Daily Archives

May 19, 2022

ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ! ୪ ମହଲା ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ‌ରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜ ଛାତ୍ରୀଙ୍କର ଗତକାଲି ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ମହିଳା ବିଶ୍ବ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିଖତ୍ ଜରିନ୍

ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି | ଆଜି ଫାଇନାଲ୍‌ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜୁଟାମାସ୍ ଜିତପୋଙ୍ଗକୁ ପରାସ୍ତ କରି ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ନିଖତ୍ ଜରିନ୍ ସ୍ୱର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜାଲ୍ ନୋଟ୍ ରାକେଟ୍ ସକ୍ରିୟ, ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌

ରାୟଗଡ଼ା: ରାୟଗଡ଼ା ସହରରେ ଜାଲ୍ ନୋଟ୍ ରାକେଟ୍ ସକ୍ରିୟ ହେବାରେ ଲାଗିଛି। ଗତ କିଛି ଦିନ ହେଲା ନକଲି ୨୦୦ ଟଙ୍କିଆ ନୋଟ୍ ସହରରେ ଘୁରି ବୁଲୁଥିବାରୁ ଅଭିଯୋଗ ହୋଇଛି। ଛୋଟ ଛୋଟ ବ୍ୟବସାୟୀଙ୍କ ଟାର୍ଗେଟ୍ କରି ରାକେଟ୍ ସଦସ୍ୟ ନକଲି ନୋଟ୍ ଦେଇ ଅଳ୍ପ ଟଙ୍କାର ସାମଗ୍ରୀ କିଣି ବାକିତକ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଆନ୍ନାଙ୍କ ଗ୍ରାମରେ ଜୁନ୍‌ ୧ରେ ହେବ ‘ଆନ୍ନା ଜାଗୋ’ ଆନ୍ଦୋଳନ

ପୁଣେ: ଭେଟେରାନ ସାମାଜିକ ଯୋଦ୍ଧା କିଷାନ ବାବୁରାଓ ଓରଫ ଆନ୍ନା ହଜାରେଙ୍କୁ ଜାଗ୍ରତ କରିବା ପାଇଁ ଏକ ଅଣ-ରାଜନୈତିକ ଗୋଷ୍ଠୀ ଏକାଧିକ ଏନଜିଓଙ୍କ ସହିତ ମିଳିତ ହୋଇ ଆନ୍ନାଙ୍କ ଗ୍ରାମ ମହାରାଷ୍ଟ୍ରର ଅହମ୍ମଦନଗରସ୍ଥିତ ରାଲେଗାଁଓ-ସିଦ୍ଧିରେ ଆସନ୍ତା ଜୁନ ୧ରେ ‘ଆନ୍ନା ଜାଗୋ’ ଆନ୍ଦୋଳନ କରିବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ। ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ। ବୃଷ: ଆପଣଙ୍କ ଉପରେ ଲୋକଙ୍କର ଭରସା ବଢ଼ିବ। ବ୍ୟବସାୟ ବିଷୟରେ ଠିକ୍ କଥା କହିବେ। ଅଧୁରା କାମ ପୂରା କରିବା ଲାଗି ଭଲ…
ଅଧିକ ଖବର ଦେଖନ୍ତୁ...

ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସରୁ କେହି ଚାଁହୁନଥିଲେ, ସମସ୍ତଙ୍କର ପସନ୍ଦ ଥିଲେ ସର୍ଦ୍ଦାର ପଟେଲ:…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ ନେତା ଆରସିପି ସିଂ ଆଜି ଏକ କାର୍ଯ୍ୟକ୍ରମରେ 'ପରିବାରବାଦ ଏବଂ ଏହାର ରାଜନୈତିକ ପରିଣାମ' ଶୀର୍ଷକରେ ଭାଷଣ ଦେଇଛନ୍ତି । ତେବେ ଆରସିପି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ, ବାଙ୍ଗାଲୋରକୁ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଗୁଜରାଟ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୭ତମ ମୁକାବିଲା ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଗୁଜରାଟ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ, ପାଣି ଦେଖିବା ପରେ କାନ୍ଧୁଅ ହୋଇ ପାର ହେଲେ ବିଧାୟକ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା  

କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଂଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍‌କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌; ଡ୍ରାଇଭର୍‌ ଗିରଫ, ୭ ଲକ୍ଷ ଟଙ୍କା ଜବତ

ଦେବଗଡ଼: ମୁମ୍ବାଇର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଜଣେ ଟ୍ୟାକ୍ସି ଚାଳକକୁ ଗିରଫ କରିଛି। ଟାକ୍ସି ଚାଳକ ମୁମ୍ବାଇର ହୋଇଥିବା ବେଳେ ସେ ଲୁଟ୍‌ ଟଙ୍କା ନେଇ ଫେରାର ହେଉଥିବା ବେଳେ ପୁଲିସ ତାକୁ କୈଳାସ ନିକଟରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...