Daily Archives

May 18, 2022

ଆଇପିଏଲ : ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୨ ରନ୍‌ରେ ପରାସ୍ତ କଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ.ପାଟିଲ ସ୍ପୋର୍ଟସ ଏକାଡେମୀରେ ଚାଲିଥିବା ଆଇପିଏଲ ୨୦୨୨ର ୬୬ତମ ମ୍ୟାଚରେ କୋଲକାତାକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ । ଦ୍ବିତୀୟ ପାଳିରେ କୋଲକାତାର ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । କୋଲକାତା ୨୧୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୮…
ଅଧିକ ଖବର ଦେଖନ୍ତୁ...

ଜନସଚେତନତା ଆଣିଲା ନୂଆ ଦିଶା: ରାୟଗଡ଼ାର ୭୮୬ ଗ୍ରାମ ବାଲ୍ୟ ବିବାହ ମୁକ୍ତ

ରାୟଗଡ଼ା: ସଚେତନତା ଆଣିଲା ବାଲ୍ୟ ବିବାହ କ୍ଷେତ୍ରରେ ନୂଆ ଦିଶା। ୭୮୬ ଗାଁ ହେଲା ବାଲ୍ୟ ବିବାହ ମୁକ୍ତ। ଗତ ବର୍ଷକ ମଧ୍ୟରେ ଉକ୍ତ ଗାଁ ଗୁଡ଼ିକରେ ଗୋଟିଏ ବି ବାଲ୍ୟ ବିବାହ ହୋଇନଥିବାରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ସଭାପତି ତଥା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କୁ ମିଳୁନି ବ୍ୟାଙ୍କ ଋଣ!

ଜୟପୁର: ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେମାନେ ଆର୍ଥିକସ୍ତରରେ ସଶକ୍ତ ହେବା ପାଇଁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣର ସହାୟତା ବି ଦିଆଯାଉଛି। ତେବେ ଜୟପୁର ବ୍ଲକରେ ଏହା କେତେ ଦୁର ସଫଳ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ମିଲିଟାରି ଆଉଟପୋଷ୍ଟ ମାଗିଲା ଚୀନ

କରାଚୀ : ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଚୀନ-ପାକିସ୍ତାନ ଇକନୋମିକ କରିଡର କାର୍ଯ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାକୁ ନେଇ ଚୀନର ଚିନ୍ତା ବଢିଯାଇଛି । ବେଲୋଚ ମୁକ୍ତି ସଂଗଠନର ଆତଙ୍କବାଦୀମାନେ ବାରମ୍ବାର ଚୀନ ନାଗରିକମାନଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସେମାନଙ୍କ ସୁରକ୍ଷାରେ…
ଅଧିକ ଖବର ଦେଖନ୍ତୁ...

ଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦରଦାମ ବଢୁଥିବାବେଳେ ଆଜି କଂଗ୍ରେସ ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମଧ୍ୟବିତ୍ତ ଏବଂ ଗରିବଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ବିଜେପି ସରକାର ଗୋଟିଏ ବି ନୀତି ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଆସାମ ବନ୍ୟା: ୨୬ଟି ଜିଲ୍ଲା ପ୍ରଭାବିତ, ୮ଜଣଙ୍କ ମୃତ୍ୟୁ

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡ଼ିଆ ପ୍ରଭାବ: ଗୌହାଟିରେ ହଜିଲେ ମା’, ଖୋଜି ପାଇଲେ ପୁଅ

ପ୍ରତାପୁର : ରାଜ୍ୟ ବାହାରେ ରହୁଥିବା ପୁଅ ପାଖକୁ ଯାଇଛନ୍ତି ମା’। ହେଲେ ହଠାତ୍ ୪ ଦିନ ତଳେ ଅର୍ଥାତ୍ ଗତ ରବିବାର ଦିନ ନିଖୋଜ ହୋଇଗଲେ। ସେପଟେ ପୁଅ ବ୍ୟସ୍ତବିବ୍ରତ ହୋଇ ଥାନାର ଦ୍ବାରସ୍ଥ ହେଲେ। କିନ୍ତୁ ସୋସିଆଲ୍ ମିଡ଼ିଆ ବରଦାନ ସଦୃଶ ସାବ୍ୟସ୍ତ ହେଲା। ସେଠାକାର କିଛି ଲୋକ ନିଖୋଜ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସରପଞ୍ଚଙ୍କୁ କାରରୁ ଟାଣିଆଣି ହତ୍ୟା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ଆଜି ରାତି ୯ଟାରେ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। କୌଣସି କାମରେ ରାଜେନ୍ଦ୍ର ତାଙ୍କ ନିଜ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସିନିଅର ମହିଳା ହକି ଚାମ୍ପିଅନସିପ ବିଜେତା ଓଡ଼ିଶା ହକି ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଚଳିତ ବର୍ଷ ଜାତୀୟ ସିନିଅର ମହିଳା ହକି ଚାମ୍ପିଅନସିପ ବିଜେତା ଓଡ଼ିଶା ହକି ଦଳ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ଓଡ଼ିଶା ଟିମ୍‌ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲରେ କର୍ଣ୍ଣାଟକକୁ ୨-୦ ଗୋଲ୍‌ରେ ହରାଇ ପ୍ରଥମ ଥର ପାଇଁ ଟାଇଟଲ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଯୁବ ସାମ୍ବାଦିକ ବିଶ୍ୱଜିତ 

କୋରାପୁଟ: ଆରପାରିରେ ଯୁବ ସାମ୍ବାଦିକ ବିଶ୍ୱଜିତ ବିଶ୍ବାଳ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିୀନ ଅବସ୍ତାରେ ଗତକାଲି ରାତି ପ୍ରାୟ ୧ଟା ୫ରେ ଦେହାନ୍ତ ହୋଇଛି। ତାଙ୍କର ଏହି ଅକାଳ ବିୟୋ‌ଗରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। କୋରାପୁଟ…
ଅଧିକ ଖବର ଦେଖନ୍ତୁ...