Daily Archives

May 25, 2022

ଚିକିତ୍ସାରେ ଅବହେଳା, ସେବାଶ୍ରମ ଛାତ୍ରଙ୍କ ମୃତ୍ୟୁ  

ରାୟଗଡ଼ା: ରାୟଗଡ଼ା ବ୍ଲକ୍ ପିପିଳଗୁଡ଼ା ପଞ୍ଚାୟତ ଚମ୍ପିକୋଟା ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ର ରିଙ୍କୁ ତୋଇକାଙ୍କ ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେବାଶ୍ରମ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବା ପରିବାର ଲୋକ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାଜପଥ ଜମିକୁ ଜବରଦଖଲ କରିଥିବା ମାଫିଆଙ୍କ ଘର ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଜମି ପାଇଁ କ୍ଷତିପୂରଣ ପାଇଥିଲେ । ସଂପ୍ରସାରଣ କାର୍ଯ୍ୟ ବିଳମ୍ବ ହେବାରୁ ଜାଗା ଛାଡ଼ିନଥିଲେ, ଆଖପାଖର ସରକାରୀ ଜାଗା ମାଡ଼ି ବସି ନୂଆ ଦୋକାନ ନିର୍ମାଣ କଲେ । ଭଡ଼ାଲଗାଇ ମୋଟା ଅଙ୍କରେ ରୋଜଗାର କରୁଥିଲେ । ଜାଗାରୁ ହଟିବାକୁ ପ୍ରଶାସନର…
ଅଧିକ ଖବର ଦେଖନ୍ତୁ...

ଗାର୍ଡୱାଲରେ ପିଟି ହେଲା ବୋଲେରୋ, ୬ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟ ଖୁଟୁଗୁଡା ଗ୍ରାମ ନ୍ୟୁ ରାଇସ ମିଲ୍‌ ପାଖରେ ବୁଧବାର ପ୍ରାୟ ସାଢ଼େ ୮ ଟାରେ ଏକ ବୋଲେରୋ ଗାର୍ଡ ୱାଲରେ ପିଟି ହୋଇଯାଇଛି। ଫଳରେ ଏଥିରେ ବସିଥିବା ୬ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ମହିଳା ଅଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

କୁକୁର ପାଲଟିଲେ ଜାପାନର ଏହି ବ୍ୟକ୍ତି, ଘଟଣା କ’ଣ ଜାଣନ୍ତୁ..

ଟୋକିଓ : କୁକୁର ମଣିଷର ଯେତେ ବିଶ୍ବସ୍ତ ହେଲେ ବି ଏକ ସଭ୍ୟ ସମାଜରେ ଜଣେ ମଣିଷକୁ କୁକୁର କହିଲେ ତାହା ଏକ ଗାଳି ଭାବେ ବିବେଚିତ ହୁଏ । କିନ୍ତୁ ଜାପାନର ଜଣେ ବ୍ୟକ୍ତି କୁକୁର ପରି ହେବାକୁ ପସନ୍ଦ କରନ୍ତି । କୁକୁର ପରି ହେବା ତାଙ୍କର ବହୁଦିନର ସ୍ବପ୍ନ ଥିଲା । ଟୋକୋ ଇଭ୍ ନାମକ ଏହି ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାର ପ୍ରଥମ ଲଢୁଆ ମହିଳା ପାଇଲଟ ହେଲେ ଅଭିଳାଷା

ନୂଆଦିଲ୍ଲୀ: ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ତିନି ବର୍ଷ ପରେ ସେନାବାହିନୀର ପ୍ରଥମ ମହିଳା ଭାବେ ଆଜି କ୍ୟାପଟେନ ଅଭିଳାଷା ବାରକ ଲଢୁଆ ମହିଳା ପାଇଲଟ ହୋଇଛନ୍ତି । ଆଜି ସେ ସେନାର ଆଭିଏସନ କୋରରେ ଯୋଗ ଦେଇଛନ୍ତି | ଆର୍ମି ଆଭିଏସନ କର୍ପସରେ ଯୋଗଦେବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଅଭିନେତା ବିରାଜ ଦାଶଙ୍କ ଦେହାନ୍ତ, ୬୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ଓଡ଼ିଆ ସିନେମା, ଟେଲିଭିଜନ ଓ ମଞ୍ଚର ଜଣାଶୁଣା ଅଭିନେତା ବିରାଜ ଦାଶଙ୍କର ଆଜି ରାତି ୯ଟାରେ ପରଲୋକ ହୋଇଯାଇଛି। କଟକର ଏକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ମୋ ସ୍ବାମୀ ସବୁଠାରୁ ସାହସୀ ବ୍ୟକ୍ତି ଯିଏ ଏ ଯୁଗର ‘ହିଟଲର ମୋଦୀ’ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି:…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଲିଚୁ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର, କିଲୋ ପିଛା ଲାଭ କରୁଛନ୍ତି ୧୧୦ ଟଙ୍କା

କୋରାପୁଟ: କୋରାପୁଟରେ ଫଳୁଥିବା ଲିଚୁ ଉପରେ ଏବେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର। ମେ’ ମାସରେ କୋରାପୁଟରେ ଲିଚୁ ଅମଳ ହେଉଥିବାବେଳେ ଏହାକୁ ସାଗମାଛ ଦରରେ କିଣି ନେଉଛନ୍ତି ଆନ୍ଧ୍ରର ମାଫିଆ। ଟ୍ରକ ଲାଗାଇ ସିଧା ଚାଷୀଙ୍କ ବଗିଚାରୁ ନେଉଥିବା ଦେଖିବାକୁ ମିଳିଛି। ବ୍ୟବସାୟ କରୁଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

ଜରିମାନା ପାଇଁ ଟ୍ରାଫିକ ନିରୀକ୍ଷକଙ୍କୁ ମାଡ଼; ଗାଡ଼ି ମାଲିକ ଗିରଫ, ୪ ଫେରାର

ସୁନ୍ଦରଗଡ଼: ଅଧିକ ବୋଝେଇ (ଓଭରଲୋଡିଂ) ଗାଡ଼ିକୁ ଜାରିମାନା କରିବାରୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗର ଟ୍ରାଫିକ ନିରୀକ୍ଷକ ଜିତେନ୍ଦ୍ର କୁମାର ମୁର୍ମୁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଘଟଣାରେ ଗାଡ଼ି ମାଲିକ ଗିରଫ ହୋଇଛନ୍ତି। ଅନ୍ୟ ୪ ସହଯୋଗୀ ଫେରାର ହୋଇଯାଇଛନ୍ତି। ଗିରଫ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରଜତ ପଟିଦାରଙ୍କ ବିସ୍ଫୋରକ ଶତକ, ଲକ୍ଷ୍ନୌ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

କୋଲକାତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରନର ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ…
ଅଧିକ ଖବର ଦେଖନ୍ତୁ...