Daily Archives

May 24, 2022

ଜିଲ୍ଲାପାଳଙ୍କୁ ସୁନ୍ଦରଗଡ଼ ସିପିଆଇର ଦାବିପତ୍ର; ଖଣି, ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ପାଇଁ ଉଠାଇଲେ ସ୍ବର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ, ଆଦର୍ଶ ବିଦ୍ୟାଳୟରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦାବି ସହ ଅନ୍ୟ ବିକାଶମୂଳକ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସୁନ୍ଦରଗଡ଼ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ସ୍ମାୀରକପତ୍ର ପ୍ରଦାନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ପ୍ରଥମ କ୍ବାଲିଫାୟର : ରାଜସ୍ଥାନକୁ ୭ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଗୁଜୁରାଟ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ। ଦ୍ବିତୀୟ ପାଳିରେ ଗୁଜୁରାଟ ୧୮୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୩ ଓଭରରେ ୩ ୱିକେଟ ହରାଇ ୧୯୧ ରନ୍‌ କରି ବିଜୟ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ପାଠଶାଳାରୁ ତିଆରି ହେବେ ଅଲିମ୍ପିଆନ୍; ସୁନ୍ଦରଗଡ଼ ଜିଲ୍ଲାର ୨୭ ସ୍କୁଲ ସାମିଲ, ସ୍କୁଲ ପିଲାଙ୍କ ସହ ଯୋଗଦେଲେ…

ସୁନ୍ଦରଗଡ଼: ପାଠାଶାଳାରୁ ତିଆରି ହେବେ ଅଲିମ୍ପିଆନ୍। ଚୀନ ଓ ଜାପାନ ଢାଞ୍ଚାରେ ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବାକୁ ଓଡ଼ିଶାରେ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ ସମ୍ପର୍କରେ ତାଲିମ ଦେବାକୁ ରାଜ୍ୟ ସରକାର ‘ ଓଡ଼ିଶା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କମିବ ଖାଇବା ତେଲ ଦର ; ଆମଦାନୀ ଉପରେ ସରକାର ଛାଡ଼ କଲେ ଟିକସ

ନୂଆଦିଲ୍ଲୀ : ଦେଶରେ ଖାଇବା ତେଲର ଉପଲବ୍ଧତା ବଢାଇବାକୁ ଓ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ବର୍ଷକୁ ୨୦ ଲକ୍ଷ ଟନ ପର୍ଯ୍ୟନ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳ ଆମଦାନୀ ଉପରେ ସୀମା ଶୁଳକ ଓ କୃଷି ଭିତ୍ତିଭୂମି ସେସ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ପରେ ଏବେ ଅଫିସରଙ୍କ ପାଳି: ମନ୍ତ୍ରୀ ଗିରଫ ହେବା ପରେ ଓଏସଡିଙ୍କୁ ଧରିଲା ପଞ୍ଜାବ ପୁଲିସ

ଚଣ୍ଡୀଗଡ଼: ମନ୍ତ୍ରୀଙ୍କ ପରେ ଏବେ ଅଫିସରଙ୍କ ପାଳି | ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ ହେବା ପରେ ପଞ୍ଜାବ ପୁଲିସର ଭିଜିଲାନ୍ସ ୱିଙ୍ଗ ମଧ୍ୟ ତାଙ୍କ ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ପ୍ରଦୀପ କୁମାରଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ବିଜୟ ସିଙ୍ଗଲାଙ୍କୁ ମୋହାଲି କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ହଜିଗଲା ମାନବିକତା: ପିଞ୍ଜରାରେ ବନ୍ଦୀ ଥିବା କଲରାପତରିଆ ବାଘକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଡେରାଡୁନ: ବାଘ ଆକ୍ରମଣର ଶିକାର ହୋଇଥିଲେ ଗ୍ରାମବାସୀ | ଆଉ ବାଘଠାରୁ ପ୍ରତିଶୋଧ ନେବାକୁ ଜିଅନ୍ତା ଜାଳିଦେଲେ ଲୋକ | ପିଞ୍ଜରାରେ ବନ୍ଦ ହୋଇ ରହିଥିବା କଲରାପତରିଆ ବାଘକୁ ସ୍ଥାନୀୟ ଲୋକମାନେ ଆଜି ପୋଡି ମାରିଦେଇଛନ୍ତି | ଉତ୍ତରାଖଣ୍ଡର ପଓଡି ଜିଲ୍ଲାର ସପ୍ଲୋଡି ଗାଁରେ ଏଭଳି ଏକ ଅମାନବୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍‌ଆପ୍‌ରେ ଚାଟ୍ ପରେ ଶରୀରରୁ‌ ପୋଷାକ ଖୋଲିଦେଇ ଯୁବତୀ କରିଥିଲେ ଭିଡ଼ିଓ କଲ୍

ରାୟଗଡ଼ା: ହ୍ୟାଲୋ ବେବି.. ହାଓ ଆର୍ ୟୁ.., ୟୁ ଆର୍ ଭେରି ସୁଇଟ୍..। ବେବି ଆପ୍ ଆପନା ଚେହେରା ଦିଖାଇଏ ନା, ଚେହେରା କିଉଁ ଛୁପା ରହେ ହୋ…। ଅଜଣା ନମ୍ବରରୁ ହ୍ବାଟସଅପକୁ ଏମିତି ଅନେକ ଆକର୍ଷଣୀୟ ମେସେଜ୍ କରି ହନି ଟ୍ରାପ୍ କରିବାକୁ ଚେଷ୍ଟା କରୁଛନ୍ତି ଯୁବତୀ। ପ୍ରଥମେ ମେସେଜ୍ ଏବଂ ପରେ…
ଅଧିକ ଖବର ଦେଖନ୍ତୁ...

ମେ ୨୭ରେ ‘ପ୍ରେମ ଏଟିଏମ୍’, ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ରେ ଉତ୍କଣ୍ଠା 

ସୁନ୍ଦରଗଡ଼: ଆସନ୍ତା ୨୭ରେ ଓଡ଼ିଶାର ସବୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚିତ୍ର ‘ପ୍ରେମ ଏଟିଏମ୍’। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ତରଙ୍ଗ ସିନେ ପ୍ରଡକ୍ସନର ଏହି ଚଳଚିତ୍ରରେ ନାୟକ ଭାବେ ଅଭିନୟ କରୁଥିବା ସୁନ୍ଦରଗଡ଼ର ପୁଅ ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ଅଭିଯୋଗରେ ୟାର୍ଡମେନ୍‌ଙ୍କୁ ବର୍ଷେ ଜେଲ୍‌

ବାଲେଶ୍ବର: ବାଲେଶ୍ବର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ଥିବା ୨୦୧୧ ମସିହାର ଏକ ଲାଞ୍ଚ ମାମଲାର ବିଚାର କରାଯାଇ ଦୋଷୀସାବ୍ୟସ୍ତ ହୋଇଥିବା କହ୍ନେଇଲାଲ ସର୍ଦାରକୁ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି ହୋଇଛି। ଏଥିସହ ୭୦୦୦ ଟଙ୍କାର ଜରିମାନା ଦେବାକୁ ଆଦେଶ ଦିଆଯାଇଥିବା ବେଳେ ଏହା ଅନାଦାୟ ହେଲେ ଆଉ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ବୃଷ: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...