Daily Archives

May 18, 2022

ଅବସାଦଗ୍ରସ୍ତ ଥିବା ଜାଣି ବି ମାମୁ ଗୋବିନ୍ଦା ମୋତେ ସାହାଯ୍ୟ କରିନଥିଲେ: କ୍ରିଷ୍ଣା ଅଭିଷେକ

ମୁମ୍ବାଇ: ଅନେକ ସଂଘର୍ଷ ପରେ ଶେଷରେ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କୁ ମିଳିଛି ନୂଆ ପରିଚୟ। ଫିଲ୍ମଠାରୁ ଆରମ୍ଭ କରି ମ୍ୟୁଜିକ୍ ଭିଡିଓରେ ନିଜ ଭାଗ୍ୟ ପରୀକ୍ଷା କରିବା ପରେ ଏବେ ହାସ୍ୟ ଅଭିନେତା ଭାବେ ତାଙ୍କୁ ଏକ ନୂଆ ପରିଚୟ ଦେଇଛି କପିଲ ଶର୍ମା ସୋ’। ତେବେ ଆଜି ଲୋକପ୍ରିୟ…
ଅଧିକ ଖବର ଦେଖନ୍ତୁ...

ଡ଼କ୍ଟରେଟ ପଢିବା ପରେ ଚାକିରି ଛାଡି ଜିଆ ଖତ ବିକୁଛନ୍ତି ଏହି ଯୁବକ

ଜୟପୁର: ଚାଷଜମିରେ ଦିନକୁ ଦିନ କୀଟନାଶକ ଓ ସାରର ବ୍ୟବହାର ବଢ଼ିବାରେ ଲାଗିଛି | ଗୋଟିଏ ପଟେ ଜମିର ଉର୍ବରତା ହ୍ରାସ ପାଉଥିବାବେଳେ ଅନ୍ୟପଟେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି | କିଛି ଏଭଳି ସମସ୍ୟା ଦେଖି ୩୧ ବର୍ଷୀୟ ଶ୍ରବଣ ଯାଦବ, 'ଡକ୍ଟର ଅର୍ଗାନିକ ଭର୍ମିକମ୍ପୋଷ୍ଟ' ନାମରେ ଜୈବିକ ଖତ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷ ଧରି ବିଜେପି ସହ ସମ୍ପର୍କରେ ଥିଲେ ହାର୍ଦ୍ଦିକ: କଂଗ୍ରେସ

ଅହମ୍ମଦାବାଦ: ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସ ଛାଡିଛନ୍ତି। ଆଉ ହାର୍ଦ୍ଦିକ ଯିବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ ସେ ଗତ ୬ ବର୍ଷ ଧରି ସେ ବିଜେପି ସହ ଯୋଗାଯୋଗରେ ଥିଲେ । ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ଶକ୍ତିସିଂହ ଗୋହିଲ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧ୍ୟାନ ଜପ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଅଫିସରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବୃଷ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ନୂଆ ଜାଗାକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଅଧ୍ୟକ୍ଷ ରାହୁଲ ହୁଅନ୍ତୁ ବୋଲି ଅଧିକାଂଶ କର୍ମୀ ଚାଁହୁଛନ୍ତି: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଛି । ଏଥିରେ ଏକ ପ୍ରସ୍ତାବ ମଧ୍ୟ ସାମିଲ ହୋଇଛି ଯେଉଁଥିରେ କୁହାଯାଇଛି ଯେ, ଦଳରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଡି’କକଙ୍କ ଧମାକା ବ୍ୟାଟିଂ, କୋଲକାତା ଆଗରେ ୨୧୧ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ.ପାଟିଲ ସ୍ପୋର୍ଟସ ଏକାଡେମୀରେ ଚାଲିଥିବା ଆଇପିଏଲ ୨୦୨୨ର ୬୬ତମ ମ୍ୟାଚରେ ଏକ ବିରଳ ସଫଳତା ହାସଲ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ପ୍ରଥମେ ବ୍ୟାଟିଂ କରିଥିବା ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ କୌଣସି ଓ୍ବିକେଟ ନ ହରାଇ ୨୧୦ ରନ କରିଛି । ଫଳରେ କୋଲକାତା…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ରେଳ ଲାଇନକୁ ତୀବ୍ର ବିରୋଧ; ବୈଠକକୁ ଆସିଲେନି ଗ୍ରାମବାସୀ, ଫେରିଗଲେ କମ୍ପାନି କର୍ତ୍ତୃପକ୍ଷ

ରାୟଗଡ଼ା: ନୂତନ ରେଳ ଲାଇନ ପାଇଁ ବେଦାନ୍ତ ଆଲୁମିନା କମ୍ପାନି ଦ୍ଵାରା ହେଉଥିବା ଗ୍ରାମସଭାକୁ ଅଞ୍ଚଳବାସୀ ତଥା ଜମି ହରାଉଥିବା ଲୋକେ ତୀବ୍ର ବିରୋଧ କରିଛନ୍ତି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ପରିସର ଓ ଅନଯୋଡି ଗ୍ରାମ ଆମ୍ବତୋଟାରେ ବେଦାନ୍ତ କମ୍ପାନି ପକ୍ଷରୁ ଗ୍ରାମସଭାର ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ରେଖା ନିକଟ ଜଙ୍ଗଲରେ ନିଆଁ ଯୋଗୁଁ ଲାଣ୍ଡମାଇନ ବିସ୍ଫୋରଣ

ଶ୍ରୀନଗର : ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁଁ ଥିବା ଜମ୍ମୁ ଓ କଶ୍ମୀର ପୁଞ୍ଚ ଜିଲ୍ଲାର ମେଣ୍ଢର ସେକ୍ଟରରେ ଥିବା ଜଙ୍ଗଲରେ ନିଆଁ ଲାଗିଯାଇଛି । ଏହି ନିଆଁ ନିୟନ୍ତ୍ରଣ ରେଖା ନିକଟକୁ ବ୍ୟାପିଯାଇଥିବାରୁ ସେଠାରେ ପୋତାଯାଇଥିବା ଲାଣ୍ଡମାଇନଗୁଡ଼ିକରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣରେ…
ଅଧିକ ଖବର ଦେଖନ୍ତୁ...

୩୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମଂଜୁରି: ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ, ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେ୍‌ଟ୍‌ରେ ବୁଧବାର ୩୨ଟି ପ୍ରସ୍ତାବକୁ ମଂଜୁରି ମିଳିଛି। ଏଥିରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ବୁଧବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର…
ଅଧିକ ଖବର ଦେଖନ୍ତୁ...

ଆପ ଛାଡିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ ଆଜି ଆପରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଥାଉ କି ଯେ ୨୦୨୨ ଉତ୍ତରାଖଣ୍ଡ…
ଅଧିକ ଖବର ଦେଖନ୍ତୁ...