Daily Archives

May 26, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସର କାମ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ବୃଷ: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୫୦ ହଜାର ଜରିମାନା

ଫୁଲବାଣୀ : ଆଜି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ…
ଅଧିକ ଖବର ଦେଖନ୍ତୁ...

ମଦ୍ରାସାରେ ପଢି ପିଲା ଡାକ୍ତର, ଇଂଜିନିୟର ହେଉଛନ୍ତି : ଏଆଇୟୁଡିଏଫ୍

ନୂଆଦିଲ୍ଲୀ : ମଦ୍ରାସାକୁ ନେଇ ଆସାମରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେଇଥିବା ବୟାନର ବିରୋଧ କରିଛି ଆସାମର ଏକ ଆଞ୍ଚଳିକ ଦଳ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ।…
ଅଧିକ ଖବର ଦେଖନ୍ତୁ...

ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ: ଏନସିପି ନେତା

ମୁମ୍ବାଇ: ଏନସିପି ନେତ ଦିଲୀପ ୱାଲସେ-ପାଟିଲଙ୍କ ବିବାଦୀୟ ବୟାନ। ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ । ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଉତ୍ତମ ବୈବାହିକ ଜୀବନ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କ ରଖିବା ପାଇଁ ନର୍ସଙ୍କୁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ, ଫାର୍ମାସିଷ୍ଟକୁ ଗିରଫ କଲା ପୁଲିସ

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୁନଗାଁ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ମହିଳା କର୍ମଚାରୀ (ଏଏନ୍‌ଏମ୍‌)ଙ୍କୁ ସେହ କେନ୍ଦ୍ରର ସିନିୟର ଫାର୍ମାସିଷ୍ଟ ଅବନୀକାନ୍ତ ବେହେରା ଅଶ୍ଲୀଳ ଇଙ୍ଗିତ କରିବା ସହ ଖୋଲାଖୋଲି ଯୌନ ଆବେଦନ କରୁଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

କଲମ ବଦଳରେ ବନ୍ଧୁକ ଧରିଲେ ଲେଖିକା, ବୀମା ଟଙ୍କା ପାଇଁ ସ୍ବାମୀଙ୍କୁ ଗୁଳିକରି ହତ୍ୟା !

ନୂଆଦିଲ୍ଲୀ: ଲେଖକ/ଲେଖିକାଙ୍କ କଥା ଯେତେବେଳେ ଆମ ମନକୁ ଆସେ ସେତେବେଳେ ଏକ ସକାରାତ୍ମକ ଛବିଟିଏ ମନଭିତରେ ଆପେ ଆପେ ଆଙ୍କି ହୋଇଯାଏ ।  ହେଲେ ଆମେ ଏମିତି ଜଣେ ଲେଖିକାଙ୍କ କଥା କହୁଛୁ ଯିଏ ଏଗାର କୋଟିର ବୀମା ଟଙ୍କା ପାଇଁ ନିଜ ସ୍ବାମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ତିହାରର ଜେଲର ଏକ ସ୍ବତନ୍ତ୍ର ସେଲରେ କଡା ସୁରକ୍ଷା ମଧ୍ୟରେ ରହୁଛି ୟାସିନ ମଲ୍ଲିକ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତଙ୍କବାଦୀ ୟାସିନ ମଲ୍ଲିକକୁ ଦିଲ୍ଲୀର ତିହାର ଜେଲର ଏକ ସ୍ବତନ୍ତ୍ର ସେଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସୁରକ୍ଷା କାରଣରୁ ତାକୁ ଜେଲ ଭିତରେ କୌଣସି କାର୍ଯ୍ୟ କରିବାକୁ ଦିଆଯିବ…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ ହେଲା  ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ, ମୋଟ ବିଭାଗ ସଂଖ୍ୟା ୩୧କୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଘାସ ଭଳି ଦେଖାଯାଉଥିବା ବିରଳ ସାପ, ଲୁଚି ରହି କରିଥାଏ ଆକ୍ରମଣ

ଏବେ ଚାରିଆଡ଼େ ଘାସ ଭଳି ଦେଖାଯାଉଥିବା ବିରଳ ସାପକୁ ନେଇ ଚର୍ଚ୍ଚା। ଏଭଳି ସାପ ଆପଣ ଆଗରୁ ଦେଖିନଥିବେ । ଦୁନିଆଁରେ ଏମିତି ବି ସାପ ଅଛନ୍ତି, କେବେ ଭାବି ନଥିବେ । ଘାସ ଭଳି ଦେଖାଯାଉଥିବା ଏହି ଜୀବଟି ହେଉଛି ଏକ ବିରଳ ସାପ । ସୋସିଆଲ ମିଡିଆରେ ଏହି ସାପର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।…
ଅଧିକ ଖବର ଦେଖନ୍ତୁ...

କାର୍‌ କବାଟ ଭିତରେ ଭୁବନେଶ୍ବରକୁ ଚାଲାଣ ହେଉଥିଲା ଗଂଜେଇ, ଜବତ କଲା ଅବକାରୀ ବିଭାଗ

ଭଞ୍ଜନଗର: କନ୍ଧମାଳ ଜିଲ୍ଲାରୁ ରାଜଧାନୀ ଭୂବନେଶ୍ବରକୁ ଚୋରା ଗଞ୍ଜେଇ ଚାଲାଣ ବେଧଡ଼କ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ମୁଖ୍ୟ ଟ୍ରାନ୍‌ଜିଟ୍‌ ପଏଣ୍ଟ୍ ପାଲଟିଛି। ଘାଟି ରାସ୍ତା ଦେଇ ନିୟମିତ ବ୍ୟବଧାନରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅନେକ ସମୟରେ ଅବକାରୀ ଓ ପୁଲିସ୍ ପ୍ରଶାସନକୁ…
ଅଧିକ ଖବର ଦେଖନ୍ତୁ...