Daily Archives

May 15, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂରା ଦିନ ପ୍ରସନ୍ନ ରହିବେ। ପ୍ରତ୍ୟେକ କାମ ସହଜରେ ପୂରା କରିବେ। ଅଧିକାରୀଙ୍କ ମତ ଆପଣଙ୍କୁ ପସନ୍ଦ ଆସିବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ‌ ବୃଷ: ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିବ। ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ କ୍ବାର୍ଟର୍ସରେ ଅଭାବନୀୟ ଘଟଣା: କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ପୁଲିସ ବିଭାଗରେ ରବିବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଏସ୍‌ପି କାର୍ଯ୍ୟାଳୟ ପଛପଟେ ପୁଲିସ ଷ୍ଟାଫ୍‌ କ୍ବାର୍ଟର୍ସରେ ରହୁଥିବା ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ତାଙ୍କ କ୍ବାଟର ଭିତରୁ ଉଦ୍ଧାର କରାଯାଇଛି। ମୃତ କନେଷ୍ଟବଳଙ୍କ ନାଁ କରୁଣାକର…
ଅଧିକ ଖବର ଦେଖନ୍ତୁ...

‘ରାଜ୍ୟସଭା ଦୌଡ଼’ରେ ମୁଁ କିମ୍ବା ମୋ ପରିବାରର କେହି ନାହାନ୍ତି: ଶିଳ୍ପପତି ଗୌତମ ଆଦାନୀ

ଅମରାବତୀ: ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ କିମ୍ବା ତାଙ୍କ ପତ୍ନୀ ପ୍ରୀତି ରାଜ୍ୟସଭା ଦୌଡ଼ରେ ନାହାନ୍ତି ବୋଲି ରବିବାର ଅପରାହ୍ନରେ ସ୍ପଷ୍ଟ କରି ଦେଇଛନ୍ତି ଖୋଦ୍‌ ଗୌତମ ଆଦାନୀ। ଶିଳ୍ପପତି ଆଦାନୀଙ୍କ ଏହି ଘୋଷଣା ପରେ ଆସନ୍ତା ଜୁନ୍‌ ୧୦ରେ…
ଅଧିକ ଖବର ଦେଖନ୍ତୁ...

ଖମ୍ବେଶ୍ୱରୀଙ୍କ ମଣ୍ଡେଇ ଯାତ୍ରାର ପ୍ରଥମ ଦିନରେ ରକ୍ତ ରଞ୍ଜିତ ହେଲା ଦେବୀପୀଠ

ଚନ୍ଦାହାଣ୍ଡି: କରୋନା କଟକଣାରେ ଦୀର୍ଘ ୨ବର୍ଷ ହେବ ଅନୁଷ୍ଠିତ ହୋଇ ନଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତଥା ପାନାବେଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ଵରୀଙ୍କ ମଣ୍ଡେଇ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହୋଇଛି। ମଣ୍ଡେଇ ଯାତ୍ରାର ପ୍ରଥମଦିନ ଦେବୀଙ୍କ ଆସ୍ଥାନ ନିକଟରେ ଶହଶହ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ବିଜେଡି ପ୍ରଚାରର ମଙ୍ଗ ଧରିବେ ମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ କଟକ ମେୟର ସୁବାସ ସିଂ ଓ ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି। ବିଜେଡି ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌କୁ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୩ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ରବିବାର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ବିପକ୍ଷରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି…
ଅଧିକ ଖବର ଦେଖନ୍ତୁ...

ବିକାଶ ଏବଂ ମାଗଣା ବିଦ୍ୟୁତ୍ ଚାହୁଁଥିଲେ ଆପକୁ ଭୋଟ ଦେବେ; କେରଳରେ ଟ୍ୱେଣ୍ଟି ୨୦ ପାର୍ଟି ସହ ମେଣ୍ଟ କରିବା ପରେ…

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବରେ ଜିତିବା ପରେ କେରଳରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତ ହେଲାଣି ଆମ୍ ଆଦମୀ ପାର୍ଟି(ଆପ୍)। ଏନେଇ ଆଜି କେରଳରେ ଟ୍ୱେଣ୍ଟି ୨୦ ପାର୍ଟି ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ରେଳଷ୍ଟେସନରେ ଫସିଥିବା ଟ୍ରେନରୁ ଯାତ୍ରୀଙ୍କୁ ଏୟାରଲିଫ୍ଟ କଲା ବାୟୁସେନା

ଗୌହାଟୀ: ଟ୍ରେନରେ ଫସିରହିଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କଲା ଭାରତୀୟ ବାୟୁସେନା | ଆସାମର ଦିମା ହସାଓ ଜିଲ୍ଲାର ଡିଟୋକଚେରା ରେଳ ଷ୍ଟେସନରେ ଫସିରହିଥିବା ୧୫୬୧୬ ସିଲଚର-ଗୌହାଟୀ ଏକ୍ସପ୍ରେସରେ ଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି | ଲଗାଣ ବର୍ଷା ଓ ଭୂସ୍ଖଳନ ପାଇଁ ରାଜ୍ୟର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଫାଇନାନ୍ସ କର୍ମଚାରୀଙ୍କ ଦବଙ୍ଗଗିରି; ଛଡ଼ାଇ ନେଲେ ବୋଲେରୋ, ଯାତ୍ରୀ ହୀନସ୍ତା

ଧଉଳି:ଭୁବନେଶ୍ବର- ପୁରୀ ଜାତୀୟ ରାଜପଥର ଧଉଳି ଛକ ଏବଂ ଉତ୍ତରା ଛକ ମଧ୍ୟରେ ଏବେ ଘରୋଇ ଫାଇନାନ୍ସ କର୍ମଚାରୀ ଦବଙ୍ଗଗିରି ଚଳାଇଛନ୍ତି। କିସ୍ତି ଖିଲାପ କରୁଥିବା ବାଇକ ଓ ଚାରି ଚକିଆ ଯାନ ଛଡ଼ାଇ ନେଉଛନ୍ତି। ଏମିତିକି ପ୍ରତିବାଦ କଲେ ଗାଡ଼ି ମାଲିକମାନଙ୍କୁ ମାଡ଼ ମାରିବାକୁ ବି ସେମାନେ ପଛାଉ…
ଅଧିକ ଖବର ଦେଖନ୍ତୁ...

ଥମାସ୍ କପ୍ ବିଜେତା ଭାରତୀୟ ଦଳକୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ପଦକ୍ଷେପ ନେଇ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଭାରତୀୟ ପୁରୁଷ ବ୍ୟାଡମିଂଟନ୍ ଦଳ, ଯିଏ ପ୍ରଥମ ଥର ପାଇଁ ପ୍ରତିଷ୍ଠିତ ଥମାସ୍ କପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି, ସେହି ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା…
ଅଧିକ ଖବର ଦେଖନ୍ତୁ...