Daily Archives

May 16, 2022

ମୁକାଗୁଡାରେ ଉତ୍କଟ ଜଳ ସମସ୍ୟା, ୨୦୦ ଲୋକଙ୍କୁ ଗୋଟିଏ ନଳକୂପ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତର ମୁକାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଲକ୍ଷ୍ୟ କରାଯାଇଛି। ଏହି ଗ୍ରାମରେ ପ୍ରାୟ ୪୦ ଘର ରହିଥିବା ବେଳେ ୨୦୦ରୁ ଉର୍ଦ୍ଧ୍ବ ବସବାସ…
ଅଧିକ ଖବର ଦେଖନ୍ତୁ...

ବିଷଧର ସାପ କାମୁଡାରେ ନାବାଳକର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗିରିଲି ଗୁଡ଼ା ଗ୍ରାମରେ ଜଣେ ୫ ବର୍ଷର ନାବାଳକର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତ ନାବାଳକ ନବରଙ୍ଗପୁର ଥାନା ସିନ୍ଧିଗାଁର ନନ୍ଦ ଗଡ଼ିଆର ପୁଅ। ବୟସ ୫ ବର୍ଷ। ମୃତ ନାବାଳକର ବାପା ନନ୍ଦ ଗଡ଼ିଆ ଏ ନେଇ ଡାବୁଗାଁ ଥାନାରେ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଫସର ଫାଟିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଯବାନ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଘଟଣା ଅନୁଯାୟୀ ପାଲମପାଲୀ ଥାନା ଅନ୍ତର୍ଗତ ଆଟୁଲପାରା ଜଙ୍ଗଲରେ ନକ୍ସଲ ଏକ ଆମ୍ବ ଗଛତଳେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୁରକ୍ଷାକର୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ପଂଜାବ୍‌ କିଙ୍ଗ୍‌ସକୁ ୧୭ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୪ତମ ମ୍ୟାଚ୍‌ରେ ପଂଜାବ କିଙ୍ଗ୍‌ସକୁ ୧୭ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଂଜାବ ୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ୍‌ କରି ପରାସ୍ତ ହୋଇଛି । ପଂଜାବ ପକ୍ଷରୁ ଜିତେଶ ଶର୍ମା…
ଅଧିକ ଖବର ଦେଖନ୍ତୁ...

କୁନି ପୁଅ-ମା’ଙ୍କ ମୁହଁରେ ହସ: ଔଷଧ-ରାସନ୍‌ ସାମଗ୍ରୀ ଯୋଗାଇଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର: ରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର। ଦୁଃଖର ଭାରକୁ ନିଜ କାନ୍ଧରେ ବୋହି ରୋଗିଣା ମା’ର ଚିକିତ୍ସା ପାଇଁ ପରିବା ବିକୁଥିଲା ୧୩ ବର୍ଷର ପୁଅ ଆକାଶ । ଗ୍ରାହକ ପରିବା କିଣିବା ପରେ ସେହି ପଇସାରେ ମା’ ପାଇଁ ଔଷଧ ନେବାକୁ ଜଗି…
ଅଧିକ ଖବର ଦେଖନ୍ତୁ...

ବିଜେଡି ସୁପ୍ରିମୋଙ୍କ ସମବାୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ବର: ଆସନ୍ତା ମାସରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ସଂକ୍ରାନ୍ତରେ ସୋମବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମବାୟ ନିର୍ବାଚନ କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଗହମ ରପ୍ତାନି ବନ୍ଦ ନିଷ୍ପତ୍ତିକୁ ନେଇ ଭାରତ ସହ ଠିଆ ହେଲା ଚୀନ

ନୂଆଦିଲ୍ଲୀ: ଗହମ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପରେ ଗହମ ମୂଲ୍ୟରେ ବୃଦ୍ଧି ଘଟିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଗହମ ଯୋଗାଣ ପ୍ରଭାବିତ ହୋଇଥିବାବେଳେ ଗହମ ଦର ବୃଦ୍ଧି ପାଉଛି | ବର୍ତ୍ତମାନ ଏହି ପ୍ରସଙ୍ଗରେ ଚୀନ୍…
ଅଧିକ ଖବର ଦେଖନ୍ତୁ...

କରାଚିର ବୋଲ୍ଟନ ବଜାରରେ ବିସ୍ଫୋରଣ, ଜଣେ ମୃତ, ୧୨ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଦର ସହର କରାଚିର ଖରାଦର ଅଞ୍ଚଳରେ ଥିବା ବୋଲ୍ଟନ ବଜାରରେ ସୋମବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟିଛି। ଜଣେ ମହିଳାଙ୍କ ଜୀବନ ଯାଇଛି। ପ୍ରାୟ ୧୨ଜଣ ଗୁରୁତର ହୋଇଛନ୍ତି। କରାଚିର ଖରାଦର ଅଞ୍ଚଳରେ ରହିଛି ବୋଲ୍ଟନ ବଜାର। ଏହା କରାଚିର ଏକ ବ୍ୟବସାୟିକ ହବ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ଦୁଇ ଜଣ ଶିକାରୀଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କଲା ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ତିନି ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କରିଥିବା ଦୁଇ ଜଣ ଶିକାରୀଙ୍କୁ ଆଜି (ସୋମବାର) ବିଭିନ୍ନ ସ୍ଥାନରେ ଚଢାଉ ଏବଂ ସର୍ଚ୍ଚ ଅପରେସନ କରି ଏନକାଉଣ୍ଟର ଦ୍ୱାରା ହତ୍ୟା କରାଯାଇଛି ବୋଲି ପୁଲିସ କହିଛି। ସୂତ୍ରରୁ ପ୍ରକାଶ ଯେ ଏନକାଉଣ୍ଟରରେ…
ଅଧିକ ଖବର ଦେଖନ୍ତୁ...

ଭଗବାନ ବୁଦ୍ଧଙ୍କ ପ୍ରତି ଥିବା ଭକ୍ତି ଭାରତ ଏବଂ ନେପାଳକୁ ଏକତ୍ର କରିରଖିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଅ‌ାଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳ ଗସ୍ତ ସମୟରେ ତାଙ୍କର ପ୍ରତିପକ୍ଷ ସେର୍‌ ବାହାଦୁର ଦେଉବାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ମନ୍ଦିର ପରିଦର୍ଶନ କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...