Daily Archives

May 28, 2022

ଯୋଗୀ ହେଉଛନ୍ତି ଉତ୍ତରପ୍ରଦେଶର ଗବ୍ବର: ପଶ୍ଚିମବଙ୍ଗ ମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସାକାଣ୍ଡ ବଢିଥିବା ନେଇ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ | ଆଉ ଆଜି ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହାକିମ | ଫିରହାଦ, ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ଖୁସି ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ସାମାଜିକ ପରିସର ବୃଦ୍ଧି ହେବ। ରବି ଓ ସୋମବାର: ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଭଲ କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଟୋ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ; ଜଣେ ମୃତ, ୯ ଗୁରୁତର

କୋରାପୁଟ: ଅଟୋ ଉପରେ ଦ୍ରୁତଗାମୀ ଅଟୋ ମାଡ଼ି ଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା‌ବେଳେ ୯ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ମଜବୁତ କରିିଛନ୍ତି, ନେହରୁଙ୍କ ସହ ତାଙ୍କର ତୁଳନା କରାଯାଇପାରିବ ନାହିଁ: କର୍ଣ୍ଣାଟକ…

ବେଙ୍ଗାଲୁରୁ: ମୋଦୀଙ୍କୁ ନେହେରୁଙ୍କ ସହ ତୁଳନା କରାଯାଇପାରିବ ନାହିଁ। କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ କଟାକ୍ଷର ଜବାବ ଦେବାକୁ ଯାଇ ଏଭଳି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ । ସେ କହିଛନ୍ତି ଯେ ସୀମାନ୍ତ ପ୍ରସଙ୍ଗ ତଥା ଦେଶର ଏକତା ତଥା ଅଖଣ୍ଡତା ପାଇଁ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ସ୍ବର୍ଗତ ବିଶ୍ଵଜିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି  

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବରିଷ୍ଠ ସାମ୍ବାଦିକ ସ୍ୱାଗର୍ତ ବିଶ୍ଵଜିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଚଳିତ ମାସ ଗତ ୧୭ ତାରିଖ ଦିନ କଟକସ୍ଥିତ ଏକ ଘରେଇମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ନନ୍ଦପୁରସ୍ଥିତ ମଦୀୟ ବାସ ଭବନରେ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ନିକଟରେ ବ୍ରାଉନ୍‌ସୁଗାର କାରବାର, ୨ ଗିରଫ 

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଖୋର୍ଦ୍ଧା ନିକଟ ଅଁଳେଇ ମନ୍ଦିର ନିକଟରୁ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଖୋର୍ଦ୍ଧା ଠାରୁ ପ୍ରାୟ ୬ କିଲେମିଟର ଦୂର ଅରାଙ୍ଗ ଗାଁ ଠାରେ ଥିବା ଅଁଳେଇ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା

ନୂଆଦିଲ୍ଲୀ :  ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା…
ଅଧିକ ଖବର ଦେଖନ୍ତୁ...

ଜମିଜମା ବିବାଦକୁ ନେଇ ଗଡିଲା ମୁଣ୍ଡ 

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ରାଜଗଡ ପଞ୍ଚାୟତ ପଡାଗୟାସପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ଓ ମାଡପିଟ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି।ଆହତଙ୍କ ମଧ୍ୟରୁ ମଙ୍ଗୁଳି ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶୋଧ ନେଲା ଭାରତ: ୨-୧ରେ ଜାପାନକୁ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ

ଜାକର୍ତ୍ତା: ଜାପାନଠାରୁ ପ୍ରତିଶୋଧ ନେଲା ଭାରତ | ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ପରାସ୍ତ କରିଛି | ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଦଳ ପୁଲ୍‌ ପର୍ଯ୍ୟା‌ୟରେ ଜାପାନ ନିକଟରୁ ୨-୫ ଗୋଲ୍‌ରେ ହାରିଥିବାର ପ୍ରତିଶୋଧ ନେଇଛି |…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା, ବିଦେଶ ଯିବାକୁ ମିଳିଲା ଅନୁମତି

ମୁମ୍ବାଇ: ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା। ବିଦେଶ ଯିବାକୁ ମିଳିଲା ଅନୁମତି। ଗତବର୍ଷ ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକଆଉଟ ନୋଟିସ ଜାରି କରିଥିଲା। ଏହି କାରଣରୁ ଜାକଲିନଙ୍କ ବିଦେଶ ଯିବାକୁ ନେଇ ପ୍ରତିବନ୍ଧକ ଲାଗିଥିଲା। ଜାକଲିକ ଇଡିଙ୍କୁ ଏହି ନୋଟିସ…
ଅଧିକ ଖବର ଦେଖନ୍ତୁ...