Daily Archives

May 22, 2022

ଦୁର୍ଘଟଣାରେ ଜଣେ ମୃତ; ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୋଟିଯୋଡି ଗ୍ରାମରେ କାର ଏବଂ ମଟର ସାଇକେଲ ମଧ୍ୟରେ ଦୁର୍ଘଟଣା ହେବା ଫଳରେ ମଟର ସାଇକେଲ ଆରୋହୀର ମୃତ୍ୟୁ ହୋଇଯାଇଛି।ଯାହାଫଳରେ ଲୋକେ ଜାତୀୟ ରାଜପଥ ୩୨୬କୁ ଅବରୋଧ କରି କ୍ଷତିପୂରଣ ପାଇଁ ଦାବି କରିଥିଲେ। ଘଟଣା ଅନୁଯାୟୀ ଗତକାଲି ରାତିରେ ଭାଲୁଗୁଡା…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟିର ସ୍ଥିତି ଏବେ ବି ଗମ୍ଭୀର: ୨ଟି ପଞ୍ଚାୟତର ଲୋକେ ଆଜି ବି ଗରିବରେଖା ତଳେ

ମାଲକାନଗିରି: ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ମୁଦୁଲିପଡା ଏବଂ ଅଣ୍ଡ୍ରାହାଲର ଅବସ୍ଥା ଯଥା ପୂର୍ବଂ, ତଥା ପରଂ କହିଲେ ଅତ୍ୟୁକ୍ତି ହେବ ନାହିଁ।ସ୍ବାଧୀନତା ପୂର୍ବରୁ ଯେପରି ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ଆଜି ବି ସମସ୍ତେ ସେହିଭଳି ରହୁଛନ୍ତି। ଏହି ଆଦିମ…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଯାତ୍ରା ବେଳେ ରକ୍ତ ବୋହିବ : ଆତଙ୍କବାଦୀ ସଂଗଠନର ଚେତାବନୀ

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାକୁ ନେଇ କଶ୍ମୀରର ଆତଙ୍କବାଦୀମାନେ ଚେତାବନୀ ଶୁଣାଇଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପକ୍ଷରୁ ଏକ ପତ୍ର ଜାରି କରି ଧମକ ଦିଆଯାଇଛି ଯେ ଅମରନାଥ ଯାତ୍ରାକୁ ବ୍ୟବହାର କରି ଭାରତ ସରକାର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ହାଇଦ୍ରାବାଦକୁ ୫ ଓ୍ପିକେଟରେ ପରାସ୍ତ କଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟରେ ଚାଲିଥିବ‌ା ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚରେ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି ପଂଜାବ । ଏହି ମ୍ୟାଚରେ ପଂଜାବ ୧୫୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୫.୧ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ କରି ବିଜୟ ହୋଇଛି । ପଂଜାବ ପକ୍ଷରୁ ଶିଖର…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’

ଭୁବନେଶ୍ବର: ପ୍ରେକ୍ଷାଳୟରେ ଏବେ ଖୋ‌ଲିବ ପ୍ରେମ ଏଟିମ୍। ହଁ ଏଇ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କହିଛନ୍ତି ଏହା ହେଉଛି ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ। ‘ପ୍ରେମ ଏଟିଏମ୍‌’ ରିଲିଜ୍ କରିବ ବୋଲି ଘୋଷଣା କରିଛି…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବର୍ଷା-କୁହୁଡ଼ିରେ ଝଡ଼ିଗଲା ବଉଳ: ବଜାରରୁ ଦେଶୀ ଉଭାନ୍, ଆନ୍ଧ୍ର ଆମ୍ବର ରାଜୁତି

ରାୟଗଡ଼ା: ନଭେମ୍ବରର ବର୍ଷା, ଡିସେମ୍ବରର ଘନ କୁହୁଡ଼ି ପ୍ରଭାବରେ ଝଡ଼ିଗଲା ବଉଳ। ପ୍ରତିକୂଳ ପାଗ କାରଣରୁ ଗଛରେ ଫଳ ଧରିବା ବଦଳରେ ପତ୍ର କଅଁଳିଲା। ଫଳରେ ଚଳିତବର୍ଷ ରାୟଗଡ଼ାରେ ଆମ୍ବ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଉତ୍ପାଦନ ନୈରାଶ୍ୟଜନକ ଥିବାରୁ ଏଯାବତ୍ ବଜାରକୁ ଆସିପାରିନି ରାୟଗଡ଼ାର ଦେଶୀ…
ଅଧିକ ଖବର ଦେଖନ୍ତୁ...

କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ଟୋକିଓ ଯାତ୍ରା କଲେ ମୋଦୀ

ନୂଆଦିଲ୍ଲୀ : ଜାପାନର ଟୋକିଓରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ବାଡ ସମ୍ମିଳନୀରେ୍ ଯୋଗଦେବାକୁ ରବିବାର ସଂଧ୍ୟାରେ ଟୋକିଓ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ବର ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀର ଗୁରୁତ୍ବ ବଢିଯାଇଛି…
ଅଧିକ ଖବର ଦେଖନ୍ତୁ...

ପଂଜାବ : ବୋରଓ୍ବେଲ ଗାତରେ ପଡ଼ି ୬ ବର୍ଷର ବାଳକ ଋତିକ ରୋଶନ ମୃତ

ହୋସିଆରପୁର : ପଂଜାବର ହୋସିଆରପୁରଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଋତିକ ରୋଶନ ନାମକ ଜଣେ ୬ ବର୍ଷର ବାଳକ ଏକ ବୋରଓ୍ବେଲ ଗାତରେ ଖସିପଡ଼ି ମୃତ୍ୟୁବରଣ କରିଛି । ତାକୁ ଉଦ୍ଧାର କରିବାକୁ ପ୍ରଶାସନର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ପଂଜାବରେ ଶୋକର ଛାୟା ଖେଳିଯାଇଛି…
ଅଧିକ ଖବର ଦେଖନ୍ତୁ...

୧୪୦୦୦ ଟଙ୍କାର ଖାଦ୍ୟ ଖାଇ ଛୁ ମାରିଲେ ଦୁଇ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଆଇନ ଯେତିକି ଯେତିକି କଠୋର ହେଉଛି, ଅପରାଧିକ ମାମଲା ସେତିକି ସେତିକି ବଢି ବଢି ଚାଲିଛି । ବେଳେବେଳେ ଏଭଳି ଅପରାଧିକ ଘଟଣା ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେମିତି ଏକ ଘଟଣା ଉତ୍ତର ଇଂଲଣ୍ଡର ଟେସାଇଡରେ ଦେଖିବାକୁ ମିଳିଛି । ଉତ୍ତର ଇଂଲଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷା ନେଇ ଶୁଭ ଖବର ପାଇବେ। ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ପ୍ରେମିକ ପ୍ରେମିକାଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...