Daily Archives

May 29, 2022

ଆବର୍ଜନା ଟିକସ ଆଦାୟକୁ ସୁନ୍ଦରଗଡ଼ରେ ବିରୋଧ; ସଫେଇ ପାଇଁ ମାସକୁ ୪୨ ଲକ୍ଷ ଟଙ୍କା, ୪୦ ଟଙ୍କା କାହାପାଇଁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ସଫେଇ କାର୍ଯ୍ୟ ବାବଦକୁ ପୌରପାଳିକା ଏକ ଘରୋଇ ଠିକା ସଂସ୍ଥାକୁ ମାସକୁ ୪୨ ଲକ୍ଷ ଟଙ୍କା ଦେଇ ଆସୁଛି। ଅର୍ଥାତ ବର୍ଷକୁ ୫ କୋଟି ୪ ଲକ୍ଷ ଟଙ୍କା ନେଉଛି ସମ୍ପୃକ୍ତ ଠିକା ସଂସ୍ଥା। ସଫେଇ ପାଇଁ ଏତେ ଟଙ୍କା ବ୍ୟୟ ଏକ ବିବାଦୀୟ ବିଷୟ ହୋଇ ରହିଥିବା ବେଳେ ଘରୁ ଅଳିଆ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରି ଆଇପିଏଲ୍‌ର ସପ୍ତମ ବିଜୟ ମୁକୁଟ ପିନ୍ଧିଲା ଗୁଜରାଟ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ଫାଇନାଲ୍‌ ମ୍ୟାଚ୍‌ରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରି ନିଜର ପ୍ରଥମ ସିଜିନରେ ପ୍ରଥମ ଟାଇଟେଲ ହାତେଇଛି ଗୁଜୁରାଟ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୩ ୱିକେଟ ହରାଇ ୧୩୩…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ; କୁଆପଥର ମାଡ଼, ଭାଙ୍ଗିଲା ୩ ଘର

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ାରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ଦୁଇ ଘଣ୍ଟାର ବର୍ଷା, ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜେକେପୁର ଅଞ୍ଚଳରେ ୩ଟି ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡିବା ଯୋଗୁ ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏକ…
ଅଧିକ ଖବର ଦେଖନ୍ତୁ...

ବୁଲେଟପ୍ରୁଫ ଗାଡି ସହ ବନ୍ଧୁକଧାରୀ କମାଣ୍ଡୋଙ୍କୁ ନିଜ ସହ ନେଇନଥିଲେ ସିଦ୍ଧୁ ମୁଜୱାଲା: ପଞ୍ଜାବ ଡିଜିପି

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁଜୱାଲାଙ୍କ ହତ୍ୟାକାଣ୍ଡ ପଛରେ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ହାତ ଥିବାର କୁହାଯାଉଛି | କାରଣ ଏହି ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି | ଖବର ଅନୁଯାୟୀ, ସିଦ୍ଧୁ ମୁଜୱାଲା ପଞ୍ଜାବର ଗ୍ୟାଙ୍ଗଷ୍ଟର ଲରେନ୍ସ ବିସନୋଇର…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ମାଲଗାଡିରେ ନିଆଁ

ରାଉରକେଲା: ବନ୍ଧମୁଣ୍ଡା ରେଳବାଇ ଏକ୍ସଚେଞ୍ଜ ଗାର୍ଡରେ ଛିଡା ହୋଇଥିବା ଏକ କୋଇଲା‌ ବୋଝେଇ ମାଲଗାଡ଼ିରେ ରବିବାର ନିଆଁ ଲାଗିଯାଇଛି। ତିନିଟି ୱାଗନ୍‌ରୁ ଧୂଆଁ ବାହାରୁଥିବା ଦେଖି କାର୍ଯ୍ୟରତ କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। କିଛି କର୍ମଚାରୀ ଏ ସଂକ୍ରାନ୍ତରେ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଚଳଚ୍ଚିତ୍ର ଆସୁ କି ଓଟିଟି, ବଲିଉଡ କେବେ ବି ଶେଷ ହେବ ନାହିଁ: ରୋହିତ୍ ସେଟ୍ଟୀ

ମୁମ୍ବାଇ: ଦିନକୁ ଦିନ ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟରେ ଦିବାଦ ବଢି ବଢି ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ନିଜର ବିବାଦୀୟ ମନ୍ତବ୍ୟ ରଖୁଛନ୍ତି । ବର୍ତ୍ତମାନ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ଏନେଇ ନିଜର ମନ୍ତବ୍ୟ ରଖିଛନ୍ତି । ଅଭିନେତା ରଣବୀର ସିଂଙ୍କ ସହ…
ଅଧିକ ଖବର ଦେଖନ୍ତୁ...

୩ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ କନ୍ଧମାଳର ୭୩ ସ୍ମାର୍ଟ ସ୍କୁଲ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ୭୩ଟି ହାଇସ୍କୁଲର ଉନ୍ନତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ଚକାପାଦ ବ୍ଲକର ୭ଟି ହାଇସ୍କୁଲ ସ୍କୁଲ ରୂପାନ୍ତରଣ ହେଉଛି। ଏହି ୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି,…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ବଜାରରେ ବୁଲୁଛି ଜାଲ୍ ୧୦୦-୫୦୦ ଟଙ୍କା ନୋଟ୍, ଟାର୍ଗେଟ୍‌ରେ ବୟସ୍କ

ବ୍ରହ୍ମପୁର : ବ୍ରହ୍ମପୁରରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ୍ ନୋଟ୍ ରାକେଟ୍। ଏହି ରାକେଟ୍ ସହ ଜଡ଼ିତ ନିର୍ଦ୍ଦିଷ୍ଟ କିଛି ଅସାଧୁ ଲୋକ ବର୍ତ୍ତମାନ ବରିଷ୍ଠ ନାଗରିକ ତଥା ବୃଦ୍ଧ ବେପାରୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଆଖିରେ ଧୂଳି ଦେଇ ବଜାରରେ ନକଲି ନୋଟ୍‌ ଚଳାଇ…
ଅଧିକ ଖବର ଦେଖନ୍ତୁ...

ଦୟାନିଧିଗୁଡା ଦୁର୍ଘଟଣା: ଅନୁମତି ନଥିବା ରୋଡରେ କିପରି ଯାଉଛି ଭାରିଯାନ

କୋରାପୁଟ: କୋରାପୁଟ ଜିଲ୍ଲା ଦୟାନିଧିଗୁଡା ଅଟୋ ଉପରକୁ ଟ୍ରକ ମାଡିଯିବା ଘଟଣାକୁ ୨୪ ଘଣ୍ଟା ବିତିଛି। ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା  ବେଳେ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ମୃତକ ଜଣକ ହେଲେ ବୁଟୁରୁଗୁଡା ଗାଁର ‌ଲକ୍ଷ୍ମୀ ଭୋଇ(୧୯)। ଗତକାଲି ଘଟଣାସ୍ଥଳରେ ପିଙ୍କି…
ଅଧିକ ଖବର ଦେଖନ୍ତୁ...

ସରକାର ବଞ୍ଚାଇବାକୁ ଆସିଫ ଅଲ୍ଲୀ ଜର୍ଦ୍ଦାରିଙ୍କୁ ଭେଟିବାକୁ ଚାଁହୁଥିଲେ ଇମ୍ରାନ, ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷମତାକୁ ନେଇ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। କ୍ଷମତାରୁ ବହିଷ୍କୃତ ହେବା ପରେ ଇମ୍ରାନ ଖାନ ଏବେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଏବେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ, କୁହାଯାଇଛି ଯେ ଇମ୍ରାନ ସରକାର ପତନ…
ଅଧିକ ଖବର ଦେଖନ୍ତୁ...