Daily Archives

May 21, 2022

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରୁଥିବାରୁ ବିଦେଶକୁ ଯାଇ ଭାରତର ଛବି ଖରାପ କରୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରୁଥିବାରୁ ବିଦେଶକୁ ଯାଇ ଭାରତର ଛବି ଖରାପ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଲଣ୍ଡନର କେମ୍ରିଜ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ‘ଆଇଡିଆଜ ଫର ଇଣ୍ଡିଆ’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ସିରିଆ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ | ଆଜି ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଦମ୍ମେସକରେ ଇସ୍ରାଏଲ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ମାଡ଼ କରିଛି | ଆଉ ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସିରିଆର ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ ପରେ ହ୍ୟାକ୍‌ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍‌ ହୋଇଛି ପୂର୍ଵରୁ ସାଂସଦଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହାକ ହୋଇଥିଲା ଏବେ ଫେସ୍‌ବୁକ୍‌ ଆକାଉଣ୍ଟକୁ ହାକ କରିଛି ଦୁର୍ବୁତ୍ତ। ଏ ନେଇ ସାଂସଦଙ୍କ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏତଲା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୦ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ  । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଓ ପୁରୀରେ ଆୟୋଜନ ହେବ ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ୍, ବଢ଼ିଲା ପୁରସ୍କାର ରାଶି

ଭୁବନେଶ୍ବର: ସଡ଼କ ସୁରକ୍ଷା ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନୂଆ ପଦକ୍ଷେପ ନେଇଛି ରାଜ୍ୟ ପରିବହନ ବିଭାଗ ।  ଏ ଦିଗରେ ଜନସଚେତନତା ସୃଷ୍ଟି ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସା‌ହିତ କରାଯିବା ସହ ନ୍ୟାସନାଲ ରୋଡ ସେଫ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ହେବ।…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟ ପୂରଣ ପରେ ଅଟକି ନଯାଇ ଆଉ ଏକ ସ୍ବପ୍ନ ଦେଖ: ପ୍ରଶାନ୍ତ ନନ୍ଦ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। ଲକ୍ଷ୍ୟ ପୂରଣ ପାଇଁ ସ୍ବପ୍ନ ଦେଖନ୍ତୁ। କିନ୍ତୁ ଗୋଟିଏ ଲକ୍ଷ୍ୟ ପୂରଣ ହୋଇଗଲା ପରେ ଅଟକି ନଯାଇ ଆଉ ଏକ ଉଚ୍ଚତର ଲକ୍ଷ୍ୟ ସ୍ଥିର କରି ତାକୁ ହାସଲ କରିବାକୁ ସ୍ବପ୍ନ ଦେଖନ୍ତୁ। ଜୀବନର ସମସ୍ତ ଲକ୍ଷ୍ୟ ପୂରଣ କରି ଗୋଟିଏ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ମତେ ତଳିତଳାନ୍ତ କରିବା ପାଇଁ କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରୁଛନ୍ତି: ଅନୁଭବ

ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି। ନିଜର ୟୁଟ୍ୟୁବ୍‌ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ : ଜଙ୍ଗଲରୁ ମିଳିଲା ୧୫ଟି ବୋମାଭର୍ତ୍ତି ପେଟି

କୋଲକାତା : ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ଅପରାଧୀ ଓ ଦେଶବିରୋଧୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଆଜି ରାଜ୍ୟର ପୂର୍ବ ମେଦିନିପୁର ଜିଲ୍ଲା ବକଛାଠାରେ ଥିବା ହୋଗଲା ଜଙ୍ଗଲରୁ ବିପୁଳ ପରିମାଣର ବୋମା ଜବତ ହୋଇଛି । ୧୫ଟି ପେଟିରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଣୀ ଜଙ୍ଗଲରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ, କେନ୍ଦୁପତ୍ର ତୋଳିବାକୁ ଯିବାବେଳେ ଅଘଟଣ

ରେଢ଼ାଖୋଲ/ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି। ନିୟମିତ ଧନଜୀବନ ନଷ୍ଟ ହେବାରେ ଲାଗିଛି। ଶନିବାର ସକାଳେ ହାତୀ ଆକ୍ରମଣରେ ରେଢ଼ାଖୋଲ ଥାନା ଡଇଁଚା ପଞ୍ଚାୟତ ଗୋପାଳପୁର ଗ୍ରାମର ବୃଦ୍ଧା ନୁନି ସମର୍ଦ୍ଧା (୭୨)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତରୁ ରାଜୀବ, ଇଟାଲୀରୁ ସୋନିଆ: ଏହି ସ୍ଥାନରୁ ଆରମ୍ଭ ହୋଇଥିଲା ସମ୍ପର୍କ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ | ଆଜିକୁ ୩୧ ବର୍ଷ ତଳେ ତାମିଲନାଡୁରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ଦ୍ବାରା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା | ତେବେ ଭାରତରେ କମ୍ପ୍ୟୁଟର ବିପ୍ଳବର ପିତା କୁହାଯାଉଥିବା ରାଜୀବ ଗାନ୍ଧୀ,…
ଅଧିକ ଖବର ଦେଖନ୍ତୁ...