Daily Archives

May 21, 2022

କାଲିମେଳାରେ ମୂଲ୍ୟବାନ ଜମି ହଡପ ଘଟଣା, ଜିଲ୍ଲାପାଳଙ୍କୁ ଭେଟିଲେ ଜମି ଦଖଲ କରିଥିବା ଭୂମିହୀନ

ମାଲକାନଗିରି: କାଲିମେଳା ସଦର ମହକୁମାରେ ମୂଲ୍ୟବାନ ଜମିକୁ କିଛି ଲୋକ ହଡପ କରିଥିବା ନେଇ ଅଭିଯୋଗ କରାଯାଇଥିଲା। ପରେ ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା।ତେବେ ସେହି ସ୍ଥାନରେ ଘର କରୁଥିବା ବ୍ୟକ୍ତିମାନେ ଆଦିବାସୀ ବୋଲି କହିବା ସହ ଆମକୁ ତହସିଲ…
ଅଧିକ ଖବର ଦେଖନ୍ତୁ...

ନକଲି ପ୍ରମାଣପତ୍ର ଦେଇ ଚାକିରି କରି ଦୁଇ ଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟରେ ଅନେକ ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ବହୁ ଶିକ୍ଷକ ଚାକିରି କରୁଛନ୍ତି। ଏହା ଜଣାପଡିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଧରପଗଡ ଚାଲିଛି। ଅନେକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି ପରିସ୍ଥିତିରେ ଆଉ ଦୁଇ ଶିକ୍ଷକ ଧରାପଡିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଝାଡ଼ାବାନ୍ତିରେ ୪ ଶିଶୁ ଆକ୍ରାନ୍ତ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ବୈପାରିଗୁଡା: ଚାରି ଜଣ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ଖଙ୍ଗାରପାର ଗ୍ରାମର ଭାସ୍କର ନାୟକଙ୍କ ଦୁଇ ଝିଅ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ କରି ବିଜୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଅମଳରେ କୂଟନୀତିଜ୍ଞମାନେ ନେହେରୁଙ୍କ ନାତି ପାଇଁ କଲେଜ ସିଟ ଯୋଗାଡ଼ କରୁଥିଲେ : ରିଜିଜୁ

ନୂଆଦିଲ୍ଲୀ : ଭାରତୀୟ କୂଟନୀତିଜ୍ଞମାନେ ଗର୍ବୀ ହୋଇଗଲେଣି ବୋଲି ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି । ଏହାର ଜବାବ ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଏହାକୁ ଗର୍ବ କୁହାଯିବନାହିଁ, ଆତ୍ମ ବିଶ୍ବାସ ବୋଲି କୁହାଯିବ ।…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗରେ ୯୨ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ

ଅସ୍ତରଙ୍ଗ: ପୁରୀଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଓ ଲବଣ ସତ୍ୟାଗ୍ରହ ସ୍ମୃତି କମିଟି ଆନୁକୂଲ୍ୟରେ ଆଜି ଅସ୍ତରଙ୍ଗ ସ୍ଥିତ କୁହୁଡିଠାରେ ୯୨ ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ସ୍ମୃତିକମିଟିର ସଭାପତି ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ସୁପରହିଟ ଫିଲ୍ମ ଅଫରକୁ ମନା କରିଦେଇଥିଲେ ଦୀପିକା

ମୁମ୍ବାଇ: ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟଙ୍କ ଜଲୱା ଦେଖିବାକୁ ମିଳିଛି | ବଲିଉଡର ସୁନ୍ଦରୀ ତଥା ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ କାନ୍ସ ଜୁରି ପ୍ୟାନେଲରେ ସାମିଲ ହୋଇଥିବାବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଦୀପିକା…
ଅଧିକ ଖବର ଦେଖନ୍ତୁ...

ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ; ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ!

ଥୁଆମୂଳ ରାମପୁର, ୨୧ା୫ (ଇମିସ): ପୁଣି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା। କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଥାନା ଗୋପୀନାଥପୁର ହାଇସ୍କୁଲର ଆଦିବାସୀ ଛାତ୍ରୀଙ୍କୁ ସ୍କୁଲ୍ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ବାହାଘର କାର୍ଡ ଦେବାକୁ ଆସି ଲୁଟ୍ ଉଦ୍ୟମ: ମା’-ଝିଅ-ପୁଅକୁ ଛୁରୀ ଦେଖାଇ ଆକ୍ରମଣ

ରାୟଗଡ଼ା: ବାହାଘର କାର୍ଡ ଦେବା ବାହାନାରେ ଘରକୁ ଆସି ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍। ଗୋଟିଏ ପରିବାରର ମାଆ-ଝିଅ-ପୁଅକୁ ଛୁରୀ ମୁନରେ ଘର ଭିତରେ ଅଟକ ରଖି ଲୁଟ୍ କରୁଥିବା ବେଳେ ଚିତ୍କାର ଶୁଣି ପଡୋଶୀ ଲୋକ ଆସିବା ପରେ ଛତ୍ରଭଙ୍ଗ ଦେଇଛନ୍ତି ଲୁଟେରା। ଲୁଟେରାଙ୍କ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପରିବାର ଲୋକ ସାହାଯ୍ୟ କରିବେ। ବୁଧ ଓ ଗୁରୁବାର: ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: ବେପାରରେ ଯଥେଷ୍ଟ ଲାଭ ପାଇବେ। ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର:…
ଅଧିକ ଖବର ଦେଖନ୍ତୁ...