Daily Archives

May 20, 2022

ଭିଡ଼ିଓ ଭାଇରାଲ୍ କରି ଆତ୍ମହତ୍ୟା କଲେ ଯୁବକ

ଖୋର୍ଦ୍ଧା: ଆଜି ଧଉଳିମୁହଁ ରେଳ ଷ୍ଟେସନ ଓ ଅଣ୍ଡା ମଧ୍ୟବର୍ତୀ ରେଳଧାରଣା ଉପରୁ ଏକ ଯୁବକଙ୍କ ମୃତଦେହକୁ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିବା ପରେ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଗତକାଲି ସାମାଜିକ ଗଣମାଧ୍ୟମରେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଖଡ଼ାହାଟ…
ଅଧିକ ଖବର ଦେଖନ୍ତୁ...

ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ମନମ ଫାଉଣ୍ଡେସନକୁ ୧୦ ଲକ୍ଷଟଙ୍କାର ଅନୁଦାନ ଦେଲା ଓଏସଏଲ

ଭୁବନେଶ୍ବର : ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଏନଜିଓ ମନମ ଫାଉଣ୍ଡେସନକୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛି ଓଡ଼ିଶା ଷ୍ଟିଭେଡର୍ସ ଲିଃ ବାଓଏସଏଲ । ଓଏସଏଲ ପକ୍ଷରୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଏଚଆରଏଣ୍ଡ ଆଇଆର)ପି.କେ.ପଣ୍ଡା ମନମ ଫାଉଣ୍ଡେସନର ପ୍ରତିଷ୍ଠାତା ଡ.ଅନୁରାଧା…
ଅଧିକ ଖବର ଦେଖନ୍ତୁ...

୨୫ ବର୍ଷ ଧରି ମଣିଷ ପ୍ରେମରେ ପଡିଛି ଜଙ୍ଗଲୀ ବାରହା

ମାଲକାନଗିରି: ମଣିଷ ପ୍ରେମରେ ପଡିଛି ଜଙ୍ଗଲୀ ବାରହା । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିରେ। ଗତ ୨୫ ବର୍ଷ ଧରି ଘରର ସଦସ୍ୟ ହୋଇ ରହିଛି ଜଙ୍ଗଲୀ ବାରହା। ଜଙ୍ଗଲୀ ହିଂସ୍ରଜନ୍ତୁ ହେଲେ ମଧ୍ୟ ମଣିଷ ପ୍ରେମରେ ପଡିଯାଇଛି ଏହି ବାରହା। ୨୫ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଏଚସିଏଲ୍ ଗ୍ରାଣ୍ଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ୍

ଭୁବନେଶ୍ବର : ଏଚସିଏଲ୍ ଫାଉଣ୍ଡେସନ (ଏଚସିଏଲ୍ଏଫ୍) ପକ୍ଷରୁ ଏଚସିଏଲ୍ ଗ୍ରାଣ୍ଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ଅଷ୍ଟମ ସଂସ୍କରଣର ଶୁଭାରମ୍ଭ ଭୁବନେଶ୍ୱର ଠାରେ କରାଯାଇଛି । ଏଥିରେ ଓଡ଼ିଶାର ଏବଂ ପଡ଼ୋଶୀ ରାଜ୍ୟର ଏନଜିଓ ମାନଙ୍କୁ ସାମିଲ୍ କରାଯାଇଛି । ଏହାକୁ ଏକ୍ସଆଇଏମ୍ ୟୁନିଭରସିଟି ଠାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଉତ୍ସବରେ ମଦ୍ୟପ ଅତିଥିଙ୍କ ଉନ୍ମତ୍ତ କାଣ୍ଡ; ୩ ପୁଲିସ ଆହତ, ୮ ଅଟକ

କୋଟା (ରାଜସ୍ଥାନ): ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା କିଛି ଅତିଥି ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପଥର ଫିଙ୍ଗି ଆକ୍ରମଣ କରିବାରୁ ଜଣେ ପୁଲିସ ସବ୍‌ ଇନ୍‌ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଆହତ ହୋଇଛନ୍ତି ବୋଲି ରାଜସ୍ଥାନ ପୁଲିସ କହିଛି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ପୁଲିସ…
ଅଧିକ ଖବର ଦେଖନ୍ତୁ...

୨୩୦ ଲିଟର ଦେଶୀ ମଦ, ୨ ହଜାର କେଜି ମହୁଲପୋଚ ଜବତ

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ କାରବାର ଉପରେ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ଅବକାରୀ ପୁଲିସ ସେକ୍ଟର-୧୫ ଦାଣ୍ଡିଆପଲୀ, ଯମୁନାନାକୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ମଦ ‌ତିଆରି ଓ ଚୋରାଚାଲାଣ କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ଚିହ୍ନଟ ହୋଇଛି । ଏହାକୁ କୁହାଯାଉଛି ବିଏ.୪ । ହାଇଦ୍ରାବାଦରେ ଏହାକୁ ଚିହ୍ନଟ କରାଯାଇଥିବା ଜେନୋମିକ୍ସ ସଂପର୍କିତ ସାର୍ସ କୋଭିଡ-୨ କନସୋର୍ଟିୟମ (ଇନସାକଗ) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ୯ ତାରିଖରେ ସଂଗୃହୀତ ଏନ ନମୁନାରେ ଏହି…
ଅଧିକ ଖବର ଦେଖନ୍ତୁ...

ହରିଦ୍ବାରରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଅସ୍ଥି ଓ ଚିତାଭସ୍ମ ବିସର୍ଜନ

ହରିଦ୍ବାର : ଆଜି ପୂର୍ବାହ୍ଣ ସାଢ଼େ ୮ଟା ସମୟରେ ହରିଦ୍ବାରଠାରେ ସତ୍‌ସଙ୍ଗର ପୂର୍ବତନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା (ଶ୍ରୀଶ୍ରୀଅଶୋକ ଚକ୍ରବର୍ତ୍ତୀ)ଙ୍କ ପବିତ୍ର ଅସ୍ଥି ଓ ଚିତାଭସ୍ମ ବିସର୍ଜନ ତାଙ୍କର କନିଷ୍ଠାତ୍ମଜ ପୂଜନୀୟ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜନୀୟ ବିଙ୍କିଦା)ଙ୍କ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ନିଯୁକ୍ତ ସ୍ଥାନରେ ଡାକ୍ତର କିମ୍ବା କର୍ମଚାରୀ ନରହିଲେ ଘରଭଡ଼ା ମିଳିବନି

ଖୋର୍ଦ୍ଧା: ଆଜି ନୂତନ ଭାବେ ଗଠିତ ହୋଇଥିବା ଷଷ୍ଠ ଜିଲ୍ଲାପରିଷଦର ପ୍ରଥମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଗ୍ରାମାଂଚଳରେ ଚାଲୁଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାମକୁ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା କଲାନି ୪୬ ବର୍ଷର ବୟସ ବ୍ୟବଧାନ: ୭୧ ବର୍ଷୀୟ ବୃଦ୍ଧଙ୍କୁ ପ୍ରେମ କରିବସିଲେ ୨୫ ବର୍ଷୀୟା ଯୁବତୀ

ନୂଆଦିଲ୍ଲୀ: କଥାରେ ଅଛି ଜାତି, ବର୍ଣ୍ଣ, ବୟସ ସବୁ କିଛି ଛୋଟ ପଡ଼ିଯାଏ ପ୍ରେମ ଆଗରେ। ପ୍ରେମ ଯଦି ସତ ହୁଏ ଏସବୁ କିଛି ଭିତ୍ତିହୀନ ହୋଇଯାଏ । ସେପରି ଏକ ଜ୍ବଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କ ସ‌ାମ୍ନାରେ ରଖିବୁ।  ଜଣେ ୨୫ ବର୍ଷୀୟା ଯୁବତୀ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମ କାହାଣୀ ଏବେ ସଭିଙ୍କୁ…
ଅଧିକ ଖବର ଦେଖନ୍ତୁ...