୍ନୀତିରେ ସମ୍ପୃକ୍ତି ଥିବା ଜିଆରଏସଙ୍କୁ ବଦଳି ପାଇଁ ଲେଖିଥିଲେ ସରପଞ୍ଚ। ସୂଚନାଯୋଗ୍ୟ ଯେ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌କୁ ୨୪ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୩ତମ ମ୍ୟାଚ୍‌ରେ ଲକ୍ଷ୍ନୌକୁ ୨୪ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୧୭୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୪ ରନ୍‌ କରି ପରାସ୍ତ ହୋଇଛି । ଲକ୍ଷ୍ନୌ ପକ୍ଷରୁ ଦୀପକ…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରାଳୟ ରଦ୍ଦ କରିଥିବା ୭୨ ହଜାର ପଦବୀରେ ଯୁବପିଢିଙ୍କୁ ନିଯୁକ୍ତି ମିଳୁ

ନୂଆଦିଲ୍ଲୀ: ସିପିଆଇ-ଏମ ରାଜ୍ୟସଭା ସାଂସଦ ଡକ୍ଟର ଭି.ଶିବଦାସନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ତାଙ୍କୁ ରେଳବାଇ ରଦ୍ଦ କରିଥିବା ୭୨ ହଜାର ପଦବୀରେ  ଆଶାୟୀ ଯୁବପିଢିଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ରେଳବାଇ ୭୨ ହଜାରରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଶରଦ ପାୱାରଙ୍କ ବିରୋଧରେ ‘ଆପତ୍ତିଜନକ’ ପୋଷ୍ଟିଂ କରି ଗିରଫ ହେଲେ ଅଭିନେତ୍ରୀ; ରୁଜୁ ହେଲା ଆଉ ୩ଏଫଆଇଆର

ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଏକ ଅପମାନଜନକ ପୋଷ୍ଟିଂ କରି ହରଡ଼ଘଣାରେ ଫସିଥିବା ମରାଠୀ ଅଭିନେତ୍ରୀ କେତକୀ ଚିଟାଲେଙ୍କ ପାଇଁ ଅଡ଼ୁଆ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଘଟଣାକୁ କେନ୍ଦ୍ରକରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଚନ୍ଦକାରେ ଟଳିପଡିଲା ନନ୍ଦ, ଉଠିବାକୁ ପାଉନି ବଳ

ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡିବାରି ଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ (୩୫) ଶନିବାର ଅଚାନକ ଟଳି ପଡିଲା। ଛାଟିପିଟି ହୋଇ ଉଠିବାକୁ ଚେଷ୍ଟା କରିଲେ ବି ଉଠି ପାରିଲା ନାହିଁ। ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା। ରବିବାର ଓୟୁଏଟି ପ୍ରାଣୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ଜେଲ୍ ଗଲେ…: ନବନୀତ୍ ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ଅନୁମାନ ଚାଳିଶା ପଢ଼ିବାର ଧମକ ଦେଇ ଗିରଫ ହୋଇଥିଲେ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣ ଓ ରବି ରାଣା। ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ବେଳେ ଗଣମାଧ୍ୟମ ଆଗରେ ଖୁଲମ ଖୁଲା ଉଦ୍ଧବ ଠାକରେଙ୍କୁ ଟା‌ର୍ଗେଟ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୧୭ରେ ରେଳରୋକ

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ। ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନର ଷ୍ଟପେଜ୍‌ ଥିଲା। କିନ୍ତୁ କରୋନା ଯୋଗୁଁ ହୀରାଖଣ୍ଡ ଓ ପୁରୀ-ତିରୁପତି ‌ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ରହଣି ଉଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ଅଟଳ ଟିଂକରି ଲ୍ୟାବ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ୟୁନିଟ-୩ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଟିଂକରି ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ଉଦ୍ୟମଶୀଳତା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶରେ ୧୦ ହଜାର କୋଟି ଟଙ୍କା ଠକି ଭାରତରେ ଲୁଚିଥିଲେ ଠକକୁ ବାନ୍ଧିଲା ଇଡି

କୋଲକାତା: ପଶ୍ଚିମବଙ୍ଗର ପ୍ରାୟ ୧୧ଟି ସ୍ଥାନ ଉପରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ଭାରତରେ ବେଆଇନ ଭାବେ ଲୁଚି ରହିଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଆଜି ଇଡି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ହାଲଦାର ଓରଫ ପି.କେ ହାଲଦାରକୁ ଗିରଫ କରିଛି | ଅଭିଯୋଗ ମୁତାବକ…
ଅଧିକ ଖବର ଦେଖନ୍ତୁ...