Daily Archives

May 16, 2022

ସେଫଟିସେମିଆ ସଂକ୍ରମଣରେ ଆକ୍ରାନ୍ତ ଥିଲା ‘ନନ୍ଦ’

ବାରଙ୍ଗ: ଅଚାନକ ଟଳିପଡି ଚିକିତ୍ସାଧିନ ଥିବା ଚନ୍ଦକା ଅଭୟାରଣ୍ୟର କୁମକି ପ୍ରଶିକ୍ଷିତ ଦନ୍ତା ହାତୀ ‘ନନ୍ଦ’ ଶେଷରେ ଚିରନିଦ୍ରାରେ ଶୋଇଗଲା। ସୋମବାର ପାହାନ୍ତିଆ ପ୍ରହର ୪ଟା ବାଜିବାକୁ କେଇଟା ମିନିଟ ବାକି ଥିଲା ଚନ୍ଦକା ହସ୍ତୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ସବୁଦିନ ପାଇଁ ଆଖି ବୁଜିଲା।…
ଅଧିକ ଖବର ଦେଖନ୍ତୁ...

ଋଷର ମୁଣ୍ଡବିନ୍ଧା ବଢାଉଛନ୍ତି ସ୍ୱିଡ଼େନ ଓ ଫିନଲ୍ୟାଣ୍ଡ: ନାଟୋର ସଦସ୍ୟତା ପାଇଁ କଲେ ଘୋଷଣା

ନୂଆଦିଲ୍ଲୀ: ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବାର ପ୍ରାୟ ତିନି ମାସ ବିତିଗଲାଣି ଏବଂ ଯୁଦ୍ଧ ଏକ ମୋଡ଼ରେ ପହଞ୍ଚି ପାରୁନାହିଁ। ଏହି ସମୟରେ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ଋଷ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛନ୍ତି। ଋଷର ସୀମାକୁ ଲାଗିଥିବା ଉଭୟ ଦେଶ ନାଟୋର ସଦସ୍ୟତା ନେବାକୁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ବୁଝି ବିଚାରି ସମସ୍ୟାର ସମାଧାନ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ। ‌ ବୃଷ: ଆପଣଙ୍କ ମସ୍ତିଷ୍କକୁ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଅସହ୍ୟ ହେଉଛି କି ଗ୍ରୀଷ୍ମ ତାତି? ସାଥୀରେ ନେଇପାରିବେ ଏହି ପୋର୍ଟେବଲ୍‌ ଫ୍ୟାନ୍‌, ଦର ୫୦୦ ଟଙ୍କାରୁ କମ୍‌

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରା ଯୋଗୁ ହେଉଥିବା ଗରମ ଲୋକଙ୍କ ଅବସ୍ଥା ଖରାପ କରି ରଖିଛି। ଲୋକେ କିପରି ନିଜ ଶରୀରକୁ ଟିକେ ଥଣ୍ଡା କରିପାରିବେ ସେ ନେଇ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହାରି ମଧ୍ୟରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି ଏକ ପୋର୍ଟେବଲ୍‌ ଫ୍ୟାନ୍‌। ଘରୁ ହେଉ ବା ଅଫିସ୍‌ ହେଉ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ପଂଜାବ୍‌ କିଙ୍ଗ୍‌ସ ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୪ତମ ମ୍ୟାଚ୍‌ ପଂଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ ଷ୍ଟାଡିୟମ୍‌ରେ ସୋମବାର ଟସ୍‌ ଜିଣି ପଂଜାବ୍‌ର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଧର୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତସଲିମାଙ୍କ ଟ୍ବିଟ୍; ସବୁ ଧର୍ମ ପାଇଁ ଏକ ବଡ଼ ପ୍ରାର୍ଥନା ହଲ୍ ହେବା ଦରକାର

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ବୟାନ ପାଇଁ ବିବାଦରେ ରହିଆସିଛନ୍ତି ପ୍ରସିଦ୍ଧ ଲେଖିକା ତସଲିମା ନସରିନ। କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଝିଅକୁ ରେଡ଼ିମେଡ଼ ବୋଲି କହି ବିବାଦରେ ଛନ୍ଦି ହୋଇଥିବା ତସଲିମା ଏବେ ଜ୍ଞାନବାପିି ମସଜିଦକୁ ନେଇ ନିଜର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଟ୍ରାକ୍ଟର ଆରୋହୀଙ୍କ ମୃତ୍ୟୁ, ବାଇକ ଚାଳକ ଗୁରୁତର

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବଡମୁଣ୍ଡା ଛକ ନିକଟରେ ଏକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଆଜି ଅପରାହ୍ନରେ କୋନ୍ଦିଓଡା ପଟରୁ ଏକ ଟ୍ରାକ୍ଟର ଆସୁଥିବା ବେଳେ ଚନ୍ଦାହାଣ୍ଡି ପଟୁ ଏକ…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଯିବ ଇମ୍ରାନ-ଅବନ୍ତିକାଙ୍କ ଯୋଡ଼ି ! ନିଜ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁନାହାନ୍ତି ଅଭିନେତା

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତା ତଥା ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ଙ୍କ ବୈବାହିକ ଜୀବନକୁ ନେଇ ଏକ ବଡ଼ ଖବର ମିଳିଥିଲା । ଇମ୍ରାନ ନିଜ ପତ୍ନୀ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଆଉ ଦିନକ ପାଇଁ ପେଟ୍ରୋଲ ଗଛିତ ଅଛି: ଦେଶବାସୀଙ୍କୁ ଏଭଳି କହିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଜି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ ସୋମବାର କହିଛନ୍ତି ଯେ, 'ମୁଁ ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ପ୍ରସ୍ତାବ ଦେଇଛି, ଯାହା ବର୍ତ୍ତମାନ କ୍ଷତିରେ ଚାଲୁଛି' | ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସାନ୍ତାଳୀ ସମାଜକୁ ଆଶାର ଆଲୋକ ଦେଖାଇଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ଏକଦା ସାନ୍ତାଳୀମାନେ ସମାଜର ମୁଖ୍ୟ ସ୍ରୋତଠାରୁ ଅନେକ ଦୂରରେ ଥିଲେ। ନିଜସ୍ବ ପରିଚୟ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ହେଲେ ପରବର୍ତୀ ସମୟରେ ସାନ୍ତାଳୀ ସମାଜ ଆଶାର ଆଲୋକ ଦେଖିଛି। ବିକାଶଶୀଳ ଭାରତବର୍ଷରେ ନିଜର ସ୍ଥିତିକୁ ଜାହିର କରିଛି।…
ଅଧିକ ଖବର ଦେଖନ୍ତୁ...