Daily Archives

May 17, 2022

ବଜାରରେ ଆନ୍ଧ୍ର ଆମ୍ବର ରାଜୁତି, ପୂର୍ବଭଳି ମିଳିବ ନାହିଁ ସ୍ଥାନୀୟ ଦଶହରି ଏବଂ ଆମ୍ରପଲ୍ଲୀ

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାର ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ସାରା ରାଜ୍ୟ ସହ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଥିଲା। ଚଳିତବର୍ଷ କିନ୍ତୁ ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ କମ୍ ଫଳିଥିବାରୁ ଜିଲ୍ଲାରେ ହିଁ ଏହା ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏହାର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯ଼ାଉଥିବା ଆଇପିଏଲ ୨୦୨୨ର ୬୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ସନରାଜର୍ସ ହାଇଦ୍ରାବାଦ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ…
ଅଧିକ ଖବର ଦେଖନ୍ତୁ...

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୧୭ ଆହତ

ବୈପାରିଗୁଡା: ପୃଥକ୍ ପୃଥକ୍ ସ୍ଥାନରେ ଅଟୋ ଦୁର୍ଘଟଣା ଘଟି ୧୭ ଜଣ ଆହତ ହୋଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର କେରାଅଟାଳ ଗ୍ରାମର ଲୋକେ ଗୋଟିଏ ଅଟୋ ଯୋଗେ ସତର ଜଣ ରାମଗିରି ସାପ୍ତାହିକ ହାଟକୁ ଆସୁଥିଲେ। ତେବେ ରାମଗିରି ଥାନା ନିକଟରେ ଅଟୋ…
ଅଧିକ ଖବର ଦେଖନ୍ତୁ...

ବୁଧବାର ନାଟୋ ସଦସ୍ୟ ହେବା ପାଇଁ ଆବେଦନ କରିବେ ଫିନଲାଣ୍ଡ୍ ଓ ସ୍ବିଡେନ

ମସ୍କୋ : ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପରେ ଭୟର ବାତାବରଣ ଖେଳିଯାଇଛି । ଅଧିକରୁ ଅଧିକ ଦେଶ ନାଟୋ ସଦସ୍ୟ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଦୁଇ ୟୁରୋପୀୟ ଦେଶ ଫିନଲାଣ୍ଡ ଓ ସ୍ବିଡେନ ନାଟୋ ସଦସ୍ୟ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶ ଆସନ୍ତା ବୁଧବାରଦିନ…
ଅଧିକ ଖବର ଦେଖନ୍ତୁ...

କୋଇଲା ଅଭାବ ପୂରଣ ପାଇଁ ରେଳବାଇ ଚଳାଇଲା ୩ କିଲୋମିଟରର ଡ୍ରାଗନ୍ ଟ୍ରେନ

ନୂଆଦିଲ୍ଲୀ: ଭୀଷଣ ଗରମ ମଧ୍ୟରେ ଯେଭଳି ବିଦ୍ୟୁତ ଉତ୍ପାଦନରେ କୋଇଲା ସଙ୍କଟ ନ ହେବ ସେଥିପାଇଁ ରେଳ ମନ୍ତ୍ରାଳୟ ଏବେ ଡ୍ରାଗନ ଟ୍ରେନ ଚଳାଇଛି | ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ରେଳ ଚଳାଚଳଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି କରି କୋଇଲା ଯୋଗାଣ ନିଶ୍ଚିତ କରିବାକୁ ରେଳବାଇ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ସପିଂ ମଲ୍‌ରେ ନର୍ସିଂ ଛାତ୍ରୀ ହଟହଟା; ଆପେ ଭାଙ୍ଗିଗଲା କାଚ୍‌ ଗେଟ୍‌, କ୍ଷତପୂରଣ ମାଗି‌ ସାଢ଼େ ୫ ଘଣ୍ଟା ଅଟକ ରଖିଲେ

ରାଉରକେଲା: ଆଜି ଜଣେ ନର୍ସିଂ ଛାତ୍ରୀ ଏକ ସପିଂ ମଲ୍‌କୁ ପୋଷାକ କିଣିବାକୁ ଯାଇଥିଲେ। ସେ କିଣି ସାରି ବାହାରିବା ପୂର୍ବରୁ ହଠାତ୍‌ ଉକ୍ତ ସପିଂ ମଲ୍‌ର ସେନସର୍‌ଯୁକ୍ତ କାଚ ଗେଟ୍‌ ଭାଙ୍ଗି ପଡ଼ିଥିଲା। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ମଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରୀଙ୍କୁ କ୍ଷତିପୂରଣ…
ଅଧିକ ଖବର ଦେଖନ୍ତୁ...

ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏୟାରଲାଇନ୍ ବିକ୍ରି କରିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଲାଗିପଡ଼ିଛନ୍ତି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ। ଦେବାଳିଆ ହୋଇଯାଇଥିବା ଶ୍ରୀଲଙ୍କାର ଅଣ୍ଟାକୁ ପୁଣି ଥରେ ସଲଖିବା ପାଇଁ ଜାତୀୟ ଏୟାରଲାଇନ୍ ବିକ୍ରି କରିବାକୁ ଯାଉଛନ୍ତି ବିକ୍ରମସିଂଘେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ମେ’ ୧୮ରେ ତାରାତାରିଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଘାଟନ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ

ଛତ୍ରପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।  ମେ’ ୧୮ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡର କୌଣସି ତାରକା ମୋ ବନ୍ଧୁ ହେବାକୁ ଯୋଗ୍ୟ ନୁହନ୍ତି: କଙ୍ଗନା ରାଣାୱତ୍

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାଣାୱତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଧାକଡ’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି।  ଟ୍ରେଲରରେ କଙ୍ଗନାଙ୍କ ଆକ୍ସନ ଦୃଶ୍ୟ ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି। ସବୁବେଳେ ମହିଳାଧର୍ମୀ ଫିଲ୍ମ କରିବାକୁ ଚାହୁଁଥିବା…
ଅଧିକ ଖବର ଦେଖନ୍ତୁ...

କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ପଞ୍ଚାୟତ ରାନିକଣା ଗ୍ରାମର ଜଣେ ଯୁବକ ବିଲରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ରାନିକଣା ଗ୍ରାମର ଦିଲ୍ଲୀପ ଦିଶାରୀ (୨୭) ବର୍ଷ ମିସ୍ତ୍ରୀ କାମ କରି ଚଳୁଥିଲେ। ଗତ ଏକବର୍ଷ…
ଅଧିକ ଖବର ଦେଖନ୍ତୁ...