Daily Archives

May 19, 2022

ଶୈବପୀଠରୁ ଚୋରି; ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିଲେ ଟଙ୍କା-ଗହଣା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପୁରାତନ ଶୈବପୀଠ ପାଇକପଡ଼ାସ୍ଥିତ ପାତାଳେଶ୍ବର ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ମନ୍ଦିରର ପଶ୍ଚିମଦ୍ବାର ଗେଟ୍ ତାଲା ଭାଙ୍ଗି ଭିତରକୁ ପଶି ଦୁଇଟି ଆଲମିରା ଓ ଦାନ ହୁଣ୍ଡି ଭାଙ୍ଗିଛନ୍ତି ଦୁର୍ବୃତ୍ତ। ଦାନହୁଣ୍ଡିରୁ ସୁନା, ରୂପା ଅଳଙ୍କାର ସହ ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ଉ: ୧୫ ଗାଡ଼ି ଜବତ, ୪ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଖୋର୍ଦ୍ଧା ନିକଟ କୁମାରବସ୍ତ ଠାରେ ଚାଲୁଥିବା ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇ ୧୫ଟି ଟ୍ରକ୍ ଓ ୪୦୭ ଆଦି ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୁଲିସ ଦଳ ସେଠାରେ ପହଂଚିବା ଦେଖି ୧୦ରୁ ଊର୍ଦ୍ଧ୍ବ ପଥର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କୋହଲିଙ୍କ ଅର୍ଦ୍ଧଶତକ, ଗୁଜରାଟକୁ ୮ ଓ୍ପିକେଟରେ ପରାସ୍ତ କଲା ବାଙ୍ଗାଲୋର

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୭ତମ ମୁକାବିଲାରେ ବାଙ୍ଗାଲୋର ଗୁଜରାଟକୁ ୮ ଓ୍ପିକେଟରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୬୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୪…
ଅଧିକ ଖବର ଦେଖନ୍ତୁ...

୫ ଲସ୍କର ଆତଙ୍କବାଦୀ ଗିରଫ; ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ଜମ୍ମୁ: ବାରାମୁଲାରୁ ୫ ଜଣ ଲସ୍କର-ଏ-ତୈବା (ଏଲଇଟି) ଆତଙ୍କବାଦୀଙ୍କୁ ଜମ୍ମୁ- କଶ୍ମୀର ପୁଲିସ ଗୁରୁବାର ଦିନ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି। ରିପୋର୍ଟରୁ ପ୍ରକାଶ, ବୁର୍ଖା ପିନ୍ଧିଥିବା ଆତଙ୍କବାଦୀମାନେ ବାରାମୁଲାରେ ନୂତନ ଭାବରେ…
ଅଧିକ ଖବର ଦେଖନ୍ତୁ...

ବିବାହିତା ପ୍ରେମିକାଙ୍କୁ ହତ୍ୟା କରିବା ପରେ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କଲେ ପ୍ରେମିକ

ବିଶାଖାପାଟଣା: ଆଜି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଟ୍ରେନ୍ ଆଗକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ଏହି ମହିଳାଙ୍କ ସହ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି |…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଓମ୍ବାଡ୍ସି ଓଭରସାଇଟ୍ ଅଥରିଟି; ବୁଲି ଦେଖିଲେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ 

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରୁଛନ୍ତି। ଗସ୍ତର…
ଅଧିକ ଖବର ଦେଖନ୍ତୁ...

କେରଳରେ କାନ୍ଥ ପଡ଼ି ଓଡ଼ିଆ ଶ୍ରମିକ ମୃତ; ଯୁକ୍ତ ଦୁଇ ପାଠ ଛାଡ଼ି ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ 

ଭଞ୍ଜନଗର: ଦୁଇ ଭଉଣୀଙ୍କ ବାହାଘର ସରିବା ପରେ ବାପାଙ୍କ ମାନସିକ ଅବସ୍ଥା ଭଲ ରହୁ ନଥିବାରୁ ପରିବାରର ଏକ ମାତ୍ର ରୋଜଗାରିଆ ସାଜି ପ୍ରତିପୋଷଣ ପାଇଁ ଅଣ୍ଟା ଭିଡ଼ିଲେ। ଏଥିପାଇଁ ପାଠପଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। କିନ୍ତୁ ଦଇବ ଦାଉ ସାଧିଲା। କର୍ମକ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଓଟିଟିରେ ବନ୍ଦ ହେବନି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ର ଷ୍ଟ୍ରିମିଂ : ସୁପ୍ରିମକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ଝୁଣ୍ଡ' ଚଳିତ ବର୍ଷ ମାର୍ଚ୍ଚ ୪, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ ପରେ ଫିଲ୍ମର କାହାଣୀକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦ ସତ୍ତ୍ବେ ବି ଫିଲ୍ମଟି ପରେ ଜି୫ରେ ରିଲିଜ୍ ହୋଇଥିଲା। ଓଟିଟିରେ…
ଅଧିକ ଖବର ଦେଖନ୍ତୁ...

ମହାନଦୀର ଏହି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ: ସୁଦର୍ଶନ ଦାସ

ଝାରସୁଗୁଡ଼ା: ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀକୁ ନେଇ ଚାଲିଥିବା ବିବାଦ କିଛିଦିନ ଧରି ଥମି ଯାଇଥିବା ବେଳେ ଏବେ ପୁଣି  ଏହି ମହାନଦୀ ପ୍ରସଙ୍ଗ ପୁଣି ସତେଜ ହୋଇ ଉଠିଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ବରେ କଟକରୁ ଛତିଶଗଡ଼ର କଲମା ପର୍ଯ୍ୟନ୍ତ ମହାନଦୀ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ବୈପାରିଗୁଡା: ଏକ ଅଭାବନୀୟ ଘଟଣା କ୍ରମରେ ବଜ୍ରପାତ ଘଟି ଜୈନକା ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ମୃତି ରେଖା ଗୋଲରୀ (୧୪) ଦିଲ୍ଲୀ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କ ବାପା ତ୍ରିନାଥ ହନ୍ତାଳ ଦିଲ୍ଲୀର କୈାଣସି ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...