Daily Archives

May 16, 2022

ଭିନ୍ନକ୍ଷମ ପିଲା ସହ ଦୁର୍ବ୍ୟବହାର କରିଛି ଇଣ୍ଡିଗୋ: ଡିଜିସିଏ

ନୂଆଦିଲ୍ଲୀ: କିଛି ଦିନ ତଳେ ସ୍ବାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା’ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌’ର ଜଣେ ପ୍ରତିନିଧି ବିମାନ ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବରେ ଗୁଡ୍‌ ମର୍ଣ୍ଣିଂ ପୋଷ୍ଟ୍‌ କରି ଟ୍ରୋଲ୍‌ ହେଲେ ବିଗ୍‌ ବି; ଟ୍ରୋଲ୍‌ରଙ୍କୁ ଦେଲେ ଏପରି ଜବାବ

ମୁମ୍ବାଇ: ବଲିଉଡ୍‌ର ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କଥାରେ କେହି ହରାଇ ପାରିବେନି। ସୋସିଆଲ୍‌ ମିଡିଆରେ ସଦା ସକ୍ରିୟ ରହୁଥିବା ଅମିତାଭ ଟ୍ରୋଲ୍‌ର୍ସଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦେଇଥାନ୍ତି। ପୂର୍ବରୁ ସେ ସୋସିଆଲ୍‌ ମିଡିଆରେ ଅନେକ ଟ୍ରୋଲ୍‌ର୍ସଙ୍କୁ ମୁହଁତୋଡ଼ ଜବାବ…
ଅଧିକ ଖବର ଦେଖନ୍ତୁ...

୨୭ ବର୍ଷ ପରେ ବି ମିଳିଲାନି ଘର, ଏଣିକି ୭ ଗୁଣ ଅଧିକ ଟଙ୍କା ଦେବେ ବିଲଡର

ମୁମ୍ବାଇ: ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ | ଆଉ ଘରଟିଏ କରିବା ପାଇଁ ବା ବିଲ୍ଡରଠାରୁ ପାଇବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି | କିନ୍ତୁ ଅନେକ ଥର କ୍ରେତାମାନେ ବିଲଡର କିମ୍ବା ଅନ୍ୟ କାରଣରୁ ଘର ଠିକ୍ ସମୟରେ ପାଇ ନ ଥାନ୍ତି | ନିକଟରେ, ନଭି ମୁମ୍ବାଇରୁ ଏପରି ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍: ଓଡ଼ିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା-ସୁଜାତା

ଭୁବନେଶ୍ବର: ମହିଳା ଟି-ଟେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳିମାନଙ୍କର ତାଲିକା ଘୋଷଣା ହୋଇଛି। ଘୋଷିତ ଖେଳାଳି ତାଲିକାରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ। ସୂଚନାଯୋଗ୍ୟ, ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍…
ଅଧିକ ଖବର ଦେଖନ୍ତୁ...

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ମୃତ

ରାଇରଙ୍ଗପୁର/ବାଦାମପାହାଡ଼: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥର ଦଲକି ଛକ ନିକଟରେ କାର ଧକ୍କାରେ ବାଇକ ଚାଳକ ମୃତ। ସୂଚନା ଅନୁଯାୟୀ ରାଇରଙ୍ଗପୁର ୧୩ ନଂ ୱାର୍ଡ ଇଚିଣ୍ଡାର ତୁଷାର କାରୁଆ(୩୪) ବାଇକ ନଂ ଓଡି୧୧-ଜି-୧୧୪୫ ରାଇରଙ୍ଗପୁରରୁ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୨ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି | ଏହି ଖେଳାଳିଙ୍କ ନାମ ହେଉଛି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବେଆଇନ ଦର୍ଶାଇ ଏଏସଆଇ ଅଧୀକ୍ଷକଙ୍କ ନାଁରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମକୁ ବେଆଇନ ଦର୍ଶାଇ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ( ଏଏସଆଇ)ର  ଭୁବନେଶ୍ବର ସର୍କଲର ଅଧୀକ୍ଷକଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି। କର୍ତ୍ତବ୍ୟରେ ତ୍ରୁଟି ଅଭିଯୋଗ କରି ଜଗନ୍ନାଥ ସେନା ପକ୍ଷରୁ ଏହି ଏତଲା ଦିଆଯାଇଛି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଭିକି କୌଶଲଙ୍କୁ ନିଆରା ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନ୍‌ କୈଫ୍‌

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ବି-ଟାଉନ୍‌ର ଏବେ ସବୁଠାରୁ ଅଧିକ ଲୋକପ୍ରିୟ ଯୋଡ଼ି। ଏହି ଦୁଇ ଜଣ ବିବାହ କରିବା ପରେ ବେଶ୍‌ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି। ବିବାହର ମାତ୍ର କିଛି ମାସ ମଧ୍ୟରେ ପ୍ରଥମେ କ୍ୟାଟ୍‌ଙ୍କ ସ୍ବାମୀ ଭିକିଙ୍କ ଜନ୍ମଦିନ ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବଲିଉଡ ପାରିଶ୍ରମିକ ଦେଇପାରିବ ‌ନାହିଁ କିନ୍ତୁ ପାନ ମସଲା ବ୍ରାଣ୍ଡ ଦେଇପାରିବ; ମହେଶ ବାବୁଙ୍କୁ ଏଭଳି କହି ଟ୍ରୋଲ କଲେ…

ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ କିଛି ଦିନ ତଳେ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ଅଭିନେତା ମହେଶ। ପରେ ଯଦିଓ ସେ ନିଜ ବୟାନ ବଦଳାଇଥିଲେ ହେ‌ଲେ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ନିର୍ମାଣ ଖବର ଶୁଣି ନେପାଳବାସୀ ଖୁବ ଖୁସି, ନେପାଳ ବିନା ପ୍ରଭୁ ରାମ ଅସମ୍ପୂର୍ଣ୍ଣ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...