Daily Archives

May 26, 2022

ସାଲୁଙ୍କି ନାଳ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଖଣ୍ଡନ

ଘୁ.ଉଦୟଗିରି : ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନାଳ  ଏବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଜାରି ରହିଛି। ଏହାର ଉନ୍ନତୀକରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ…
ଅଧିକ ଖବର ଦେଖନ୍ତୁ...

କଂସାରିଗୁଡ଼ା ରିଫାଇନେରୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, କ୍ଷତିପୂରଣ ସହ ଜମି ଫେରାଇବାକୁ ଦାବି

ରାୟଗଡ଼ା: କାରଖାନା ଆଶାରେ ଜମି, ବାଡ଼ି ଶାଗମାଛ ଦରରେ ଟେକିଦେଲୁ। ଜନଶୁଣାଣିକୁ ପୂର୍ଣ୍ଣ ସମର୍ଥନ କଲୁ। ହେଲେ ଆଜି ସୁଦ୍ଧା କାରଖାନା ନିର୍ମାଣ ହେଲାନି। କେବଳ ପ୍ରତିଶ୍ରୁତି ଶୁଣି ଶୁଣି ୧୪ ବର୍ଷ ବିତିଗଲା। ଆଉ ଅପେକ୍ଷା କରିବୁ ନାହିଁ। ୩୦ ଦିନ ମଧ୍ୟରେ କାରଖାନା କାମ ଆରମ୍ଭ କର, ନଚେତ୍ ଆମ…
ଅଧିକ ଖବର ଦେଖନ୍ତୁ...

ମଙ୍କିପକ୍ସକୁ ନେଇ ଗାଇଡଲାଇନ ଜାରି କରିବ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ମହାମାରୀ ଶେଷ ହୋଇନଥିବାବେଳେ ମଙ୍କିପକ୍ସ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି । ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର କୌଣସି ମାମଲା ଚିହ୍ନଟ ହୋଇନଥିଲେ ବି ତାହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହି ରୋଗ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ସର୍ବସମ୍ମୁଖରେ ସବାଙ୍କୁ ନିଜ ପ୍ରେମିକା ବୋଲି କହିଲେ ହ୍ରିତିକ୍

ମୁମ୍ବାଇ: ଗତକାଲି ଥିଲା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜର ବଲିଉଡ ବନ୍ଧୁମାନଙ୍କୁ ବଡ଼ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ବଲିଉଡର ଅନେକ ନାମୀଦାମୀ କଳାକାର ଆସିଥିବା ଦେଖାଯାଇଥିଲା। ହେଲେ ସମସ୍ତେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତବେ‌େଳେ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଷ୍ଟାଡିୟମରେ କୁକୁର ବୁଲାଇବା : ଲଦାଖ ବଦଳି ହେଲେ ଆଇଏଏସ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କୁ ବିଦା କରି ନିଜ କୁକୁର ବୁଲାଉଥିବା ଆଇଏଏସ ଅଧିକାରୀ ସଂଜୀବ ଖିରଓ୍ବାରଙ୍କୁ ଲଦାଖ ବଦଳି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହା ସହିତ ତାଙ୍କ ପତ୍ନୀ ରିଙ୍କୁ ଡୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି । ଏ ନେଇ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ବାହା ହେବାକୁ ସୁରତରୁ ଫେରିଥିଲେ, କୋକେଇରେ ଗଲେ 

ଶେରଗଡ଼ : ସୁରତରୁ ଫେରିଥିଲେ। କିଛିଦିନ ପରେ ବାହା ବେଦିରେ ହାତଗଣ୍ଠି ପଡ଼ିଥାନ୍ତା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିମିଷକରେ ଜୀବନଦୀପ ଲିଭିଗଲା। ଆଉ ବାହା ବେଦିରେ ବସିବା ବଦଳରେ…
ଅଧିକ ଖବର ଦେଖନ୍ତୁ...

ତିନି ଦିନରେ ୨ ମୃତ ହାତୀ ଠାବ; ୩ ବନ କର୍ମଚାରୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ରେଞ୍ଜ ବଘିଆପଡ଼ା ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ଶବ ଠାବ ହୋଇଛି। ତିନି ଦିନରେ ଏହା ଦ୍ବିତୀୟ ଘଟଣା। ମଙ୍ଗଳବାର ସଂଧ୍ୟାରେ ଭୁର୍କିପଡ଼ା ନିକଟ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ଶବ ମିଳିଥିଲା। ବଘିଆପଡ଼ା ସେକ୍‌ସନ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲର…
ଅଧିକ ଖବର ଦେଖନ୍ତୁ...

ଅଜିତ କୁମାରଙ୍କୁ ସିବିଆଇ ଗିରଫ କରିବା ମାମଲା: ବ୍ଲୁ ଫିଲ୍ମ ରାକେଟ୍‌ରେ ସକ୍ରିୟ ଥିଲେ ସହାୟକ ଲୋକୋ ପାଇଲଟ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ କାର୍ଯ୍ୟରତ ସହାୟକ ଲୋକୋ ପାଇଲଟ୍‌ ଅଜିତ କୁମାରଙ୍କୁ ସିବିଆଇ ଗିରଫ କରିବାପରେ ପରେ ନୂଆ ତଥ୍ୟ ପଦାକୁ ଆସିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ନିଯୁକ୍ତି ଦୁର୍ନୀତି ମାମଲାରେ ଅଜିତ କୁମାର ସଂପୃକ୍ତ ଥିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପୁଅ ଦୀପସାନଙ୍କ କମାଲ, ଇଣ୍ଡୋନେସିଆକୁ ୧୬-୦ରେ ହରାଇ ଏସିଆ କପ ହକି ସୁପର-୪ରେ ଭାରତ

ନୂଆଦିଲ୍ଲୀ : ଏସିଆ କପ ହକିରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ । ଭାରତର ପୁରୁଷ ହକିଦଳ ଆଜି ଇଣ୍ଡୋନେସିଆକୁ ୧୬-୦ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଏସିଆ କପ ହକିର ସୁପର-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଇଣ୍ଡୋନେସିଆ ବିରୋଧରେ ଏହି ବଡ଼ ବିଜୟ ପରେ ଭାରତ କେବଳ ଯେ ନକଆଉଟ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ଭଳି ତାମିଲକୁ ସରକାରୀ ଭାଷା କରାଯାଉ; ଷ୍ଟଲିନଙ୍କ ଏହି ଦାବି ଶୁଣି ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ହିନ୍ଦୀ ଭଳି ତାମିଲକୁ ସରକାରୀ ଭାଷା କରାଯାଉ ବୋଲି ଦାବି କରିଥିଲେ। ଗୁରୁବାର ଭାରତ ସରକାରଙ୍କ କାର୍ଯ୍ୟାଳୟ ଏବଂ ମାଡ୍ରାସ ହାଇକୋର୍ଟରେ ତାମିଲକୁ ହିନ୍ଦୀ ଭଳି ସରକାରୀ ଭାଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ…
ଅଧିକ ଖବର ଦେଖନ୍ତୁ...