ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଜଳସମ୍ପଦ ସଚିବଙ୍କୁ ଭେଟିଲେ ପ୍ରତିନିଧି ଦଳ
ରାୟଗଡ଼ା: ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରତିଶ୍ରୁତିକୁ ୯ ମାସ ପୂରିଲା। ପ୍ରତିଶ୍ରୁତି ମୁତାବକ କ୍ଷୁଦ୍ର ଓ ମଧ୍ୟମ ପ୍ରକଳ୍ପ ନିର୍ମାଣ ଆରମ୍ଭ ତ ଦୂରର କଥା ଏଥି ପାଇଁ ସର୍ଭେ କିମ୍ବା ସ୍ଥାନ ଚିହ୍ନଟକରଣ ମଧ୍ୟ ହୋଇପାରିନି। ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...